Movie prime

ବାହାଘର ମାସେ ହୋଇନି ରାକ୍ଷୀ ହୋଇଗଲେ ଗର୍ଭବତୀ

 
Special report
ଆପଣମାନେ ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱାନ୍ତ୍ ବେଶ୍ ଭଲ ଭାବରେ ଜାଣିଥିବେ।ସେ ଲୋକ ମାନଙ୍କୁ ତାଙ୍କର ମଜାଳିଆ କଥାରେ ଆଉ ଅଭିନୟ ରେ ହସାଇଥାନ୍ତି।
ବର୍ତ୍ତମାନ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଜାଣିଥିବେ ଯେ ଅଭିନେତ୍ରୀ ରାକ୍ଷୀ ସାୱାନ୍ତ୍ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
ଡ୍ରାମା କୁଇନ ରାକ୍ଷୀ ସାୱାନ୍ତ୍ ଗ-ର୍ଭ-ବ-ତୀ ଅଛନ୍ତି ବୋଲି ଚର୍ଚ୍ଚାର ବିଷୟ ପାଲଟିଛି।ନିକଟରେ ଅଭିନେତ୍ରୀ ରାକ୍ଷୀ ସାୱାନ୍ତ୍ ଓ ଆଦିଲ ଖାନ୍ ଙ୍କ ମଧ୍ୟରେ ବିବାହ ହୋଇଥିବା ବେଳେ ଏପରି ଏକ ଖବର ସାମ୍ନାକୁ ଆସିଛି।
ଯାହାକୁ ନେଇ ଦର୍ଶକ ଙ୍କୁ ଏକ ପ୍ରକାର ସରପ୍ରାଇଜ ମିଳି ଯାଇଛି।ଅନ୍ୟ ପଟେ ଆଦିଲ ଖାନ୍ ଅଭିନେତ୍ରୀ ରାକ୍ଷୀ ସାୱାନ୍ତ୍ ଙ୍କ ସହିତ ବିବାହର ସତ୍ୟତା କହିବା ପାଇଁ ୧୦ ରୁ ୧୨ ଦିନର ସମୟ ମାଗିଛନ୍ତି।ତେବେ ଏହା ପୂର୍ବରୁ ଅଭିନେତ୍ରୀ ଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।
ରାକ୍ଷୀ ସାୱାନ୍ତ୍ ଗ-ର୍ଭ-ବ-ତୀ ଅଛନ୍ତି ବୋଲି କିଛି କହିବାକୁ ମନା କରି ଦେଇଛନ୍ତି।ତାଙ୍କୁ ଯେତେବେଳେ ପଚରା ଯାଇଥିଲା କି ସେ କଣ ଆଦିଲ ଖାନ୍ ଙ୍କ ପିଲାର ମା ହେବାକୁ ଯାଉଛନ୍ତି ଏହାର ଉତ୍ତରରେ ରାକ୍ଷୀ ସାୱାନ୍ତ୍ ନୋ କମେ ନ୍ଟ କହି ପ୍ରଶ୍ନ କୁ ଏଡାଇ ଦେଇଥିଲେ।
ଯାହାକୁ ନେଇ ପ୍ରଶଂସକ ମାନେ ବର୍ତ୍ତମାନ ସସ୍ପେନ୍ଶ୍ ଅଛନ୍ତି।ଯଦି ଏମିତି କିଛି କଥା ନାହିଁ ତାହେଲେ ରାକ୍ଷୀ ସାୱାନ୍ତ୍ କଣ ପାଇଁ ସ୍ପଷ୍ଟ ଭାବରେ ମନା କଲେ ନାହିଁ ବୋଲି ପ୍ରଶଂସକ ମାନେ ପ୍ରଶ୍ନ ପଚାରି ଚାଲିଛନ୍ତି।
ତେବେ ରାକ୍ଷୀ ସାୱାନ୍ତ୍ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଏବଂ ଏଥର ଆଦିଲ ଖାନ୍ ଙ୍କୁ ନିଜର ଜୀବନସାଥି କରିଛନ୍ତି।ଉଭୟଙ୍କ ର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ରେ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଛି।
ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଦେଖି ବହୁତ ଖୁସି ମଧ୍ୟ ହେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.