Movie prime

ମୋଦୀ ଙ୍କ ଏହି କଥା ମାନିଲେ ରାହୁଲ ଗାନ୍ଧୀ ଜାଣନ୍ତୁ ମୋଦୀ ଙ୍କ କେଉଁ କଥାକୁ ସମ୍ମାନ ଜଣାଇଲେ ରାହୁଲ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ସୋସିଆଲ ମିଡ଼ିଆ ଯୋଗୁଁ ଲୋକମାନେ ବହୁତ କିଛି ଘଟଣା ଆଉ ଖବର ବିଷୟରେ ଜାଣିବାକୁ ପାଉଛନ୍ତି । ଆଉ ଏବେ ସୋସିଆଲ ମିଡିଆରେ ଦେଶ, ବିଦେଶ ଆଉ ରାଜନୀତି ଏବଂ ଅନେକ ପ୍ରକାରର ଖବର ବିଷୟରେ ଆପଣ ସୂଚନା ପାଉଥିବେ । 
ଆଉ ଏବେ ଯେଉଁ ଖବର ସବୁଆଡ଼େ ଚାଲିଛି ସେହି ବିଷୟରେ ଆପଣମାନେ ତ ଜାଣିଥିବେ । ଆଉ ଆପଣ ରାଜନୀତି ବିଷୟରେ ବି ଅନେକ ପ୍ରକାରର ଘଟଣା ବା ଖବର ବିଷୟରେ ଜାଣୁଥିବେ । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଅନୁରୋଧ କହିଛନ୍ତି କି ଅଗଷ୍ଟ ମାସ ୨ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହ୍ୱାଟସଅପ ଆଉ ଫେସବୁକ୍ ଏବଂ ସମସ୍ତ ସୋସିଆଲ ମିଡ଼ିଆରେ ଦେଇଥିବା ଡିପିକୁ ବଦଳାଇ ତ୍ରିରଙ୍ଗା ରଖିବାକୁ କହିଥିଲେ । 
ଆଉ ଏହି ଅନୁରୋଧ ରକ୍ଷା କରି ସମସ୍ତ ନେତା ମନ୍ତ୍ରୀ ସି ସାଧାରଣ ଲୋକମାନେ ନିଜ ଡିପିକୁ ବଦଳାଇ ତ୍ରିରଙ୍ଗା ନିଜ ଡିପିରେ ରଖିଛନ୍ତି । ଆଉ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ନରେନ୍ଦ୍ର ମୋଦୀଙ୍କ କଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନିଲେ । ଟୁଇଟରରେ ଆଉ ଫେସବୁକରେ ନିଜ ଡିପି ବାଦଳାଇଲେ ରାହୁଲ ଗାନ୍ଧୀ । ଆଉ ଏହାସହ ଆଉ ଏକ ଖବର ବି ଆସିଛି। ଆଉ ରାହୁଲଙ୍କ ଭଳି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜର ଡ଼ିପି ବଦଳାଇଲେ । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ଏହିକଥା କହିଥିଲେ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ ରକ୍ଷା କରି ଅନେକ ଦେଶବାସୀ ନିଜର ଡିପି ବଦଳାଇ ତ୍ରିରଙ୍ଗା ରଖିଛନ୍ତି । ଏମିତିକି ପ୍ରତି କଥାରେ ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରୁଛନ୍ତି । ଆଉ ଏହାପରେ ବି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ ରକ୍ଷା କରି ନିଜର ଫେସବୁକ୍ ଡିପି ଆଉ ଟୁଇଟରରେ ଡିପି ବଦଳାଇ ତ୍ରିରଙ୍ଗା ରଖିଛନ୍ତି । ଏବେ ଏହି ଖବର ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।