Movie prime

ପେନସନଧାରୀ ଙ୍କ ପାଇଁ ଆସିଲା ବଡ ଖବର ଏବେ ସରକାର ନେଲେ ଏହି ନିଷ୍ପତି ଶୀଘ୍ର ଦେଖନ୍ତୁ କଣ ନେଲେ

 
Special Report
ଆପଣମାନେ ଜାଣିଥିବେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଆମ ଦେଶରେ ଥିବା କୃଷକ ମାନଙ୍କ ପାଇଁ,ଶ୍ରମିକ ମାନଙ୍କ ପାଇଁ ଏବଂ ବରିଷ୍ଠ ନାଗରିକ ମାନଙ୍କ ପାଇଁ ବହୁତ କିଛି ଯୋଜନା ଚାଲୁ କରାଯାଉଛି।ଯେପରି କୃଷକ ମାନଙ୍କ ପାଇଁ କିସାନ ଯୋଜନା,ଶ୍ରମିକ ମାନଙ୍କ ପାଇଁ ଶ୍ରମ ଯୋଗୀ ଯୋଜନା ପେନସନ ସ୍କିଂ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅଟଳ ପେନସନ ଯୋଜନା କରାଯାଉଛି।
କିନ୍ତୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସରକାର ବର୍ତ୍ତମାନ ଏହି ତିନୋଟି ଯୋଜନା ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି।ଯଦି ଆପଣ ମାନେ ଏହି ତିନୋଟି ଯୋଜନା ସ୍କିଂ ରେ ଖାତା ଓପନ କରିଛନ୍ତି ତାହେଲେ ଏହି ବିଷୟରେ ଜାଣିବା ନିହାତି ଉଚିତ।ଯଦି ଆପଣ ମାନେ ଅଟଳ ପେନସନ ଯୋଜନା ରେ ଖାତା ଓପନ କରିଛନ୍ତି ଏବଂ ଆପଣ ମାନେ ଅଟଳ ପେନସନ ଯୋଜନା ରେ ପଇସା ରଖିଛନ୍ତି ତାହେଲେ ବର୍ତ୍ତମାନ ସରକାର ଙ୍କ ତରଫରୁ ଅଟଳ ପେନସନ ଯୋଜନା ରେ କିଛି ପରିବର୍ତ୍ତନରେ କରାଯାଇଛି।
ସରକାର ଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ମାନେ ଇନକମ୍ ଟ୍ୟାକ୍ସ୍ ଦେଉଛନ୍ତି ଏବଂ ସେମାନେ ଅଟଳ ପେନସନ ଯୋଜନା ଓପନ କରିଛନ୍ତି ସେପ୍ଟେମ୍ବର ୩୦ ପରେ ସେମାନଙ୍କ ଖାତାକୁ ବନ୍ଦ କରାଯିବ। ତା ସହିତ ଯେଉଁ ବ୍ୟକ୍ତି ଅକ୍ଟୋବର ୧ ପରେ ଅଟଳ ପେନସନ ଯୋଜନା ଖାତା କରିଛନ୍ତି ଏବଂ ସେମାନେ ଇନକମ୍ ଟ୍ୟାକ୍ସ୍ ଦେଉଛନ୍ତି ତାହେଲେ ସେମାନଙ୍କୁ ଇନକମ୍ ଟ୍ୟାକ୍ସ୍ ଦେବାକୁ ପଡ଼ିବ।
କେନ୍ଦ୍ର ସରକାର ବର୍ତ୍ତମାନ ଅଟଳ ପେନସନ ଯୋଜନା ରେ ଏହି ଦୁଇଟି ପରିବର୍ତ୍ତନ କରିଛନ୍ତି।କିଛି ବ୍ୟକ୍ତି ମାନଙ୍କୁ ଏହା ଠିକ୍ ଲାଗୁଥିଲେ ମଧ୍ୟ ଆଉ କିଛି ବ୍ୟକ୍ତି ମାନେ ଏହି ପରିବର୍ତ୍ତନ କୁ ଠିକ୍ ହୋଇନାହିଁ ବୋଲି କହିଛନ୍ତି।ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।