Movie prime

ଦୀର୍ଘ ୩ ବର୍ଷ ପରେ ଭାରତ ଫେରିଲେ Bollywood Actress Priyanka Chopra ଦେଖନ୍ତୁ ଏହି ଦୃଶ୍ୟ

 
Viral News

ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ଦାମ୍ପତ୍ୟ ଜୀବନକୁ ପତି ନିକ ଓ ଝିଅ ସହ ବେଶ ଉପଭୋଗ କରୁଛନ୍ତି ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ଅଧିକାଂଶ ସମୟ ବିଦେଶରେ ରୁହନ୍ତି।

ହେଲେ ପାଖାପାଖି ୩ ବର୍ଷ ପରେ ସେ ଆଜି ଭାରତ ଫେରିଛନ୍ତି। ଅଭିନେତ୍ରୀ ମୁମ୍ବାଇ ଏୟାର ପୋର୍ଟରେ ପହଞ୍ଚିବା ପରେ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି। 

କେବଳ ଏତିକି ନୁହେଁ, ସେ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଇନଷ୍ଟାରେ ବି ତାଙ୍କର କିଛି ଫଟୋ ସେୟାର କରିଛନ୍ତି। ପରେ ସେ ବଲିଉଡ ବିଷୟରେ ଟିକନିକ ଖବର ଜାଣିବା ପାଇଁ "କରନ ଓ୍ବିଥ୍ କଫି ଶୋ" ଦେଖିଥିଲେ।
ଏନେଇ ପ୍ରିୟଙ୍କା ନିଜ ଇନଷ୍ଟାରେ କିଛି ପୋଷ୍ଟ କରିଛନ୍ତି। ଯାହାକି କରନ ଜୋହରଙ୍କୁ ନେଇ। ପ୍ରିୟଙ୍କା ମୁମ୍ବାଇରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଯେ, ସେ ଏକ କାଜୁଆଲ୍ ଡେନିମ୍ କୋଅର୍ଡ ସେଟ୍ ପିନ୍ଧିଥିଲେ।
ଗୁଜୁରାଟର ମୋର୍ବିରେ ମାଚୁ ନଦୀ ବ୍ରିଜ୍ ଦୁ-ର୍ଘ-ଟ-ଣାରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ନୋଟ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି କି, 'ଅତ୍ୟନ୍ତ ହୃଦୟ ବିଦାରକ ଥିଲା ଗୁଜରାଟରେ ବ୍ରିଜ୍ ଭୁଶୁଡ଼ିବା। ଯାହା ଫଳରେ ଘଟଣା ସ୍ଥଳରେ ୧୩୪ ଜଣଙ୍କ ମୃ-ତ୍ୟୁ ଘଟିଛି। 
ଆଉ ଅନେକ ଲୋକ ମଧ୍ୟ ଆ-ହ-ତ ହୋଇଛନ୍ତି। ଆ-ହ-ତଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରିୟଙ୍କା ଚୋପ୍ରା।
ଏବଂ ମୃ-ତ-କ-ଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରୁସୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ 'ସିଟାଡେଲ୍' ପ୍ରାଇମ୍ ଭିଡିଓରେ ଓଟିଟି ରେ ରିଲିଜ ହେବ । ଆଗାମୀ ସାଇ-ଫାଇ ଡ୍ରାମା ଧାରାବାହିକକୁ ପ୍ୟାଟ୍ରିକ୍ ମୋର୍ଗାନ୍ ଏବଂ ପ୍ରିୟଙ୍କାଙ୍କ ସହ ରିଚାର୍ଡ ମ୍ୟାଡେନ୍ ନିର୍ଦ୍ଦେଶନା ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.