Movie prime

ପୁରୁଣା କାଳରେ ଯୁଗ ଥିଲା ଏତେ ପ୍ରଗତିଶୀଳ ଯାହା ଆପଣ ବିଶ୍ୱାସ କରିପାରିବେନି କିନ୍ତୁ ମିଳିଥିବା ଏହି ପ୍ରମାଣ ଅନୁସାରେ ଏହା ଶତପ୍ରତିଶତ ସତ

 
VIRAl news
ନମସ୍କାର ପାଠକ ବନ୍ଧୁ ଗଣ। ଆପଣ ମାନେ ଜାଣି ଥିବେ ଯେ ଟେକ୍ନୋଲୋଜି ର ବିକାଶ ଫଳ ରେ ବହୁତ ଜିନିଷ ନିର୍ମାଣ କରା ଯାଇଛି। କିନ୍ତୁ ଏବେ ଆମେ ଯଦି ପଛ କୁ ଯାଇ ଇତିହାସ ଦେଖିବା ସେ ସମୟ ରେ ମଧ୍ୟ ଏ ସବୁ ଟେକ୍ନୋଲୋଜି ବିନା ବହୁ ଅଧୁଭୂତ ଓ ଚମତ୍କାର ଜିନିଷ ସେ ସମୟ ର ଲୋକ ମାନେ କେମିତି ବନେଇ ଥିଲେ।
ଲାଇଟ୍ ବଲବ ର ଉଦ୍ଭାବନ ଆମ ସମୟ ରେ ହୋଇ ଥିଲା। କିନ୍ତୁ ଇଜିପ୍ଟ ର କେତେକ ଚିତ୍ର ଦେଖିଲେ ଜଣ ପଡ଼ିବ କି ସେ ସମୟ ରେ ମଧ୍ୟ ବଡ଼ ଆଲୋକ କୁ ନେଇ ରଖି ଥିଲେ କିନ୍ତୁ ଏହା କିପରି ସମ୍ଭବ ହେଇ ପାରେ। ଥିଓରି ରୁ ଜଣା ପଡ଼ୁଛି ଯେ ଇଜିପ୍ଟ ରେ ଥିବା ପିରାମିଡ୍ ରେ ଗୁଡ଼ିକ ହିଁ ଅସଲ ରେ ଲାଇଟ ର ଇଲେକ୍ଟ୍ରିକାଲ କୁ ଜେନେରେଟ କରୁ ଥିଲା।
ଏବଂ ଏହି ଇଲେକ୍ଟିଶିତି କୁ ଜମିନ୍ ଜରିଆରେ ପ୍ରାଚୀନ ଇଜିପ୍ଟ ର ସହର କୁ ପହଞ୍ଚାଇ ଦିଆ ଯାଇଥିଲା। କିନ୍ତୁ ସତ ପ୍ରତିଶତ ଏହି କଥା କୁ ସ୍ପଷ୍ଟ କରା ଯାଇ ପାରିବ ନାହିଁ। କିନ୍ତୁ ପ୍ରାଚୀନ ଇଜିପ୍ଟ ରେ ଦିବାର ରେ ତିଆରି ହେଇ ଥିବା ସେଇ ବଲବ ର ଚିତ୍ର କୌଣସି ସତ ଠାରୁ କମ୍ ନୁହେଁ। ଆଜି ର ସମୟ ରେ ବି ଏମିତି ଜାଗା ଅଛି ଯେଉଁଠି ପାଣି ର ଅଭାବ ଅନାଟନ ରହିଛି।
ଲୋକ ମାନଙ୍କୁ ବହୁ ଅସୁବିଧା ହୁଏ। ସେହି ସମସ୍ୟା ସମାଧାନ ପାଇଁ ଲୋକ ମାନେ ଡ୍ୟମ ଭଳି ଜିନିଷ ନିର୍ମାଣ କରିଛନ୍ତି। କିନ୍ତୁ ପୁରୁଣା କାଳିଆ ଲୋକ ମାନେ ବହୁତ ଚାଲାକ୍ ଚତୁର ଥିଲେ ।
ଲାସ୍କ ରେ ଏମିଟି ଜିନିଷ ଅଛି ଯାହା ବୈଜ୍ଞାନିକ ମାନଙ୍କୁ ଭାବିବା ରେ ମଜବୁର କରି ଦେଲା। ଏହା ୧୫୦୦ ବର୍ଷ ପୁରୁଣା ଏହାକୁ ଫ୍ରୋକ୍ରିଆସ କୁହାଯାଏ। ପ୍ରକୃତ ରେ ଏହା ଗଭୀର ଓ ବୃତ୍ତ ଭଳି କୂଅ ପରି ଦେଖାଯାଏ।ଯେଉଁ ଥିରେ ପାଣି ସଂରକ୍ଷଣ ରହି ଥାଏ ।