Movie prime

ସୈତାନ୍ ଙ୍କ ପାଇଁ ସର୍ଜିକାଲ ଷ୍ଟ୍ରାଇକ ଦେଖନ୍ତୁ କେମିତି ଥିଲା ପରିସ୍ଥିତି ଭୟଙ୍କର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଦେଶର ଯବାନ ମାନଙ୍କ ପାଇଁ ଆଜି ଆମେ ଘରେ ସୁରକ୍ଷିତ ଭାବରେ ବସି ପାରୁଛୁ। ସେମାନଙ୍କ ପାଇଁ ହିଁ ଆଜି ଆମେ ରାତିରେ ଶାନ୍ତିରେ ନିଶ୍ୱାସ ମାରି ପାରୁଛୁ। ତେବେ ପାକିସ୍ଥାନ ରେ ହୋଇଥିବା ସର୍ଜିକଲ୍ ଷ୍ଟାଇକ ବିଷୟରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।କିଭଳି ସେଠାରେ ଆମ ଭାରତର ସୈନ୍ୟ ମାନେ ଯାଇ ସମ୍ପୂର୍ଣ ଆତଙ୍କବାଦୀ ଙ୍କ ଆଡା କୁ ଧ୍ଵଂସ କରି ଦେଇଥିଲେ।
ଯେତେବେଳେ ଆତଙ୍କ ଗଡରେ ଆତଙ୍କ ରଚିଥିଲେ ଯବାନ ମାନେ ସେତେବେଳେ ଥରି ଉଠିଥିଲା ଶତ୍ରୁ ଶିବିର। ଶୁନଶାନ୍ ରାତିରେ ଏହି ହମଲା କରାଯାଇଥିଲା ପାକିସ୍ତାନ ଉପରେ। ରକ୍ତର ବଦଲା କୁ ରକ୍ତରେ ନେଇଥିଲା ହିନ୍ଦୁସ୍ଥାନ। ଏବଂ ସାରା ବିଶ୍ଵ ଦେଖି ଆଚମ୍ବିତ ହୋଇ ଯାଇଥିଲା ଏହି ଭୟଙ୍କର ସର୍ଜିକଲ ଷ୍ଟ୍ରାଇକ କୁ। ଆଜି ଭାରତୀୟ ଯବାନ ଙ୍କୁ ସେହି ସର୍ଜିକାଲ୍ ଷ୍ଟାଇକ କୁ ପୁରିଛି ଛଅ ବର୍ଷ।
୧୮ ସେପ୍ଟେମ୍ବର ର ବିଳମ୍ବିତ ରାତିରେ ଉତ୍ତର କାଶ୍ମୀର ର ବରମୁଲା ଜିଲ୍ଲାର ସେନାର ବେଶ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ ମାନେ। ସୈତାନ୍ ଆତଙ୍କବାଦୀ ମାନେ ଆମ ସେନା ସୋଇଥିବା ସମୟରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାହାପରେ ପ୍ରଧାନ ମନ୍ତ୍ରୀ କହିଥିଲେ କି ବ୍ୟର୍ଥ ଯିବନୀ ଆମ ଯବାନ ଙ୍କ ବଳିଦାନ। ସବୁ ବେଳେ ଶାନ୍ତ ହୋଇ ବସୁଥିବା ଭାରତ ଆଉ ଚୁପ୍ ବସିବନି।
ଏହାପରେ ହୋଇଥିଲା ସର୍ଜିକାଲ୍ ଷ୍ଟାଇକ ରକ୍ତ ର ବଦଲା ରକ୍ତରେ ନେଇଥିଲେ ଯବାନ ମାନେ। ସମଗ୍ର ଆତଙ୍କବାଦୀ ମାନଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ବିର ଯବାନ ମାନେ। ଯାହାକି ହେଉଛି ଆମପାଇଁ ଏକ ଗର୍ବ ର କଥା ସେହି ଯବାନ ମାନଙ୍କୁ ନିଶ୍ଚିତ ଭାବରେ ସହେ ସଲାମ କରିବା କଥା। ଆଜି ତାହାକୁ ଛଅ ବର୍ଷ ପୁରି ସାରିଲେଣି। ଏବଂ ଆଜି ଭଳି ଦିନରେ ସେହି ବିର ଯବାନ ମାନଙ୍କୁ ନିଶ୍ଚିତ ସଲାମ କରିବା ଉଚିତ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.