Movie prime

ଓଡ଼ିଶାରେ ପହଞ୍ଚିଲେ ସୁପରଷ୍ଟାର ଭାଗ୍ୟଶ୍ରୀ ଦେଖନ୍ତୁ ଓଡ଼ିଶା ବିଷୟରେ କଣ କହିଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଓଲିଉଡ, ବଲିଉଡ ଆଉ ଟଲିଉଡ ବିଷୟରେ ଅନେକ ଖବର ଦେଖିଥିବେ ।
ଲୋକମାନେ ଅନେକ କଳାକାରମାନଙ୍କ ବିଷୟରେ ମଧ୍ୟ ଅନେକ ଖବର ଜାଣି ପାରୁଥିବେ । ଲୋକମାନେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଘଟଣା ଜାଣି ପାରୁଥିବେ । ଆପଣମାନେ ସମସ୍ତେ ବଲିଉଡ ଜଗତର ମହାନ୍ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କୁ ଜାଣିଥିବେ । 
ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ସେ ୯୦ ଶତକର ଫିଲ୍ମରେ ନଜର ଆସିଥିଲେ । ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ କାର୍ଯ୍ୟକୁ ନେଇ ପ୍ରଶଂସାରେ ରୁହନ୍ତି ।
ସେ ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଖବର ଆସିଛି । ସେ ଓଡ଼ିଶା ଆସିଛନ୍ତି । ଆଉ ସେଠାରେ ସେ ଅନେକ କଥା ସାକ୍ଷାତକାରର କହିଛନ୍ତି । 
ଏହି ଅଭିନେତ୍ରୀ ଜଣକ ଏବେ ଆଧ୍ୟାତ୍ମିକ ଦିଗରେ ଅଛନ୍ତି । ସେ ସବୁବେଳେ ଭଗବାନଙ୍କୁ ଧ୍ୟାନ କରୁଛନ୍ତି । ଆମ ଓଡ଼ିଶାରେ ଅନେକ ମନ୍ଦିର ଅଛିି । ଆଉ ଓଡ଼ିଶା ଏଭଳି ଏକ ରାଜ୍ୟ ଯାହା ସବୁ ଦେବଦେବୀଙ୍କ ବାସସ୍ଥଳୀ ।
ଓଡ଼ିଶା ରାଜ୍ୟକୁ ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ଆସିଛନ୍ତି ଆଉ ସେ ଏଠାକୁ ଏକ ସ୍ପେଶିଆଲ କାର୍ଯ୍ୟକ୍ରମ ପାଇଁ ଆସିଛନ୍ତି । ଜୟ ମାତାଜୀଙ୍କ ଏକ କାର୍ଯ୍ୟକ୍ରମ ପାଇଁ ସେ ଓଡ଼ିଶା ଆସିଛନ୍ତି । ଆଉ ସେ ଭୁବନେଶ୍ୱରର ଏକ ହୋଟେଲରେ ରହିଛନ୍ତି । 
ସେ କହିଛନ୍ତି ଆଜିକା ଯୁବ ପୀଢ଼ି ବିଗିଡି ଯାଉଛନ୍ତି । କାରଣ ସେ ଅନେକ କଥା ଚିନ୍ତା କରୁଛନ୍ତି । ଆଉ ଅତ୍ୟଧିକ ମାନସିକ ଚାପରେ ସେ ଏଭଳି ଆ-ତ୍ମ-ହ-ତ୍ୟା କରୁଛନ୍ତି ।
ସେମାନଙ୍କୁ ବୁଝିବା ଦରକାର କି ତାଙ୍କ ମୁଣ୍ଡ ଉପରେ ଭଗବାନଙ୍କ ହାତ ଅଛି । ସେ ଓଡ଼ିଶା ଆସି ବହୁତ ଖୁସି ଅଛନ୍ତି । ଏହାର ରାସ୍ତାଘାଟ ବହୁତ ସୁନ୍ଦର ଆଉ ନିର୍ମଳ ଅଟେ ।
ଆଉ ରାସ୍ତାର କାନ୍ଥରେ ବହୁତ ସୁନ୍ଦର ଚିତ୍ର ଅଙ୍କା ଯାଇଛି । ସେ କହିଛନ୍ତି ସେ ତାଙ୍କ ପରିବାର ସହିତ ଆଉ ଥରେ ଓଡ଼ିଶା ଆସିବେ । ସେ ଓଡ଼ିଶାର ପାଣି ପବନ ଆଉ ବାତାବରଣକୁ ପସନ୍ଦ କରିଛନ୍ତି ବୋଲି କହିଛନ୍ତି ।