Movie prime

ଆରମ୍ଭ ହେଲା ଜୁଲାଇ ମାସ ବଦଳିବ ଏହି ସବୁ ନିୟମ Pan Aadhar ଲିଙ୍କ ନହେଲେ ୧୦୦୦ ଟଙ୍କା ଫାଇନ ଦେଖନ୍ତୁ କେମିତି

 
tfgrg

ନମସ୍କାର ପାଠକ ବନ୍ଧୁ ଗଣ। ରାତି ପାହିଲେ ହେବ ଜୁଲାଇ ମାସ ଆରମ୍ଭ। ଏ ଥର ଜୁଲାଇ ମାସରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦିଓ ପ୍ରଥମ ମାସ ୧ ତାରିଖରେ ଅନେକ ଜିନିଷ ବଦଳି ଯାଏ। କିନ୍ତୁ ଏ ଥର ଜୁଲାଇ ମାସ ୧ ତାରିଖ ରେ ଏହି କ୍ଷେତ୍ର ରେ ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି।

କାରଣ ଏ ଥିରେ ଗୋଟେ କିମ୍ବା ଦୁଇ ଟି ନୁହେଁ ଅନେକ ଜିନିଷ ବଦଳି ବାକୁ ଯାଉଛି। ଜାଣି ରଖନ୍ତୁ ନ ଚେତ୍ ଆପଣ ହଇରାଣ ହେବେ। ପ୍ୟାନ ଓ ଆଧାର ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ୨୦୨୩ ମାର୍ଚ୍ଚ। କିନ୍ତୁ ଏହି ତାରିଖ ସୁଦ୍ଧା ଲିଙ୍କ୍ କରିବା ପାଇଁ ଆପଣ ଙ୍କୁ ଏକ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

କିନ୍ତୁ ଜୁନ୍ ମାସ ଶେଷ ସୁଦ୍ଧା ଉଭୟ ଡକ୍ୟୁମେଣ୍ଟ ଲିଙ୍କ୍ କରିବା ପାଇଁ ପଚାଶ ଟଙ୍କା ଜୋରିମାନା ଅଛି। ଯଦି ଆପଣ ଲିଙ୍କ୍ କରି ନାହାନ୍ତି ତେବେ ଶୀଘ୍ର ଉଭୟ ପ୍ୟାନ ଓ ଆଧାର କାର୍ଡ ଲିଙ୍କ୍ ଆଜି ହିଁ କରି ଦିଅନ୍ତୁ।
ପ୍ରତି ମାସ ର ଏକ ତାରିଖ ରେ ଗ୍ୟାସ ରେ ଏକ ବଡ଼ ଧରଣ ର ପରିବର୍ତନ ହେବାକୁ ଯାଉଛି। ତେବେ ଏ ଥର ମଧ୍ୟ ଗ୍ୟାସ ଦର ବୃଦ୍ଧି ହେବ ବୋଲି କୁହାଯାଉଛି।

ହେଲେ କେତେ ବଢିବ ସେ ନେଇ କିଛି ସୂଚନା ନାହିଁ। ତାପ ମାତ୍ରା ବଢ଼ୁ ଥିବାରୁ ଜୁଲାଇ ମାସ ଏକ ରୁ ଏସି ମଧ୍ୟ ମହଙ୍ଗା ହେବାକୁ ଯାଉଛି। ଜୁଲାଇ ମାସ ଏକ ରୁ ନୂଆ ଦର କାର୍ଯ୍ୟକାରୀ ହେବ ବୋଲି ଚର୍ଚ୍ଚା ବଢିଛି।୫ ତାରକା ଏସି ର ରେଟିଙ୍ଗ ଚାରି ତାରକା ରେଟିଙ୍ଗ କୁ ହ୍ରାସ ପାଇବ। ଏହା ସହିତ ମୂଲ୍ୟ ଦଶ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇ ପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.