Movie prime

ମୁଁ ତା ସହ ସେ-କ୍ସ କରିଲିନି ବୋଲି ମିଛ ରେ ମତେ ଏ-ଡ୍ସ ରୋଗୀ କହି ସବୁ ଆଡେ ପୋଷ୍ଟର ବାଣ୍ଟୁଛି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଘଟଣା ବିଷୟରେ ଶୁଣୁଥିବେ ବା ଜାଣୁଥିବେ। ଆଉ ଗୋଟିଏ ଗୋଟିଏ ଘଟଣା ଏତେ ମା-ରା-ତ୍ମ-କ ଆଉ କିଛି ଘଟଣା ଲ-ଜ୍ୟା-ସ୍ପ-ଦ।
ଏବଂ ଆଉ କିଛି ଘଟଣା ଆଶ୍ଚର୍ଯ୍ୟଜନକ ହୋଇଥାଏ। କିନ୍ତୁ ସମାଜରେ ଏମିତି କିଛି ଘଟଣା ଘଟୁଛି ଯାହା ଭୁଲ ଅଟେ କିନ୍ତୁ ଏହା କୌଣସି ଉଦ୍ଦେଶ୍ୟ ଦ୍ଵାରା କରାଯାଇଥିବ।
ତେବେ ବନ୍ଧୁଗଣ ଘଟଣାଟି ହେଉଛି ମହିଳାଙ୍କ ସହ ସେ-କ୍ସ ନକରିବାରୁ ଏ-ଡ-ସ୍ ଲେଖି ଫୋଟ ପୋଷ୍ଟ କଲେ ଯୁବକ। 
ଯୁବକ ଜଣକ ମହିଳାଙ୍କୁ କହୁଥିଲେ ମୋ ସହ ଶା-ରୀ-ରି-କ ସଂପର୍କ ରଖେ ନହେଲେ ଫୋଟ ଭାଇରାଲ କରିଦେବି, ଏମିତି ଭାଇରାଲ କରିବି ଯେ ମୁଣ୍ଡ ଟେକି ଚଳିପାରିବୁନି।
କିନ୍ତୁ ଯୁବକଙ୍କ ଧମକକୁ ନଡରି ମହିଳା ଜଣକ ଶା-ରୀ-ରି-କ ସଂପର୍କ ରଖିବାକୁ ମନା କରିଥିଲେ। ଯାହାପରେ ମହିଳାଙ୍କ ଫଟୋରେ ଏଚ ଆଇଭି ଏ-ଡ-ସ୍ ଲେଖି ଉକ୍ତ ମହିଳାଙ୍କ
ଫୋଟକୁ ଭାଇରାଲ କରିଦେଲେ ଯୁବକ ଜଣକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ। ସାତ ବର୍ଷ ପୂର୍ବରୁ ମହିଳା ଜଣକ ପୁରୀରେ ରହୁଥିଲେ। 
ପୁରୀରେ ରହିବା ସମୟରେ ସେଠାରେ ଏକ ଜିମକୁ ବ୍ୟାମ କରିବାକୁ ଯାଉଥିଲେ। ଜିମରେ ମହିଳା ଜଣକ ପୋଷାକ ବଦଳାଇବା ବେଳେ ଉକ୍ତ ମହିଳାଙ୍କର ଅଭିଯୁକ୍ତ ଜଣକ ଫଟୋ ଉଠାଇ ନେଇଥିଲେ। ତେବେ ଅଭିଯୁକ୍ତ ଜଣକ ନାମ ହେଉଛି ଭାଗି ମହାପାତ୍ର।
ତେବେ ହ-ତ୍ୟା ମାମଲାରେ ଗିରଫ ହୋଇ ଜେଲକୁ ଯାଇଥିଲା ଭାଗି। ଏହାପରେ ଜେଲରୁ ଆସି ଅଭିଯୋଗକାରୀ ମହିଳାଙ୍କୁ ଫୋନ କରି ଶା-ରୀ-ରି-କ ସଂପର୍କ ରଖିବାକୁ ବାଧ୍ୟ କରିଥିଲା। ହେଲେ ମହିଳା ଜଣକ ଶା-ରୀ-ରି-କ ସଂପର୍କ ରଖିବାକୁ ମନା କରିଦେଇଥିଲେ। 
ଯାହାପରେ ମହିଳାଙ୍କ ଫୋଟରେ ଏଡ଼ସ ଲେଖି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ ଅଭିଯୁକ୍ତ ଯୁବକ। ଏହାପରେ ମହିଳାଙ୍କ ପାଖକୁ ଅଧିକ ଫୋନ କଲ ଆସିବା ସହିତ ସେ ରାସ୍ତାରେ ମୁଣ୍ଡ ଟେକି ଚାଲି ପାରୁନାହାନ୍ତି।
ଯିଏ ଦେଖୁଛି ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଛନ୍ତି। ଯୋଉଥି ପାଇଁ ମହିଳାଙ୍କ ଜୀବନ ଯ-ନ୍ତ୍ର-ଣା ଦାୟକ ହେଇଯାଇଛି। ଏନେଇ ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସାଇବର ଥାନା ତାଙ୍କୁ ଫେରାଇ ଦେଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.