Movie prime

ବ୍ୟକ୍ତିଙ୍କ ୧୫ ପତ୍ନୀ ୧୦୭ ସନ୍ତାନ ହେଲେ ଏବେ ଯାଏଁ ବି କମିନି ଯୌ-ବନ ଦେଖନ୍ତୁ ଏବେ ବି....

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଆଜିକା ଯୁଗକୁ ନେଇ ଆପଣମାନେ ଅନେକ ଭିଡିଓ ଦେଖିଥିବେ ।ଆଉ ଆଜିକା ଯୁଗରେ ଜଣେ ବ୍ୟକ୍ତି ଜଣଙ୍କୁ ହିଁ ବିବାହ କରୁଛି ଆଉ ସେମାନେ କେବଳ ଗୋଟିଏ ଛୁଆ ଜନ୍ମ କରିଥାନ୍ତି । କାରଣ ଆଜିକା ମହଙ୍ଗା ଯୁଗରେ ଗୋଟିଏ ଛୁଆ ପାଳିବା ବହୁତ କଷ୍ଟ ଅଟେ ।
ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଆଜିକା ଯୁଗରେ ରାଜା ସୁଲତାନଙ୍କ ଭଳି ରହୁଛନ୍ତି । ଅର୍ଥାତ୍ ରାଜା ସୁଲତାନଙ୍କର ୭୦୦ ପତ୍ନୀ ଏବଂ ୩୦୦ ଦାସୀ ଥିଲେ । ଏହିଭଳି ଏତେ ଅଧିକ ପତ୍ନୀ ନୁହନ୍ତି ଜଣେ ବ୍ୟକ୍ତି ରଖିଛନ୍ତି ୧୫ ପତ୍ନୀ ।ଏହି ବ୍ୟକ୍ତିଙ୍କର ୧୫ ଜଣ ପତ୍ନୀ ଏବଂ ୧୭୦ ଜଣ ସନ୍ତାନ ଅଛନ୍ତି ।
ଆଉ ଏହି ଘଟଣା ହେଉଛି ପଶ୍ଚିମ କେନିଆ ଅଞ୍ଚଳର । ସେହି ଅଞ୍ଚଳର ଜଣେ ଯୁବକ ୧୫ ଜଣଙ୍କୁ ବିବାହ କରିଛନ୍ତି ଆଉ ତାଙ୍କର ୧୭୦ ସନ୍ତାନ ଅଛନ୍ତି । ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଚାଲିଛି ।ଆଉ ଏହି ବ୍ୟକ୍ତି ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି ତାଙ୍କ ମସ୍ତିଷ୍କ ବହୁତ ସାର୍ପ ଅଟେ । ଆଉ ସେ ଏକାଥରେ ଅନେକ କାମ କରନ୍ତି । ଆଉ ସେ ଏକା ଥରକେ ୨୦ ପତ୍ନୀ ବି ରଖିପାରିବେ ବୋଲି କହିଛନ୍ତି। 
ଆଉ ତାଙ୍କ ପତ୍ନୀମାନେ ମଧ୍ୟ କହିଛନ୍ତି ସେମାନେ ତାଙ୍କ ସ୍ଵାମୀଙ୍କ ସହ ବହୁତ ଖୁସି ଅଛନ୍ତି ।ଆଉ ତାଙ୍କ ସ୍ବାମୀ ମଧ୍ୟ ତାଙ୍କମାନଙ୍କର ଅର୍ଥାତ୍ ତାଙ୍କ ପତ୍ନୀ ଏବଂ ତାଙ୍କ ସନ୍ତାନମାନଙ୍କର ସବୁ ଇଚ୍ଛା ପୂରଣ କରୁଛନ୍ତି ।ଆଉ ସେ ସମସ୍ତଙ୍କୁ ବହୁତ ଖୁସିରେ ରଖିଛନ୍ତି ।ଏହି ପରିବାର ଏକ ହାପି ଫ୍ୟାମିଲି ବୋଲି ସମସ୍ତେ ଜାଣିଛନ୍ତି । ଆଉ ଏହି ବ୍ୟକ୍ତି ଜଣଙ୍କ ସହିତ ତାଙ୍କ ପତ୍ନୀମାନେ ବହୁତ ଭଲରେ ଅଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.