Movie prime

ସ୍ୱାମୀକୁ ହାତେଇବା ପାଇଁ ସ୍ତ୍ରୀ ଷଡ଼ଯନ୍ତ୍ର ଦେଖନ୍ତୁ ଜ୍ୟୋତିଷ କୁ ୫୯ ଲକ୍ଷ ଦେଇ ...

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଦୁନିଆରେ ସମସ୍ତେ ଚାହାଁନ୍ତି କି ତାଙ୍କ ସ୍ଵାମୀ କେବଳ ତାଙ୍କର ହୋଇ ରୁହନ୍ତୁ । ଆଉ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ସ୍ବାମୀମାନଙ୍କ ପାଇଁ କିଛି ବି କରିପାରିବେ । ସବୁ ମହିଳା ବିବାହ ପରେ ନିଜ ସ୍ୱାମୀକୁ ସବୁବେଳେ ନିଜ ପାଖରେ ରଖିବାକୁ ଚାହାନ୍ତି । କିନ୍ତୁ ଆଜିକା ଯୁଗରେ ଯେଉଁ ପ୍ରୀତି ଚାଲିଛି । ସେଥିପାଇଁ କେତେ ଯେ ପରିବାର ନଷ୍ଟ ହେଉଛି ସେକଥା ତ ସମସ୍ତେ ଜାଣିଥିବେ ।
ଆଜିକା ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଗୁଣି ଗାରେଡ଼ିକୁ ଆଜିବି ବିଶ୍ବାସ କରୁଛନ୍ତି । ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି କିନ୍ତୁ ଏଯାଏଁ କିଛି ଲୋକଙ୍କ ମନରୁ ଏହି ଗୁଣି ଗାରେଡ଼ି ପ୍ରତି ଥିବା ଅନ୍ଧ ବିଶ୍ୱାସ ଯାଇ ନାହିଁ । ଲୋକମାନେ ଆଜିବି ସେହି ମନ୍ତ୍ର ତନ୍ତ୍ର ଉପରେ ବହୁତ ବିଶ୍ବାସ କରୁଛନ୍ତି । ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ବିଷୟରେ ଶୁଣିଲେ ଯେ କେହିବି ମନରେ ଅନେକ କଥା ଭାବିବ । ଏହି ଘଟଣା ସମସ୍ତଙ୍କ ମନରେ ଏକ ଅଲଗା ପ୍ରକାରର ଭାବନା ସୃଷ୍ଟି କରିବ ।
ଆମ ବିଜ୍ଞାନ କେତେ ଯେ ଉନ୍ନତ । କିନ୍ତୁ ଏହି ଆଧୁନିକ ଯୁଗରେ ଲୋକମାନେ ଅନ୍ଧ ବିଶ୍ୱାସକୁ ବି ମାନୁଛନ୍ତି । ପାଠପଢା ପିଲାମାନେ ହୁଅନ୍ତୁ ବା ଲୋକମାନେ ଏହି ପ୍ରତି ଅଧିକ ମନ ଦେଉଛନ୍ତି । ପାଠପଢା ଲୋକମାନେ ବିଜ୍ଞାନ ଯୁଗରେ ଏହିଭଳି ଅନ୍ଧ ବିଶ୍ୱାସକୁ ବିଶ୍ବାସ କରି ତାକୁ ସମାଜରେ ପ୍ରଶୟ ଦେଉଛନ୍ତି । ଏମିତି ଏକ ଘଟଣା ନଜରକୁ ଆସିଛି । କଳା ଯାଦୁ କରି ମଣିଷକୁ ନିଜ କାନିରେ ବାନ୍ଧି ରଖିବା କଥା ତ ଆପଣମାନେ ଶୁଣିଥିବେ । ମୁମ୍ବାଇରୁ ଆସିଛି ଏକ ଖବର ଯାହା ହେଇଛି ଜଣେ ମହିଳା ଜଣଙ୍କୁ ଏମିତି ନିଜ କାନିରେ ବାନ୍ଧି ରଖିବାକୁ ଗୁଣି ଗାରେଡିର ଆଶ୍ରୟ ନେଉଥିଲେ । 
ଆଉ ସେଥିପାଇଁ ସେ ୫୯ ଲକ୍ଷ ଟଙ୍କା ସାରି ଦେଇଛନ୍ତି । ଏହି ଅଞ୍ଚଳର ମହିଳା ଜଣକ ନିଜ ବ୍ୟବସାୟୀ ସ୍ବାମୀ ଜଣଙ୍କୁ ନିଜ ହାତ ମୁଠାରେ ରଖିବାକୁ ଏହି ଜ୍ୟୋତିଷ ଗୁଣି ଗାରେଡ଼ିର ମାଧ୍ୟମ ନେଇଥିଲେ । ଆଉ ଏହି ମହିଳା ଏବଂ ତାଙ୍କ ପୂର୍ବତନ ପ୍ରେମିକ ମିଶି ଏଭଳି ସବୁ କାମ କରିଥିଲେ । ଆଉ ସେମାନେ ଗୁଣିକୁ ୨୪ ଲକ୍ଷ ଟଙ୍କାର ସୁନା ଆଉ ୩୫ ଲକ୍ଷ ଟଙ୍କା ଦେଇଥିଲେ ।ସେହି ଗୁଣିଆ ବାଦଲ ତାଙ୍କ ସ୍ୱାମୀଙ୍କୁ ବଶୀଭୂତ କରିଦେଲା । କିନ୍ତୁ ସ୍ବାମୀ ଜଣକ ପରେ ଜାଣିପାରି ତାଙ୍କ ସ୍ତ୍ରୀ, ପ୍ରେମିକ ଆଉ ସେଇ ଗୁଣିଆ ନାଁରେ ଅଭିଯୋଗ ଦେଇଛନ୍ତି । ଏବେ ତାଙ୍କୁ ପୋଲିସ ଗିରଫ କରିଛି ।