Movie prime

ନାବାଳକ ପ୍ରେମରେ ପାଗେଳି ହେଇ ଛୁଆଙ୍କୁ ଛାଡି ମା ହେଲା ଫେରାର ଧରିଦେଲେ ଗାଁ ଲୋକେ ତା ପରେ ଆଉ କଣ ...... ଦେଖନ୍ତୁ ନିଜେ

 
 Bdbbdhdj
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଅନେକ ଘଟଣା ଏହି ଦୁନିଆରେ ଘଟୁଛି । ଆଉ ଏମିତି କିଛି ଘଟଣା ଯାହା ବହୁତ ନିନ୍ଦନୀୟ ଆଉ ଲଜ୍ୟାଜନକ ଅଟେ । ଆଉ ଲୋକମାନେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେମାନେ ନିଜେ ଆଉ ତାଙ୍କ ପରିବାର ଆଉ ତାଙ୍କ ବନ୍ଧୁବର୍ଗଙ୍କ ମୁଣ୍ଡ ତଳକୁ କରୁଛନ୍ତି । 
ଆଉ ଏଭଳି ଏକ ଲଜ୍ୟାସ୍ପଦ ଆଉ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳରେ । ସେହି ଅଞ୍ଚଳର ଜଣେ ଯୁବତୀ ଜଣେ ନାବାଳକକୁ ନେଇ ଫେରାର ହୋଇଯାଇଛନ୍ତି । ଆଉ ସେ ଜଣେ ବିବାହିତା ଆଉ ତାଙ୍କର ଦୁଇଟି ଛୁଆ ଅଛି । ଗୋଟିଏ ଛୁଆ ୧୩ ବର୍ଷର ଆଉ ଗୋଟିଏ ୮ ବର୍ଷର । ସେହି ମହିଳା ଜଣକ ନିଜ ସ୍ବାମୀ ଆଉ ଦୁଇ ଛୁଆଙ୍କୁ ଛାଡ଼ି ଏଭଳି ଏକ ଲଜ୍ୟାଜନକ କାମ କରିଛନ୍ତି ଯାହା ନିନ୍ଦନୀୟ ।
ସେହି ମହିଳା ଜଣକ ବାପଘରକୁ ଯିବାକୁ କହି ସ୍ବାମୀ ଠାରୁ ୩୦୦ ଟଙ୍କା ଆଣିଥିଲେ ଆଉ ସେହି ପଇସା ଧରି ନାବାଳକ ପିଲାଟି ସହ ଫେରାର ହୋଇଯାଇଛନ୍ତି । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଖବର ପୋଲିସକୁ ଜଣାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ କରିଛି ।
ପୋଲିସ ନାବାଳକ ଆଉ ସ୍ତ୍ରୀ ଲୋକଟିକୁ ଧରିଛି । ଆଉ ତାପରେ ନାବାଳକଟିର ପରିବାର ଲୋକେ ତାକୁ ବୁଝାଇ ଶୁଖାଇ ଘରକୁ ନେଇଛନ୍ତି । ଆଉ ସେପଟେ ସେହି ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ଗ୍ରହଣ କରିବାକୁ ନାରାଜ ଅଛନ୍ତି । ଆଉ ଏହି ଘଟଣା ଏବେ କେଉଁ ମୋଡ଼ ନେଉଛି ତାହାକୁ ହିଁ ଅପେକ୍ଷା ।