Movie prime

କାହା ସ୍ୱାର୍ଥରେ ହେଉଛି ହାଇ ସିକ୍ୟୁରୁଟି ନମ୍ବର ପ୍ଲେଟ ମୁଁହ ଖୋଲିଲେ ସମାଜସେବୀ ଦେଖନ୍ତୁ କଣ କହିଲେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ହାଇ ସିକୁରିଟି ପାଇଁ ନମ୍ୱର୍ ପ୍ଲେଟ ଚେଞ୍ଚ୍ କରା ଯାଉଛି। ହେଲେ ସମାଜସେବୀ ମାନେ ଏହି ସିକୁରିଟୀ ନମ୍ବର ପ୍ଲେଟ କାହା ସ୍ୱାର୍ଥରେ ବୋଲି କହିଛନ୍ତି। ବହୁତ ଲୋକ ମାନେ ଅନଲାଇନ ସମ୍ପର୍କ ରେ ମଧ୍ଯ ଜାଣି ନାହାଁନ୍ତି। ଏହି ସମୟରେ ଯେଉଁ ହାଇ ସିକୁରିଟି ନେମ୍ ପ୍ଲେଟ କାରା ଯାଇଛି ଏହା ନିଶ୍ଚିତ ଭାବରେ ଏକ ଗରିବ ଶ୍ରେଣୀର ଲୋକ ମାନଙ୍କ ପାଇଁ କଷ୍ଟ କର ହେବ।
ତିନି ବର୍ଷରୁ ଏହି ନେମ୍ ପ୍ଲେଟ ବଦଳାଇବା କଥା କୁହାଯାଇଥିଲେ ସୁଧାର ସେ ସମୟରୁ କିଛି ମଧ୍ଯ ହୋଇ ନଥିଲା। ହେଲେ ବର୍ତ୍ତମାନ୍ ତାହା ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଲୋକ ମାନଙ୍କୁ ତରତର କରାଯାଇ ନମ୍ୱର୍ ପ୍ଲେଟ ଚେଞ୍ଚ କରିବାକୁ କୁହା ଯାଉଛି। ହେଲେ ଆଗରୁ ଯେଉଁ ନେମ୍ ପ୍ଲେଟ ଥିଲା ତାହାକୁ ଲୋକ ମାନେ ଲଗାଉ ଥିଲେ ଏବଂ ତାହା ମଜଭୁତ ଥିଲା ମାତ୍ର ଏହି ନେମ୍ ପ୍ଲେଟ କୁ ବାଡେଇ ଦେବା ଦ୍ଵାରା ଚେପା ହୋଇ ଯାଉଛି।
ଏବଂ ଏବେ ଯେଉଁ ଲୋକ ମାନେ ୮୦ ଲକ୍ଷ ଗାଡି ପିଛା ଦୁଇ ଦୁଇଟି ନେମ୍ ପ୍ଲେଟ ଲଗାଉଛନ୍ତି। ଏବଂ ତାହା ବଦଳରେ ଚାରି ସହ କିମ୍ୱା ସାତ ସହ ଟଙ୍କା ଦେଉଛନ୍ତି । ସେହି ଟଙ୍କା କାହା ପାଖକୁ ଯିବ ଏବଂ ଏହି ନେମ୍ ପ୍ଲେଟ ରେ ଲାଭ କାହାର ହେବ ବୋଲି ମଧ୍ୟ କହିଛନ୍ତି। ଗାଡ଼ି ଏକ୍ସିଡେଣ୍ଟ ହେବା ପରେ ଯଦି ଏହି ନମ୍ୱର୍ ପ୍ଲେଟ ଭାଙ୍ଗି ଯାଏ ତେବେ ଥାନାରେ ଏଫେୟାର ଦେବାକୁ ପଡ଼ିବ।
ଏଥି ସହ ନୁଆ ନେମ୍ ପ୍ଲେଟ ଆବେଦନ କରି କିଛି ପଇସା ଦେଇ ପୁନର୍ବାର ଏକ ନେମ୍ ପ୍ଲେଟ ଆଣିବାକୁ ହେବେ। ଏହି ନେମ୍ ପ୍ଲେଟ ପରିବର୍ତ୍ତନ ପାଇଁ ଅନେକ ରାଜ୍ୟ ମାନି ନଥିବା ବେଳେ କେବଳ ଚାରି ଗୋଟି ରାଜ୍ୟ ହିଁ ନିଜର ସହମତି ପ୍ରଦାନ କରିଛନ୍ତି। ଏହି ନେମ୍ ପ୍ଲେଟ ବ୍ୟବସ୍ଥା ପାଇଁ ମଧ୍ୟ ଲୋକ ମାନେ ନାହିଁ ନଥିବା ହଇରାଣ ହୋଇ ସାରିଲେଣି ଏବଂ ଗରିବ ଶ୍ରେଣୀର ଲୋକ ପାଇଁ ଏହା ବହୁତ କଷ୍ଟ ସାଧ୍ୟ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.