Movie prime

ଅରବ ପତିମାନେ ନିଜ ସୌଖ ପୁରଣ ପାଇଁ କରନ୍ତି ଏମିତି କାର୍ଯ୍ୟ ଆପଣ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ ଦେଖନ୍ତୁ ଏହି Visual

 
Viral
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନଙ୍କ ନିଶ୍ଚୟ କିଛି ନା କିଛି ସଉକ ଥିବ ଏବଂ ତାକୁ ଆପଣମାନେ ପୂରା ମଧ୍ୟ କରିଥାଆନ୍ତି। ନିଜ ସଉକ ଅବା କିଏ ପୁରା ନକରେ । ଆଜି କାଲି ନିଜ ସଉକ ଲୋକ ମାନେ ଏତେ ଅର୍ଥ ବ୍ୟୟ କରୁଛନ୍ତି କି ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଆଜି ଆମେ ଆପଣଙ୍କୁ ସେଭଳି କିଛି ଧନୀ ବ୍ୟକ୍ତି ଙ୍କ ନାମ କହିବାକୁ ଯାଉଛୁ ଯେ ନିଜ ସଉକ ପୂରା କରିବା ପାଇଁ ବେଅନେକ ଅର୍ଥ ବ୍ୟୟ କରିଛନ୍ତି।
ବିଶ୍ବର ସବୁ ଠାରୁ ଧନୀରେ ଦ୍ଵିତୀୟ ସ୍ଥାନରେ ଥିବା ବ୍ୟକ୍ତି ବିଲ୍ ଗେଟସ୍ ୧୯୯୪ ମସିହା ରେ ଲିଓ ନାଡୋ ଦମିଞ୍ଚ ଙ୍କ ଦ୍ଵାରା ଲେଖା ଯାଇଥିବା ଏକ ପୁସ୍ତକ କୁ କିଣିବା ପାଇଁ ୨୦୦ କୋଟିରୁ ବି ଅଧିକା ଟଙ୍କା ଦାନ କରିଥିଲେ। ଯାହାକି ଦୁନିଆର ସବୁଠାରୁ ଦାମିକା ପୁସ୍ତକ ଯାହା ନିଲାମ କରାଯାଇଥିଲା। ଯାହା ମଧ୍ୟରେ ଦାମିଞ୍ଚ ଙ୍କ ଦ୍ଵାରା କରାଯାଇଥିବା ଇନ୍ନୋଭେସନ ଓ ଡିସ୍କଭରୀ ସମ୍ୱନ୍ଧ ରେ ଲେଖା ଯାଇଥିଲା।
ସୁଲତାନ ହସ୍ନାଲ ଙ୍କ ର ମଧ୍ଯ ବହୁତ ସଉକ ଥିଲା ସେଥିପାଇଁ ତ ସେ ନିଜର ଚୁଟି କଟିବା ପାଇଁ ଏକ ବାର୍ବର ତଥା ବାରିକ କୁ ୧୪ ଲକ୍ଷ ଟଙ୍କା ଦେଇଥିଲେ। ଏହା ଛଡ଼ା ଏହି ସୁଲତାନ ଜଣକ ଙ୍କ ନିକଟରେ ଷ୍ଟାର ଅଫ ଇଣ୍ଡିଆ ନାମକ ଏକ କାର ମଧ୍ଯ ଅଛି ଯାହାର ଦାମ୍ ୧୦୫ କୋଟି ଟଙ୍କା। ଆମେରିକାରେ ରହୁଥିବା ଏକ ସ୍ତ୍ରୀ ଲୋକ ମଧ୍ଯ ଯାହାଙ୍କ ନାମ ଯୋସ୍ଲିନ ଯିଏକି ପୂର୍ବରୁ ଅଲଗା ଦେଖାଯାଉଥିଲେ ହେଲେ ବିଲେଇ ଭଳି ଦେଖା ଯିବା ପାଇଁ ସେ ପ୍ଲାଷ୍ଟିକ ସରଜରୀ କରେଇଥିଲେ ଓ ଏବେ ପର୍ଯ୍ୟନ୍ତ ସେ ୩୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଲାଣି। ତାଙ୍କୁ କ୍ୟାଟ ଓମ୍ୟାନ ମଧ୍ୟ କୁହାଯାଏ।
ମୁକେଶ ଅମ୍ବାନୀ ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ଯିଏକି ବିଶ୍ଵର ସପ୍ତମ ଓ ଭାରତର ପ୍ରଥମ ସ୍ଥାନରେ ଥିବା ଧନୀ ବ୍ୟକ୍ତି ଯିଏକି ମୁମ୍ୱାଇ ରେ ୨୭ ମଞ୍ଜିଲ ର ଏକ ଘର ବନେଇଛନ୍ତି ଏଥି ପାଇଁ ତାଙ୍କର ୨ ବିଲିଅନ ଠାରୁ ବି ଅଧିକା ଟଙ୍କା ଖର୍ଚ୍ଚ ହୋଇ ଯାଇଛି। ଏହାର ଦେଖା ଶୁଣା କରିବା ପାଇଁ ୬୦୦ ରୁ ଅଧିକା ଚାକର ଅଛନ୍ତି। ସୌଦିଆରବ ର ପ୍ରିନ୍ସ ଆଲ ୱାଲିଦ୍ଦ୍ବିନ ତାଲାଲ ୩୬୦ କୋଟି ଖର୍ଚ୍ଚ କାରି ନିଜ ପାଇଁ ଏକ ଡାଇମଣ୍ଡ କାର ତିଆରି କରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.