Movie prime

ପୁରୀର ତେଲ ଏବେ ସାରା ଦେଶକୁ କରିବ ମାଲାମାଲ ଦେଖନ୍ତୁ କେମିତି ସାରା ଦେଶର ଆର୍ଥିକ ସ୍ଥିତିରେ କାମରେ ଆସିବ ପୁରୀ ପ୍ରାକୃତିକ ତୈଳ

 
Special report
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେଲ କରିଦେଇଛି ମାଲାମାଲ। ଗୋପ ମାଟି ତଳେ ପେଟ୍ରୋଲ ଓ ଗ୍ୟାସ ଶେଷରେ ପେଟ୍ରୋଲ ଦର ୧୦୦ ଟପିଲା।ଏପରି ସମୟରେ ଗୋପ ଅଞ୍ଚଳରେ ମାଟି ତଳେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ର ସନ୍ଧାନ ମିଳିବା ସମସ୍ତଙ୍କୁ ଖୁସି ଆଣି ଦେଇଛି।ସେଠାକାର ଲୋକମାନେ ବହୁତ ଖୁସି ହୋଇଛନ୍ତି।କାରଣ ଏହା ବହୁତ ଭଲ କଥା ଅଟେ।
କୁହାଯାଉଛି ଯେ ପେଟ୍ରୋଲ ଉତ୍ପାଦନ ଆରମ୍ଭ ହେଲେ ଅଞ୍ଚଳରେ ଯୁବକ ଯୁବତୀ ମାନେ ରୋଜଗାର କରି ପାରିବେ।ଅଞ୍ଚଳର ବିକାଶ ମଧ୍ୟ ହୋଇପାରିବ।ଏହି ସବୁ କଥା ଜାଣି ସମସ୍ତେ ବହୁତ ଖୁସି ହୋଇଛନ୍ତି।ଏହା ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଟେ। ଖାଲି ଏତିକି ନୁହେଁ।ଏହା ରାଜ୍ୟର ସାମାଜିକ ଓ ଅର୍ଥନୀତି କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବ ବୋଲି ଜଣାପଡିଛି।
ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ସେପଟେ ଭୂ ତତ୍ତ୍ଵ ବିଜ୍ଞାନୀ ମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଦର ଥିବା ନେଇ ସ୍ପଷ୍ଟ ଆସି ନଥିବାରୁ ଅଧିକ ଉତ୍ସହିତ ହେବା ଉଚିତ ନୁହେଁ ବୋଲି କୁହାଯାଇଛି।ତଥାପି ଏହି ଖବର ଶୁଣିବା ପରେ ସମସ୍ତେ ବହୁତ ଖୁସି ହୋଇଛନ୍ତି।
ସ୍ଥାନୀୟ ବାସିନ୍ଦା ଜଣେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଗୋପ ଏକ ଗ୍ରାମାଞ୍ଚଳ ଏରିଆ ହୋଇଥିଲେ ମଧ୍ୟ ଏହା ଯଦି ଭବିଷ୍ୟତ ରେ ପ୍ରକୃତ ରେ ଏଠୁ ପ୍ରାକୃତିକ ଗ୍ୟାସ ଆଉ ପେଟ୍ରୋଲ ବାହାରୁଛି।ଏହା ବହୁତ ଖୁସିର ଖବର।ଯଦି ଏଠାରୁ ପେଟ୍ରୋଲ ବାହାରିବ ତାହେଲେ ଗ୍ରାମ ବହୁତ ବିକଶିତ ହୋଇପାରେ ବୋଲି କହିଛନ୍ତି।ଯେଉଁ ପିଲାମାନେ ସେହି ଗ୍ରାମରେ ଅଛନ୍ତି କାମ କରିବା ପାଇଁ ନିଯୁକ୍ତି ପାଇ ପାରିବେ।