Movie prime

ରାହୁଲ ଗାନ୍ଧୀ ଙ୍କୁ ଏହି ସାଧୁ ଦେଲେ ବଡ ଅଶ୍ରିବାଦ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ ଦେଖନ୍ତୁ ଏହି ଭିଡିଓ

 
Special report
ଭବିଷ୍ୟବାଣୀ କଲେ ସାଧୁ କହିଲେ, ପ୍ରଧାନ ମନ୍ତ୍ରଙ୍କ ହୋଇପାରନ୍ତି ରାହୁଲ ଗାନ୍ଧୀ। ଟୁଇଟର ଆକାଉଣ୍ଟ ରେ ଫଟୋ ସେୟାର କଲେ ରାହୁଲ। କର୍ଣାଟକ ସ୍ଥିତ ରିଙ୍ଗାଲ ସେମିନାରୀ ଜଣେ ସାଧୁବାବା କଂଗ୍ରେସ ନେତା ତଥା ରାହୁଲ୍ ଗାନ୍ଧୀଙ୍କୁ ପ୍ରଧାମନ୍ତ୍ରି ହେବେ ବୋଲି ସାଧୁ ବାଣୀ କରିଛନ୍ତି। ଶ୍ରୀ ମୁରୁଙ୍ଗା ରାଯେନ୍ଦ୍ର ମଠ ସାଧୁ ମାନଙ୍କୁ ଭେଟିବା ବେଳେ କାବେଡି ଘୋସାମଥ ସ୍ବାମୀ ନାମକ ଜଣେ ବାବା ଭାଷଣ ଦେଇଥିଲେ। 
 ରାହୁଲ ଗାନ୍ଧିଙ୍କୁ କହିଛନ୍ତି ଯେ, ରାହୁଲ୍ ଗାନ୍ଧୀ ଆଗାମୀ ଦିନରେ ପ୍ରଧାନ ମନ୍ତ୍ରୀ ହେବେ। ତେବେ ସାଧୁଙ୍କ ଏହି କଥା ଶୁଣି ମଠର ଅଧ୍ୟକ୍ଷ କହିଥିଲେ ଯେ ଦୟାକରି ଏପରି କୁହନ୍ତୁ ନାହିଁ। ତେବେ ରାହୁଲ୍ ଗାନ୍ଧୀ ନିଜ ଟୁଇଟର ଆକାଉଣ୍ଟ ରେ ଏହାକୁ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା। 
କର୍ଣାଟକ ର ଜନ ସଂଖ୍ୟା ପ୍ରାୟ ୧୭ ଲିଙ୍ଗାୟତ ହୋଇଥିବା ବେଳେ। ସେମାନେ ଦୀର୍ଘ ଦିନରୁ ବିଜେପିଙ୍କୁ ଭୋଟ ଦେଇ ଆସୁଛନ୍ତି। ଆସନ୍ତା ବର୍ଷ ମେ ମାସରେ କର୍ଣାଟକ ରାଜ୍ୟ ବିଧାନ ସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟି ରେ ରଖି ନିଜ ଦଳ ର ସଂଗଠନ କୁ ସୁଦୃଢ କରିବା ତଥା ଲୋକଙ୍କ ନିକଟତର ହେବା ପାଇଁ ରାହୁଲ୍ ଗାନ୍ଧୀ କର୍ଣାଟକ ଗ୍ରସ୍ଥ କରିଥିବା ଜଣା ପଡ଼ିଛି। 
ଅନ୍ୟପକ୍ଷ ରେ ୨୦୧୮ ମସିହାରେ ହୋଇଥିବା ନିର୍ବାଚନ ରେ କଂଗ୍ରେସ ସମର୍ଥନ ପାଇବା ଫଳରେ ଅଳ୍ପ ସମୟ ପାଇଁ କ୍ଷମତା ରେ ରହିଥିଲା। ଏହାର ଠିକ୍ ବର୍ଷେ ପାରେ ମେଣ୍ଟ ର ବିଧାୟକ ମାନେ ଇସ୍ତଫା ଦେବାରୁ ସଂକରମ୍ ପତନ ହେଲା। ଯାହା ଫଳରେ ଲୋ ସମ୍ପ୍ରଦାୟ ର ବେସ ଇଦୃପାଙ୍କୁ ବୀଜେପି ମୁଖ୍ୟ ମନ୍ତ୍ରୀ କରିଲା। ହେଲେ ଗତବର୍ଷ ବାସ୍ପରାଜ୍ ଗୋମାଇଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.