Movie prime

ଶେଷରେ ମୁଁହ ଖୋଲିଲେ sherlyn Chopra ଦେଖନ୍ତୁ କଣ କହିଲେ ରାଜକୂନ୍ଦ୍ରା କାହିଁକି.....

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଜଗତକୁ ନେଇ ଅନେକ ପ୍ରକାରର ଭିଡିଓ ଆସିଥାଏ । ବଲିଉଡ ଜଗତର ଅନେକ କଳାକାରମାନଙ୍କୁ ନେଇ ମଧ୍ୟ ଅନେକ ଖବର ଆସିଥାଏ । ସୋସିଆଲ ମିଡିଆରେ ଆପଣମାନେ ଏବେ ରାକ୍ଷୀ ସା ସାୱନ୍ତଙ୍କୁ ନେଇ ଅନେକ ପ୍ରକାରର ଭିଡିଓ ଆସୁଛି । ଆପଣମାନେ ସମସ୍ତେ ବଲିଉଡ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ଆଉ କଥା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ପ୍ରାଇଭେଟ୍ ଇଭେଣ୍ଟ କରିଥାନ୍ତି । ଆଉ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆପଣ ରାକ୍ଷୀ ସାୱନ୍ତଙ୍କ ବିଷୟରେ ଅନେକ ଖବର ଜାଣିପାରିବେ । ଆଉ ଏହି ଅଭିନେତ୍ରୀ ଜଣକ ଅନେକ କଥା ମଧ୍ୟ କହିଛନ୍ତି ।
ଏହି ଅଭିନେତ୍ରୀ ଜଣକ କହିଛନ୍ତି କି ସେ ପ୍ରାଇଭେଟ୍ ଇଭେଣ୍ଟ କରନ୍ତି । ସେ ବହୁତ ଖୁସି ମଧ୍ୟ ଅଛନ୍ତି ।କିନ୍ତୁ ଶିଳ୍ପା ସେଠୀ ଆଉ ରାଜ୍ କୁନ୍ଦ୍ରା ପାଇଁ ସେ ନ୍ୟୂଡ ଭିଡିଓ କରିଛନ୍ତି । ଏବେ ଏହି ଅଭିନେତ୍ରୀ ଜଣକ ନାଁରେ ଥାନାରେ ଏତଲା ଆସିଛି । ଆଉ ଏହି ଅଭିନେତ୍ରୀ ଜଣକ ସେହି ଅଭିଯୋଗ ବିଷୟରେ ଗଣମାଧ୍ୟମରେ କହିଛନ୍ତି ଅନେକ କଥା । ସେ ସେହି ଓକିଲଙ୍କୁ କହିଛନ୍ତି କି ସେ ପ୍ରାଇଭେଟ୍ ଇଭେଣ୍ଟ ତାଙ୍କ ଇଚ୍ଛାରେ କରନ୍ତି କିନ୍ତୁ ତାଙ୍କୁ ସେମିତି ଭିଡିଓ କରିବାକୁ ଅଭିନେତ୍ରୀ ଶିଳ୍ପା ସେଠୀ ଶୁ ରାଜ କୁନ୍ଦ୍ରା କହିଥିଲେ । ଏହି ସମ୍ପର୍କରେ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି ।
ଏବେ ଏହି ଅଭିନେତ୍ରୀ ଜଣକ ଏହି ସମ୍ପର୍କରେ ସବୁ କଥା କହିଛନ୍ତି । ଆଉ ସେ ଅଭିଯୋଗ ଆସିଥିବା ଘଟଣା ବିଷୟରେ ମଧ୍ୟ ଏତଲା କାଗଜ ଦେଖାଇଛନ୍ତି । ଆଉ ଏହାସହ ଅଭିନେତ୍ରୀ ରାକ୍ଷୀ ସାୱନ୍ତ କହିଛନ୍ତି କି ସେ ଲ ପାଠ ପଢୁଛନ୍ତି । ଆଉ ସେ ପଢ଼ିବା ପରେ ଦୁଃଖୀ ରଙ୍କୀ ମାନଙ୍କର ସେବା କରିବେ । ଯେଉଁମାନେ କେସ କରି ନ୍ୟାୟ ପାଉ ନାହାଁନ୍ତି ତାଙ୍କୁ ସେ ନ୍ୟାୟ ଦେବେ । ଆଉ ସମସ୍ତଙ୍କୁ ସବୁବେଳେ ସାହାଯ୍ୟ କରିବେ । ଏବେ ରାକ୍ଷୀ ସାୱନ୍ତ ତାଙ୍କ ଅଭିଯୋଗ ଉପରେ ଏହିସବୁ କଥା କହିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।