Movie prime

ଖୁସି ଖବର ୮୦୦ ବର୍ଷ ପରେ ଐତିହାସିକ ସ୍ଥଳ Kutubminar ରୁ ମିଳିଲା ଭଗବାନ ଙ୍କ ମୂର୍ତ୍ତି ଦେଖନ୍ତୁ ସମ୍ପୂର୍ଣ ଖବର

 
Rtrf
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଆମ ପୁରୁଣା ଇତିହାସ ଆଉ ସଂସ୍କୃତି ବିଷୟରେ ଜାଣିଥିବେ । ଆଉ ଏହି ଇତିହାସକୁ ବଞ୍ଚାଇବା ପାଇଁ ଆମେ ଆମ ବହି ଗୁଡ଼ିକରେ ଆମ ଐତିହାସିକ ସ୍ଥାନ ଆଉ ବିଭିନ୍ନ ରାଜା ମହାରାଜା ଆଉ ଅନେକ ପ୍ରକାରର ବିଷୟବସ୍ତୁ ଉପରେ ନଜର ଦେଉଛେ । ଆଉ ଏହାକୁ ଜୀବିତ ରଖିବା ପାଇଁ ଆମେ ସବୁବେଳେ ବହିରେ ଏହାକୁ ଉଲ୍ଲେଖ ମଧ୍ୟ କରିଛେ ।
ଐତିହାସିକ ସ୍ଥାନ ଗୁଡ଼ିକ ମଧ୍ୟରେ କୁତବ୍ ମିନାର ଅନ୍ୟତମ ଅଟେ । ଏହି କୁତବ ମିନାର ବହୁତ ପୁରାତନ ଅଟେ । ଏହା ବହୁତ ବର୍ଷ ପୂର୍ବରୁ ଅଛି । ଆଉ ଏହାକୁ ଲୋକମାନେ ଦେଖିବାକୁ ମଧ୍ୟ ଯାଇଥାନ୍ତି । ଏହା ଆମର ଏକ ଐତିହ୍ୟ ସ୍ଥାନ ଅଟେ । ଏହାକୁ ବିଷ୍ଣୁ ଭଗବାନଙ୍କର ସ୍ତମ୍ଭ ବୋଲି ମାନଯାଇଥାଏ । ଆଉ ଏହା ଭିତରେ ଅନେକ ଦେବଦେବୀଙ୍କର ମୂର୍ତ୍ତି ଥିବାର ମଧ୍ୟ କୁହାଯାଉଛି । ଏବେ ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । 
ପୁରୁଣା ଯୁଗରେ ମୋଗଲମାନେ ଆମକୁ ଅତ୍ୟାଚାର କରୁଥିଲେ । ଆଉ ହିନ୍ଦୁମାନଙ୍କର ମନ୍ଦିର ଭାଙ୍ଗି ଦେଇଥିଲେ । ଏହି ଘଟଣା ଏବେ ବିବାଦ ସୃଷ୍ଟି କରିଛି । ଆଜିକୁ ୫୦୦ ବର୍ଷ ତଳେ ଏହି କୁତଵ୍ ମିନାର ଉପରେ ଅନେକ ଚର୍ଚ୍ଚା ବା ବିବାଦ ଉପୁଜିଛି । ଏହାକୁ ଗୁପ୍ତ ସାମ୍ରାଜ୍ୟର ରାଜା ବିକ୍ରମ ଗୁପ୍ତ ବନାଇଥିଲେ । ଏହା ସୂର୍ଯ୍ୟ ଅଧ୍ୟୟନ କରିବା ପାଇଁ ବନା ଯାଇଥିଲା । 
ଏହାର ମୁହଁ ଉତ୍ତର ଦିଗରେ ଅଛି । ଧ୍ରୁବ ତାରାକୁ ଦେଖିବା ପାଇଁ । ଜୁନ୍ ୨୧ ତାରିଖରେ ମିନାରରେ କିଛି ସମୟ ପାଇଁ ଖରା ପଡେନାହିଁ । କୁତବ ମିନାର ପୂର୍ବରୁ ବିଷ୍ଣୁ ମନ୍ଦିର ଥିଲା । ଆଉ ବିଷ୍ଣୁ ମନ୍ଦିରକୁ ଭଙ୍ଗିକରି ଏହି କୁତବ ମିନାର ତିଆରି ହୋଇଛି । ଏହା ମୋଗଲମାନେ କରିଥିଲେ ।