Movie prime

ଲୋକଙ୍କ ଧମକ ପରେ ଉର୍ଫିଙ୍କୁ ପଡୁନି ଫରକ୍ ଦେଖନ୍ତୁ କେମିତି ଡ୍ରେସ ରେ ଆସୁଛନ୍ତି ସାମ୍ନାକୁ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ଉର୍ଭି ଯାବେଦକୁ ବେଶ୍ ଭଲ ଭାବରେ ଜାଣିଥିବେ। ସୋସିଆଲ ମିଡ଼ିଆର ସେଲ୍ଫସେସନ୍ ଉର୍ଭି ଯାବେଦ ସବୁବେଳେ କେତେବେଳେ ପୋଷାକ ତ କେତେବେଳେ ଅଜବ ଅଜବ ଫ୍ୟାସନକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏଥିପାଇଁ ଉର୍ଭି ଯାବେଦଙ୍କୁ ଅନେକ ସମୟରେ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥାଏ। 
ଏବେ ସେଭଳି କିଛି ଘଟଣା ଦେଖିବାକୁ ମିଳିଛି। ବିଗବୋସ୍ ଥେମ୍ ହିନ୍ଦୁସ୍ତାନୀ ଭାଉ ଉର୍ଭି ଯାବେଦଙ୍କ ପୋଷାକ ଲାଗି ଧମକ ଦେଇଛନ୍ତି। ବିଗବୋସ୍ ଥେମ୍ ହିନ୍ଦୁସ୍ତାନୀ ଏକ ଭିଡିଓ ବନେଇ ଉର୍ଭିଙ୍କୁ ଧମକ ଦେଇଥିଲେ। ଯଦି ଉର୍ଭି ଅ-ଶ୍ଳୀ-ଳ ପୋଷାକ ପିନ୍ଧିବା ବନ୍ଧ ନକରନ୍ତି ତେବେ ତାଙ୍କୁ ବିଗବୋସ୍ ଥେମ୍ ହିନ୍ଦୁସ୍ତାନୀ ଭାଉ ଠିକ୍ କରିଦେବେ ବୋଲି କହିଥିଲେ। 
ଏହି ଭିଡିଓଟି ଉର୍ଭି ନିଜ ଇନଷ୍ଟାଗ୍ରାମ ସେୟାର କରିବା ସହ ସେ ବିଗବୋସ୍ ଥେମ୍ ହିନ୍ଦୁସ୍ତାନୀ ଭାଉ ଡରନ୍ତି ନାହିଁ ବୋଲି କହିଛନ୍ତି। ଏପରିକି ଉର୍ଭି ବିଗବୋସ୍ ଥେମ୍ ହିନ୍ଦୁସ୍ତାନୀ ଭାଉଙ୍କୁ ଦୋମୁହା ମଣିଷ ବୋଲି କହିବାକୁ ମଧ୍ୟ ପଛେଇ ନାହାଁନ୍ତି। ପ୍ରଥମେ ହିନ୍ଦୁସ୍ତାନୀ ଭାଉ ଉର୍ଭିଙ୍କୁ ସହାୟତା କରିବେ ବୋଲି ଚାହୁଁଥିଲେ। 
କିନ୍ତୁ ଉର୍ଭି ଏହାକୁ ମନା କରିବା ପରେ ସେ ଅଭିନେତ୍ରୀଙ୍କ ପଛରେ ପଡ଼ିଯାଇଥିଲେ ବୋଲି ଉର୍ଭୀ କହିଛନ୍ତି। ହେଲେ ଉର୍ଭୀଙ୍କ ମନ ଯାହା ହେବ ସେ ତାହା କରିବେ ଏବଂ ତାହା ପିନ୍ଧିବେ ବୋଲି କହିଛନ୍ତି। ଲୋକଙ୍କ ଧମକରେ ତାଙ୍କର କୌଣସି ଫରକ ପଡେ ନାହିଁ ବୋଲି ଉର୍ଭୀ କହିଛନ୍ତି।