Movie prime

ରୋଗରେ ପିଡୀତ Shruti Haasan ଦେଖନ୍ତୁ କେଉଁ କାରଣ ପାଇଁ ମେଡିକାଲ ରେ ହେଲେ ଭର୍ତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦକ୍ଷିଣ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହାସନ୍। ସେ ଏବେ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇଛନ୍ତି।
ସୁପରଷ୍ଟାର କମାଲ ହାସନ ଙ୍କ ଝିଅ ହେଉଛନ୍ତି ଶ୍ରୁତି ହାସନ। ଏବେ ତାଙ୍କୁ ପଲିଷ୍ଟିକ୍ ଓଭାରି ସିଣ୍ଡ୍ରୋମ ହୋଇଛି। ଏହି ରୋଗ ମଧ୍ଯ ଥର୍ମୋନାଲ ଡିସ ଅର୍ଡର୍ ସହ ଜଡ଼ିତ ଅଟେ।
ସେ ଇନ୍ଷ୍ଟାଗ୍ରାମ୍ ରେ ଏକ ପୋଷ୍ଟ ଲେଖି ତାଙ୍କର ଏହି ରୋଗ ସହ ଜଡ଼ିତ କଠିନ ଯାତ୍ରା କୁ ବ୍ୟାଖ୍ୟା କରିଛନ୍ତି। ଏହି ରୋଗକୁ ପିଶୀୟସ ବୋଲି କହିଥାନ୍ତି।
ପିଶୀୟସ୍ କାରଣରୁ ଶରୀରରେ ଓଜନ ବୃଦ୍ଧି ପାଇଥାଏ ଯାହାକି ଏକ ବିଷାଦ ର କାରଣ ବନି ଥାଏ। ସେ ତାଙ୍କର ଏହି ବେମାରୀ କୁ ମଧ୍ଯ ଖୁବ ସହଜରେ ନେଇଛନ୍ତି। ଏଥି ପାଇଁ ଶ୍ରୁତି ବେଶ ସଚେତନ ମଧ୍ୟ ଅଛନ୍ତି।
ସେ ସେଥି ପାଇଁ ତାଙ୍କ ଡାଏଟ୍ ଫଲୋ କରିବା ସହ ନିଦ ଓ ପିଇବା ପାଣିର ମଧ୍ଯ ବେଶ ଧ୍ୟାନ ରଖୁଛନ୍ତି। ସେ ଏଥି ପାଇଁ କଠିନ ବ୍ୟାୟାମ ମଧ୍ୟ କରୁଛନ୍ତି।
ଆପଣ ଙ୍କୁ ଏହା ମଧ୍ୟ ଜଣାଇ ଦେଉଛୁ କି ଏହି ରୋଗ ପାଇଁ ବ୍ୟାୟାମ ବେଶ ଜରୁରୀ ମଧ୍ୟ ହୋଇଥାଏ। ଏହା ଶୁଣି ଖୁସୀ ଲାଗୁଛି କି ସେ ତାଙ୍କ ଏହି ବେମାରୀ କୁ ବେଶ ସକାରାତ୍ମକ ଭାବରେ ନେଇଛନ୍ତି।
ଶ୍ରୁତି ରୀତିମତ ଭାବରେ ବ୍ୟାୟାମ କରି ତାଙ୍କ ବେମାରୀ କୁ ହରାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ପିଶିୟସ କେବଳ ମହିଳା ମାନଙ୍କ ଶରୀରରେ ହିଁ ହୋଇଥାଏ।
ଏହି ରୋଗ ହେଲେ ମଧ୍ୟ ମହିଳା ଙ୍କ ଋ-ତୁ-ସ୍ରା-ବ ରେ ଅନିୟମିତତା ଦେଖା ଯାଇଥାଏ। ଏହି କାରଣରୁ ମହିଳା ଙ୍କ ଗର୍ଭଧାରଣ ମଧ୍ୟ କଷ୍ଟକର ହୋଇ ପଡ଼ିଥାଏ। ଆମେ ଶ୍ରୁତି ଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.