ଜାଣନ୍ତୁ ପାକିସ୍ତାନର ନୂଆ ପ୍ରଧାନ ମନ୍ତ୍ରୀ କିଏ ହେଲେ ? ଦେଖନ୍ତୁ ସମ୍ପୂର୍ଣ ଖବର
Apr 2, 2022, 20:58 IST

ପାକିସ୍ତାନ ର ନୂଆ ପ୍ରଧାମନ୍ତ୍ରୀ ହେବେ ସେହବାଜ୍। ସଂସଦ ରେ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କଲେ ସେହବାଜ। ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ସେହବାଜ୍
ସରିଫ୍ ଙ୍କ ନାଁ ଖୁବ୍ ଶୀଘ୍ର ଘୋଷଣା କରାଯିବ। ଶେହବାଜ୍ ହେଉଛନ୍ତି ପିଏମଏଲ୍ଏନ୍ ନେତା। ସେ ହିଁ ଆଣିଛନ୍ତି ଅବସ୍ଥା।
ପାକିସ୍ତାନ ର ପ୍ରଧାନମନ୍ତ୍ରୀ ପଦ ରୁ ଇମ୍ରାନ ଖାନ ଙ୍କ ହଟିବା ନିଶ୍ଚିତ। ଇମ୍ରାନ୍ ସରକାର ସଂସଦ ରେ ତାଙ୍କ ସଂଖ୍ୟା ଗରିଷ୍ଠତା ହରେଇଛନ୍ତି ତେଣୁ ଯେ କୌଣସି ମୁହର୍ତ୍ତରେ ସେ ପଦରୁ ଇସ୍ତଫା ଦେଇପାରନ୍ତିବୋଲି ସୂଚନା ମିଳିଛି।
ଇମରାନ ଖାନ ଦେଶ କୁ ସମ୍ବୋଧନ କରି ପଦ ରୁ ଇସ୍ତଫା ଦେବେ ବୋଲିକୁହାଯାଉଥିଲା ହେଲେ ପାକିସ୍ତାନ ସେନାଧ୍ୟକ୍ଷ ଜେନରାଲ କମଲ ବାଜ୍ୱାଓ ଆ ଇ ଏସ ଆଇ ମୁଖ୍ୟ ନନ୍ଦିମ୍ ଅଞ୍ଜୁ ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଇମ୍ରାନ ଖାନ ଦେଶ କୁ ସମ୍ବୋଧନ କରିବେନି ବୋଲି ନିଷ୍ପତ୍ତି ନେଇଥିଲେ।
ଏପଟେ ଅନାସ୍ତ ପୂର୍ବରୁ ଇମ୍ରାନ ଘନିଷ୍ଟ ସହଯୋଗୀ
ଏମ୍ କ୍ୟୁ ଏମ୍ ପି ଓ ଇମ୍ରାନ ଙ୍କ ଦଳ ପିଟି ଆଇ କୁ ସମର୍ଥନ କରୁଛି ବୋଲି ବାଲୁଚିସ୍ଥାନ ଆୱାମି ପାର୍ଟି ମଧ୍ଯ ଇମ୍ରାନ ଙ୍କ ହାତ ଛାଡ଼ିଦେଇଚି।
ଫଳେରେ ତାଙ୍କ ଦଳ ର ସଂଖ୍ୟା ଗରିଷ୍ଠତା କମିଯାଇଛି। ବିରୋଧି ଦଳ ନେତା ଶେହବାଜ୍ ଆନସ୍ତ ପ୍ରସ୍ତାବ ଆଗତ କରିଥିଲେ। ବର୍ତ୍ତମାନ ଏହି ଭିଡିଓ ଟି ବହୁ ଜୋରରେ ଭାଇରାଲ ହେଉଛି।