Movie prime

ଟ୍ରେନ ଭିତରେ କାହିଁକି କାନ୍ଦିଲେ ଏହି ବୟସ୍କ T.T.E ଜାଣିଲେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଖସିଯିବ ସାରା ଭାରତରେ ଭାଇରାଲ ହେଉଛି ଏହି ଭିଡିଓ

 
sadsf

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ର ସମୟ ଓ ଲୋକ ଏତେ କୃର ହୋଇ ଗଲେଣି ତାହା ଆପଣ ଚିନ୍ତା ମଧ୍ୟ କରି ପାରିବେ ନାହିଁ। ଆମେ ଏବେ ଆପଣଙ୍କୁ ଏକ ଭିଡିଓ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇ ରାଲ ହେବାରେ ଲାଗିଛି। ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ।

 ତେବେ ଏଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ଟ୍ରେନ୍ ଭିତରେ ଜଣେ ବୟସ୍କ ଟିଟିଇ କାନ୍ଦୁଥିବାର। ସେହି ବୟସ୍କ ଟିଟିଇ ଙ୍କ ନାମ ଥିଲା ଦିନେଶ କୁମାର। ଟ୍ରେନ୍ ଭିତରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ଆଉ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଟ୍ରେନ୍ ଭିତରେ କାନ୍ଦି କାନ୍ଦି ଭାଙ୍ଗି ପଡ଼ିଥିବା ଏହି ବୟସ୍କ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟ୍ରେନ୍ ଟିଟିଇ ସମସ୍ତଙ୍କ ସାମ୍ନାରେ ସେ ଏଭଳି ବିକଳ ହୋଇ କାନ୍ଦୁ ଥିବାର ଦୃଶ୍ୟ ଆପଣଙ୍କୁ ନିଶ୍ଚିତ ଭାବରେ ଭାବପ୍ରବଣ କରି ପକାଇବ।

ଆପଣ ଭାବୁଥିବେ ତାଙ୍କର କଣ ହୋଇଛି, ସେ କାହିଁକି କାନ୍ଦୁଛନ୍ତି? ଆଜ୍ଞା ହଁ ସେ ଟିକେଟ୍ ଦେଖାଇବା ପାଇଁ କହିବାରୁ ତାଙ୍କୁ ମାଡ଼ ମରା ଯାଇଛି। ତାଙ୍କୁ ମାଡ଼ ମାରିଥିବା ବ୍ୟକ୍ତି ଆଉ କେହି ନୁହେଁ ଆଜ୍ଞା। ସେ ଥିଲେ ଜଣେ JRP ଅର୍ଥାତ୍ ରେଳବାଇ ପୋଲିସ। ଟ୍ରେନ୍ ଭିତରେ ଦିନେଶ କୁମାରଙ୍କୁ  ବହୁତ ଅପମାନ କରାଯାଇଥିଲା। ତାହା ସବୁ ସେହି ଭିଡିଓ ରେ ଦେଖିବାକୁ ମିଳିଥିଲା।

 ତାଙ୍କୁ କିଛି ଯାତ୍ରୀ ସେହି ସମୟରେ ଦୟା ମନୋଭାବ ଦେଖାଇଥିଲେ ଏବଂ କିଛି ସମୟ ପାଇଁ ବସି ପଡ଼ିବା ପାଇଁ କହିଥିଲେ। ହେଲେ ତାଙ୍କୁ ଯେଉଁଭଳି ଭାବରେ ମାଡ଼ ମରାଯାଇଥିଲା ସେଥିରେ ସେ ଭାଙ୍ଗି ପଡ଼ିଥିଲେ ଏବଂ କାନ୍ଦି ପକାଇଥିଲେ। ଏଭଳି ଭାବରେ ଜଣେ ବୃଦ୍ଧ ଟିଟିଇ ଙ୍କୁ ମାଡ଼ ମାରିବା ନିଶ୍ଚିତ ଭାବରେ ଏକ ଲଜ୍ୟା ଜନକ କଥା ଅଟେ ଆପଣ ଏହି ଭିଡିଓ ଟିକୁ ସମ୍ପୂର୍ଣ ଭାବରେ ଦେଖିଲେ ଜାଣି ପାରିବେ।