Movie prime

ଅଲଗା ହେବେ ଟେନିସ ତାରକା ସାନିଆ ଏବଂ ସୋହେବ? ଦେଖନ୍ତୁ କଣ ଘଟଣା

 
Viral News

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ଇଣ୍ଡିଆ ଟେନିସ ଚମ୍ପିୟାନ ସାନିଆ ମିର୍ଜା ଙ୍କ ସମ୍ପର୍କ ରେ ବେଶ ଭଲ ଭାବରେ ଜାଣିଥିବେ। ସେ ଆମ ଭାରତରେ ନୁହେଁ ବରଂ ବିଶ୍ଵ ରେ ଟେନିସ ରେ ବେଶ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।

ଆପଣ ମାନେ ଏହା ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ କି ସେ ପାକିସ୍ତାନୀ କ୍ରିକେଟର ସୋହେବ ମଲ୍ଲିକ ଙ୍କୁ ବିବାହ କରିଥିଲେ।

ହେଲେ ଏବେ ଏକ ବଡ଼ ଖବର ଆସି ପହଞ୍ଚିଛି ଯାହାକି ହେଉଛି ଟେନିସ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋହେବ୍ ମଲ୍ଲିକ ଦୁହେଁ ଅଲଗା ହୋଇ ଯାଇ ପାରନ୍ତି।
ଏବେ ଦୁଇ ତାରକା ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏଭଳି ଏକ ଖବର ମଧ୍ୟ ପାକିସ୍ତାନୀ ଗଣ ମାଧ୍ୟମରେ ଜୋର ଧରିଛି। କୁହା ଯାଉଛି ଉଭୟ ଉଭୟ ଙ୍କ ଠାରୁ ଛାଡ଼ପତ୍ର ନେବାକୁ ଯାଉଛନ୍ତି।
ସାନିଆ ଓ ସୋହେବ୍ ମଧ୍ୟରେ ବର୍ତ୍ତମାନ୍ କିଛି ଠିକ୍ ନାହିଁ। ସେ ଦୁହିଁଙ୍କ ମଧ୍ୟରେ ମଧ୍ଯ ବିବାଦ ଲାଗି ରହିଛି ବୋଲି ଏଭଳି କିଛି ଗୁଜବ ଉଠିଛି। ହେଲେ ଏହି ବିଷୟରେ କିଛି ଅଫିସିଆଲ୍ ସୂଚନା ମିଳି ନାହିଁ।
ଏହି ଗୁଜବ ଉପରେ ମଧ୍ୟ ସାନିଆ ଓ ସୋହେବ୍ ମଧ୍ଯ ଚୁପ୍ ଅଛନ୍ତି। ସାନିଆ ଏବଂ ସୋହେବ୍ ୨୦୧୦ ମସିହାରେ ପ୍ରେମ ବିବାହ ମଧ୍ଯ କରିଥିଲେ। ଏହି ବିବାହ କୁ ନେଇ ଦେଶ ମଧ୍ୟରେ ବିବାଦୀୟ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା।
ସେହି ସମୟରେ ମଧ୍ଯ ଅନ୍ୟ ଏକ ମହିଳା ଶୋହେବ ଙ୍କ ପ୍ରଥମ ପତ୍ନୀ ଭାବରେ ଅଭିଯୋଗ କରିଥିଲେ। ହେଲେ ସାନିଆ ଏସବୁ କୁ ବିଶ୍ବାସ କରି ନଥିଲେ ଏବଂ ସୋହେବ୍ ଙ୍କୁ ତାଙ୍କର ସାତ ଜନ୍ମର ସାଥି ଭାବରେ ବାଛି ନେଇଥିଲେ।
ଏବଂ ଉଭୟ ୨୦୧୮ ରେ ପିତା ମାତା ମଧ୍ଯ ହୋଇଥିଲେ। ତାଙ୍କ ପୁଅର ଜନ୍ମ ଦିନ ମଧ୍ୟ ପାଳନ କରିଥିଲେ ହେଲେ ସେ ତାଙ୍କର ପୁଅ ର ଜନ୍ମ ଦିନର ଗୋଟିଏ ହେଲେ ବି ଫଟୋ ସୋସିଆଲ ମିଡିଆରେ ସେୟାର କରି ନଥିଲେ।