Movie prime

ଯୁଦ୍ଧ ପରିସ୍ଥିତି ଭୟଙ୍କର ସାଙ୍ଘାତିକ ସ୍ଥିତି ଏଥର ଆଗକୁ କଣ ହେବ ନେଇ ଚିନ୍ତାରେ ଦେଶବାସୀ Russia Ukraine

 
Russia Ukraine

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ନ୍ୟୁଜ ବିଷୟରେ ସୂଚନା ପାଉଥିବେ । ଆଉ ୟୁକ୍ରେନ ଏବଂ ଋଷ ମଧ୍ୟରେ ହେଉଥିବା ଯୁଦ୍ଧ କଥା ତ ଆପଣମାନେ ସମସ୍ତେ ଶୁଣିଥିବେ ।

ଆଉ ଏହି ଯୁଦ୍ଧ ବିଷୟରେ ଆପଣମାନେ ଅନେକ ପ୍ରକାରର ନ୍ୟୁଜ୍ ଦେଖିଥିବେ । ଆଜି ପର୍ଯ୍ୟନ୍ତ ଏହି ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଆଉ ଏହି ଯୁଦ୍ଧରେ ସାରା ବିଶ୍ଵ ବହୁତ କ୍ଷତି ଗ୍ରସ୍ତ ହୋଇଛି । ଆଉ ଆମ ଦେଶ ଭାରତ ଏଥିପାଇଁ ବହୁତ କ୍ଷତି ସହିଛି । 

ଆଉ ଏବେ ୟୁକ୍ରେନ ଋଷ ଉପରେ ପ୍ରଚୁର ପରିମାଣରେ ଆକ୍ରମଣ କରୁଛି । ଆଉ ତାର ସବୁକିଛି ଧ୍ଵଂସ କରୁଛି । ୨୪ ଘଣ୍ଟାରେ ଋଷର ୫ଟି ଅସ୍ତ୍ରାଗାର ନଷ୍ଟ କରିଦେଇଛି ୟୁକ୍ରେନ । ଦକ୍ଷିଣ ୟୁକ୍ରେନରେ ଋଷ ଉପରେ ପ୍ରଚୁର ଆକ୍ରମଣ ।
ୟୁକ୍ରେନ ସେନା ଋଷର ଗୋଟିଏ ସାମରିକ ଘାଟି ଏବଂ ୫ଟି ଅସ୍ତ୍ରାଗାର ନଷ୍ଟ କରିଦେଇଛି । ଋଷର ଅସ୍ତ୍ର ଭଣ୍ଡାର ଜଳିବାରେ ଲାଗିଛି । ରକେଟ ଦ୍ଵାରା ଯୁଦ୍ଧ କରାଯାଉଛି 
ହିମାର୍ଷ ରକେଟ ଦ୍ଵାରା ଯୁଦ୍ଧ କରୁଛି ୟୁକ୍ରେନ୍ । ଏହା ୮୦ କିଲୋମିଟର ଦୂରରୁ ଶତ୍ରୁ ଶିବିରକୁ ଲକ୍ଷ୍ୟ ଭେଦ କରିପାରୁଛି । ଏହାର ଲକ୍ଷ୍ୟ ଭେଦରେ କୌଣସି ଭୁଲ ନାହିଁ । ଏହା ବହୁତ ହାଲୁକା ଅଟେ ।
ଆଉ ଏହାକୁ ପରିବହନ ଟ୍ରକ୍ ସାହାଯ୍ୟରେ କରାଯାଏ । ସେଥିପାଇଁ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଏହା ଗୋଟିଏ ସ୍ଥାନରେ ଲୁଚେଇ ରଖାଯାଇ ଏହା ଦ୍ଵାରା ଆକ୍ରମଣ କରାଯାଉଛି 
ୟୁକ୍ରେନ ପାଇଁ ବ୍ରହ୍ମାସ୍ତ୍ର ପାଲଟିଛି ହିମାର୍ସ । ଋଷ ଯୁଦ୍ଧରେ ହାରି ସାରିଲାଣି । କିନ୍ତୁ ହାର ମାନିବାକୁ ପ୍ରସ୍ତୁତ ନୁହେଁ । ହାର ମାନିବାକୁ ଋଷର ସାହସ ନାହିଁ । ଦକ୍ଷିଣ ଓ ପୂର୍ବରେ ଧ୍ଵଂସ ଲୀଳା ଜାରି ରଖିଛି ଋଷ ସେନା ।
ଏବେବି ଧ୍ଵଂସ ରଚାଇବାରେ ଲାଗିଛି ୟୁକ୍ରେନ । କେବେ ୟୁକ୍ରେନ ଆଉ ଋଷ ମଧ୍ୟରେ ଯୁଦ୍ଧ ଥମିବ ସେକଥା କିଏ ଜାଣିଛି । ଆଉ ଏହି ଖବର ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି । ଆଉ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି ।