ରାବଣ କହିଯାଇଛି ଧନ ପ୍ରାପ୍ତି ହେବାପାଇଁ ଏମିତି ଏକ ମନ୍ତ୍ର ଯାହାକୁ ବୋଲିଲା ପରେ ଭିକାରୀ ମଧ୍ୟ ହୋଇଯିବ କୋଟିପତି ଜାଣନ୍ତୁ ମନ୍ତ୍ର ଟି କଣ
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଯେ ରାବଣ ଭଗବାନ ଶଙ୍କର ଙ୍କ ପରମ ଭକ୍ତ ଥିଲା ତାଙ୍କରି ଆରାଧନା କରି ରାବଣ ୯ ଟି ଗ୍ରହ ମାନଙ୍କୁ ନିଜ ଆୟତ୍ତ ରେ ରଖି ଥିଲା । ସ୍ଵର୍ଣ୍ଣ ର ଲଙ୍କା ନିର୍ମାଣ କରି ଥିଲା କୁହା ଯାଏ ଯେ ସେ ନିଜ କାଳ କୁ ମଧ୍ୟ କୂଅ ରେ ଲଟକେଇ ଦେଈ ଥିଲା।
ତାକୁ ତନ୍ତ୍ର ର ସବୁଠୁ ପ୍ରଥମ ବୈଜ୍ଞାନିକ ବୋଲି କୁହାଯାଏ। ସେ ବାୟୁ ବିମାନ ର ଆବିଷ୍କାର ମଧ୍ୟ କରି ଥିଲା। ରାବଣ କୁ ତନ୍ତ୍ର ବିଜ୍ଞାନୀ କୁହା ଯାଏ ସେ ତନ୍ତ୍ର ସାଧନା ବଳରେ ଯାହା ଇଚ୍ଛା ତାହା କରି ପାରୁ ଥିଲା।
ସ୍ ମାୟା ଉପରେ ବିଜୟ ପ୍ରାପ୍ତ କରି ଥିଲେ ଏହି କାରଣ ଥିଲା ସେ ସବୁ ବେଳେ ହସିବାର। ତାର ଦଶ ମୁଣ୍ଡ ଥିବାରୁ ସେ ସାମ୍ନା ରେ ଥିବା ବ୍ୟକ୍ତିର ଦଶ ଦିଗ କୁ ବ୍ଲକ କରି ଦେଉ ଥିଲା।
ତେବେ ବନ୍ଧୁଗଣ ଯଦି ଆପଣ ମାନେ ନିଜ ଜୀବନ ରେ ଥିବା ଧନ ର ରାସ୍ତା କୁ ଖୋଲି ବାକୁ ଚାହାନ୍ତି ତେବେ ଆପଣ ଙ୍କୁ ଦୁଇ ଟି ଅଲଗା କ୍ରିୟା କରିବାକୁ ପଡ଼ିବ ତେବେ ମନ କାମନା ପୁର୍ତି ପାଇଁ ଆପଣ ଖୋଲା ନ ହେଇ ଥିବା ପ୍ୟାକେଟ ଚାଉଳ ରୁ ନିଜ ମୁଠି ରେ ଧରି ବ୍ରହ୍ମ ମୁହୂର୍ତ୍ତ ରେ ଶିବ ଲିଙ୍ଗ ଉପରେ ଅର୍ପଣ ଚାଳିଶି ଦିନ ପର୍ଯ୍ୟନ୍ତ କରିବାକୁ ପଡ଼ିବ।
ନିଜ ହାତ ପାପୁଲି କୁ ଯୋଡ଼ି ଯେବେ ବି ଭଗବାନ ଶିବ ଙ୍କ ଲିଙ୍ଗ ଉପରେ ଅର୍ପଣ କରାଯାଏ ତେବେ କିଛି ସମୟ ପର୍ଯ୍ୟନ୍ତ ହାତ କୁ ଲିଙ୍ଗ ଉପରେ ରଖି ଓ ନମଃ ଶିବାୟ ଓ ଝିଅ ମାନଙ୍କୁ ଓମ ଶିବାୟ ମନ୍ତ୍ର ଉଚ୍ଚାରଣ କରିବା ଉଚିତ କାରଣ ଆମ ହାତ ରେ ହିଁ ସାତ ଟି ଚକ୍ର ଥାଏ ଆପଣ ଙ୍କ ଚାରି ପଟ ରେ ଯେଉଁ ନକାରାତ୍ମକ ଶକ୍ତିକୁ ଶିବ ଲିଙ୍ଗ ଶୋଷି ନିଏ ଏବଂ ଆପଣଙ୍କୁ ଶିବ କୃପା ପ୍ରାପ୍ୟ ହୁଏ।