Movie prime

ଜାଣନ୍ତୁ କେମିତି ମୋଦି ହେଲେ ସାରା ଦେଶର ପ୍ରିୟ ନେତା କାହିଁକି ସାରା ଦେଶ ଆଜି କରୁଛି ସମ୍ମାନ ଦଖନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଦେଶର ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସାରା ଦେଶରେ ନିଜ ନାଁ କରିଛନ୍ତି।ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆମେରିକା ଠାରୁ ଆରମ୍ଭ କରି ଋଷିଆ ପର୍ଯ୍ୟନ୍ତ ସେ କିଭଳି ଭାବରେ ତାଙ୍କ ନାମ କମେଇଛନ୍ତି। ନରେନ୍ଦ୍ର ମୋଦୀ ଏଭକୀ କିଛି କରନ୍ତି ଯାହାକୁ କି ଦୁନିଆରେ କେହି ହେଲେ ମଧ୍ୟ କରି ପାରିବେ ନାହିଁ।
ନରେନ୍ଦ୍ର ମୋଦି ଙ୍କ ପାଇଁ ହିଁ ଭାରତ ଏବଂ ଆମେରିକାର ସମ୍ପର୍କ ଭଲ ଅଛି।ଏବେ ସବୁ ଦେଶ ମଧ୍ୟ ଚାହୁଁଛନ୍ତି କି ଭାରତ ସହ ନିଜ ସମ୍ବନ୍ଧ କିଭଳି ଭାବରେ ଭଲ ରଖିବେ। ଏସବୁ ସଫଳ ହୋଇଛି କେବଳ ନରେନ୍ଦ୍ର ମୋଦି ଙ୍କ ପାଇଁ। ସେ ମଧ୍ୟ କେବଳ ଭାରତ ରେ ନୁହେଁ ସମ୍ପୂର୍ଣ୍ଣ ବିଶ୍ୱରେ ଆଗ ଧାଡ଼ି ରେ ଥିବା ନେତା ମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ। ଆଜି ମଧ୍ୟ ମୋଦି ଲୋକ ପ୍ରୀୟତା ରେ ଏକ ନମ୍ବର୍ ରେ ଅଛନ୍ତି।
ନରେନ୍ଦ୍ର ମୋଦୀ ଙ୍କ ବିଦେଶ ନୀତି ଭଲ ବୋଲି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ କରିଥିଲେ। ଋଷିଆ ଏବଂ ୟୁକ୍ରେନ ର ଯୁଦ୍ଧରେ ଆମେରିକା ଅନେକ ଥର ଭାରତ ଉପରେ ମଧ୍ଯ କଡା ନଜର ପକାଇ ଥିଲା ହେଲେ ଭାରତ ସେ ସବୁ ଅସୁବିଧା କୁ ଖୁବ୍ ସହଜରେ ପାର କରି ପାରିଥିଲା। ଏବଂ ଏହି ସମସ୍ତ ଅସୁବିଧାର ସମ୍ମୁଖୀନ କରିବା ପାଇଁ ଭାରତ ନିଜ ମୁଣ୍ତ ତେଜି ଛିଡ଼ା ହୋଇଛି କେବଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ।
ଏହାର ଅର୍ଥ ଭାରତ ଏବେ ଆଉ କାହାକୁ ଡରୁ ନାହିଁ। ଆପଣ ମାନେ ଜାଣିଥିବେ ପୂର୍ବ ରୁ ଯେଉଁ ପ୍ରଧାନ ମନ୍ତ୍ରୀ ଥିଲେ ତାଙ୍କ ସମୟରେ ଭାରତର ଚର୍ଚ୍ଚା ଖୁବ୍ କମ୍ ହେଉଥିଲା ବିଦେଶରେ। ହେଲେ ଏବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବୁଦ୍ଧି ବଳରେ ସାରା ବିଶ୍ୱରେ ତାଙ୍କର ଚର୍ଚ୍ଚା ହୋଇଛି । ଏବଂ ଭାରତ ର ନାମ ମଧ୍ୟ ସବୁ ବଡ଼ ବଡ ବୈଦେଶିକ ଅନୁଷ୍ଠାନ ରେ ନିଆ ଯାଉଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ ଋଷିଆ ରୁ ଆମେରିକା ପର୍ଯ୍ୟନ୍ତ ସବୁ ଠାରେ ଭାରତର ହିଁ ଚର୍ଚ୍ଚା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.