Movie prime

Ukraine ସୀମାରେ ରିଜର୍ଭ ଫୋର୍ସ ଆଗକୁ ଘଟଣା ନେବ କେଉଁ ସ୍ଥିତି ଚିନ୍ତାରେ ସମସ୍ତେ

 
tyrty

ନମସ୍କାର ପାଠକ ବନ୍ଧୁ ଗଣ। ଋଷ ମିସାଇଲ୍ ରେ ଛାରକାର ହେଉଛି ଡେନେସ୍କୋ । ରାଶି ମହଲା ସହର ରେ ଭୁସିଡି ପଡ଼ିଛି ପାଞ୍ଚ ମହଲା ବିଲଡିଂ 
ଧ୍ବଂସ ବେଶସ୍ ତଳେ ଚାପି ହୋଇ ରହିଛି ଅନେକ ନିରୀହ ପ୍ରାଣ ୧୫ ରୁ ଅଧିକ ମୃ-ତ ଦେହ ଉଦ୍ଧାର ହେଲାଣି ।

ପାଞ୍ଚ ଜଣ ଙ୍କୁ ଜୀବନ୍ତ ଉଦ୍ଧାର କରା ଯାଇଛି। ଆହୁରି ତିରିଶି ରୁ ଅଧିକ ଲୋକ ବିଲଡିଂ ର ଧ୍ୱଂସା ବସେଶ ତଳେ ଚାପହୋଇ ହୋଇ ରହି ଯାଇ ଛନ୍ତି ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି
ଏହି ବିଲଡିଂ ଉପରେ ଖସି ପଡ଼ି ଥିଲା ଋଷ ସେନା ର ମିଶାଇଏଲ୍ । ଡେନେସ୍କୋ ଉପରେ ଆକ୍ରମଣ ତୀବ୍ର କରୁଛି ଋଷ ସେନା।

ୟୁକ୍ରେନ ଠାରୁ ଡେନବାସ୍କ କୁ ଛଡେଇ ଦେବାକୁ ଋଷ ସେନା ଯୋଜନା ବଧ ଭାଡେନବେ ଆଗକୁ ବଢ଼ିଛି। ଆହୁରି ମଧ୍ୟ ଡେନୋବାସ୍କ  ବାଦ ଉପରେ ଓ ଆହୁରି ଅନେକ ଅଞ୍ଚଳ ଉପରେ ମସ୍କୋ ର ଆଖି । ଖାର୍କିବ ଉପରେ ମଧ୍ୟ ମସ୍କୋ ର ଆଖି। ଏଥି ପାଇଁ ଆହୁରି ସୈନ୍ୟ ସାମନ୍ତ ଠୁଳ କରୁଛି ଋଷ । ୟୁକ୍ରେନ ପାଖରେ ରିସର୍ଭ ଫୋର୍ସ ଠୁଳ କରୁଛି ଋଷିଆ।

ଆଗକୁ ୟୁକ୍ରେନ ଉପରେ ବଡ଼  ହମଲା ଆଶଙ୍କା ରହିଛି। ନୂଆ ମୋଡ଼ ଏମ ସି ଆର ଏଲ ବି ମଧ୍ୟ ସାମିଲ ହୋଇଛି। ମେସିନଗନ ଓ ଆଟ୍ରିମଲ୍ ପରିବହନ ପାଇଁ ୧୯୫୦ ମସିହା ରୁ ଏହା ଡିଜାଇନ କରିଛି ଋଷ । ଅନ୍ୟ ପଟେ ପ୍ରତି ଆକ୍ରମଣ କୁ ଜୋରଦାର କାରିଚି ୟୁକ୍ରେନ ।୨୪ ଘଣ୍ଟା ଭିତରେ ୫୮ ଋଷ ସେନା ନିହିତ ହୋଇ ଛନ୍ତି।