Movie prime

ଭୟଙ୍କର ଦୁର୍ଘଟଣା ହେବା ଆଗରୁ ଅଳ୍ପକେ ବର୍ତିଲେ ଦେଖନ୍ତୁ ଏହି ଭୟଙ୍କର ଭିଡିଓ କଣ ହେଲା ଘଟଣା

 
thtfg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ବହୁତ ପ୍ରକାରର ନ୍ୟୁଜ ଦେଖୁଥିବେ । ଆଉ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଯଥା କମେଡି ଭିଡିଓ, ରୋଷେଇ ଭିଡିଓ ଏବଂ ନେତାମାନଙ୍କର ବୈଠକ ଭିଡିଓ ଏବଂ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଭିଡିଓ ବହୁ ପରିମାଣରେ ଭାଇରାଲ ହେଉଛି । ଆଉ ଏବେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଲୋକଟିର ସାହାସକୁ ଧନ୍ୟବାଦ୍ ମଧ୍ୟ ଦେବେ । ଆଉ ଏହି ଭିଡିଓ ଦେଖିଲା ପରେ ଆପଣଙ୍କ ମନରେ ଏକ ସାହସ ସୃଷ୍ଟି ହେବ। 


ଏହି ଭିଡିଓ ଦେଖିଲେ ଆପଣମାନେ ଜାଣିପାରିବେ କି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି । ଯେଉଁମାନେ ଏତେ ସାହସୀ ଆଉ ବଳବାନ୍ ହୋଇଥାନ୍ତି । ଆଉ ଠିକ୍ ସମୟରେ ନିଜର ବୁଦ୍ଧି ଲଗାଇଥାନ୍ତି । ଏହି ଭିଡିଓରେ ଆପଣମାନେ ଦେଖିବାକୁ ପାଇବେ ଯେ ଗୋଟିଏ ଲୋକ ରେଲୱେ ଷ୍ଟେସନରେ ରାସ୍ତା ପାରି ହେଉଥିଲା ଆଉ ସେ ରେଲୱେ ରାସ୍ତା ଦେଇ ପାରି ହେବାକୁ ଯାଉଥିଲା । ଆଉ ସେହି ସମୟରେ ଏକ ଟ୍ରେନ ଦ୍ରୁତ ଗତିରେ ଆସୁଥିଲା । ଆଉ ତାପରେ ଯାହା ଘଟିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ସେହି ସାହସୀ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ପୋଲିସ ବାବୁ । 


ପୋଲିସ ବାବୁ ଜଣକ ରେଲୱେ ରାସ୍ତା ଦେଇ ଏପଟରୁ ସେପଟକୁ ଯାଉଥିବା ଲୋକଟିକୁ ଦେଖିଲା । ଆଉ ଯେତେବେଳେ ଲୋକଟି ରାସ୍ତା ପାରି ହେଉଥିଲା ସେତେବେଳେ ଏକ ଟ୍ରେନ ଦ୍ରୁତ ଗତିରେ ଆସୁଥିବାର ପୋଲିସ ବାବୁ ଜଣକ ଦେଖିଛନ୍ତି । ଆଉ ସଙ୍ଗେ ସଙ୍ଗେ ଉଚିତ୍ ବୁଦ୍ଧି ଲଗାଇ ବା ଉପଯୋଗ କରି ସେହି ରାସ୍ତା ପାର ହୋଇ ଯିବାକୁ ଚାହୁଁଥିବା ଲୋକଟିକୁ ଟ୍ରେନ ଆସୁଥିବାର ଦେଖି ସାଙ୍ଗେ ସଙ୍ଗେ ତାକୁ ଟ୍ରେନ ଲାଇନ ପାଖରୁ ଟାଣି ଆଣିଲା । ଆଉ ଯାହାଫଳରେ ଏହି ଲୋକଟିର ଜୀବନ ବଞ୍ଚିଗଲା । 


ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ପୋଲିସ ବାବୁ ନଥିଲେ ଏହି ବ୍ୟକ୍ତି ଜଣଙ୍କର କଣ ଯେ ହୋଇଥାନ୍ତା । ପୋଲିସ ବାବୁଙ୍କ ପାଇଁ ବ୍ୟକ୍ତି ଜଣକ ଅଳ୍ପକେ ବଂଚିଗଲେ । ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଦୟାକରି ଏହି ବ୍ୟକ୍ତି ଜଣକ କରିଥିବା ଭୁଲ ପରି ଆପଣ ଏମିତିକା ଭୁଲ ଜମା ବି କରନ୍ତୁ ନାହିଁ । ଆଉ ଏହି ଭିଡିଓ ଦେଖିବା ପରେ ସମସ୍ତେ ଏହି ପୋଲିସ ବାବୁଙ୍କର ସାହସକୁ ଆଉ ତାଙ୍କର ସାହସିକତାକୁ ୱାହା ୱାହା କରୁଛନ୍ତି ।