Movie prime

୧୩ ବର୍ଷ ବୟସରେ ହୋଇଥିଲେ ଗ-ର୍ଭ-ବ-ତୀ ଆଉ ଆଜି ଟିକ ଟକ୍ ଷ୍ଟାର ଦେଖନ୍ତୁ କେମିତି

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମହିଳା ୧୩ ବର୍ଷ ବୟସରେ ଗ-ର୍ଭ-ବ-ତୀ ହୋଇଥିଲେ।
ବର୍ତ୍ତମାନ ଟିକ ଟକ ଷ୍ଟାର ପାଲଟି ଯାଇଛନ୍ତି।ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ୫୨ ହଜାର ରୁ ଅଧିକ ଫଲୋର ରହିଥିବାର ଦେଖିବାକୁ ମିଳିଛି। ଜଣେ ଯୁବତୀ ଦାବି କରିଛନ୍ତି ଯେ ସେ ମାତ୍ର ୧୩ ବର୍ଷ ବୟସରେ ଜଣେ ମା ହୋଇଥିଲେ।
ତାଙ୍କର କହିବା ଅନୁସାରେ ଏହା ତାଙ୍କ ଜୀବନର ସର୍ବତମ ନିଷ୍ପତି ରହିଥିଲା।ତେବେ ମହିଳା ଙ୍କ ନାମ ହେଉଛି ଅଲିଫିଆ।
ସେ କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ବହୁତ କମ୍ ବୟସରେ ଗ-ର୍ଭ-ବ-ତୀ ଅଛନ୍ତି ସେତେବେଳେ ଅନେକ ଲୋକମାନେ ପ୍ରଶ୍ନ କରିଥିଲେ।ସେହି ଶିଶୁ ଜନ୍ମ କରିବା ଉଚିତ ନା ଗ-ର୍ଭ ପାତ କରିବା ଉଚିତ।
ତେବେ ସେ ଗର୍ଭ ଧାରଣ କରିବାକୁ ନିଷ୍ପତି ନେଇଥିଲେ।ଏବଂ ୧୪ ବର୍ଷ ବୟସରେ ଜନ୍ମ ଦେଇଥିଲେ।
କିନ୍ତୁ ସେ ଏହି କଥାକୁ ନେଇ କିଛି ଅନୁତାପ କରନ୍ତି ନାହିଁ।ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହି ୧୯ ବର୍ଷୀୟ ମା ସୋସିଆଲ ମିଡ଼ିଆ ରେ ଷ୍ଟାର ପାଲଟି ଯାଇଛନ୍ତି।
ତାଙ୍କର ଟିକ ଟକ୍ ଆକାଉଣ୍ଟରେ ବହୁତ ଫଲୋର ରହିଛନ୍ତି।ତାଙ୍କ ଭିଡିଓ ରେ ବର୍ତ୍ତମାନ ତିନି ଲକ୍ଷରୁ ଉର୍ଦ୍ଧ୍ଵ ଲାଇକ ମିଳିଛି।ଏବଂ ଅନେକ ଲୋକ ମାନେ ତାଙ୍କ ଭିଡିଓ କୁ ଦେଖି ସାରିଲେଣି।ସେ ଏଥିପାଇଁ ବହୁତ ଖୁସି ଥିବାର ମଧ୍ୟ ଜପାପଡିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଶିଶୁ କୁ ସେ ଜନ୍ମ ଦେବାକୁ ଚାହୁଁ ଛନ୍ତି।ଏବେ ସେ ଏଥିପାଇଁ ବହୁତ ଖୁସି ମଧ୍ୟ ଥିଲେ।ଏଭଳି କାହାଣୀ ଶୁଣି ଦର୍ଶକ ମାନଙ୍କ ଭିନ୍ନ ମତ ରହିଛି।
କିଛି ଲୋକ ସପକ୍ଷରେ କହୁଥିବା ବେଳେ ଆଉ କିଛି ଲୋକ ତାଙ୍କ ବିପକ୍ଷରେ ମଧ୍ୟ କହିଛନ୍ତି।କିନ୍ତୁ ତାଙ୍କୁ ଏସବୁ କିଛି ଫରକ୍ ପଡ଼ିନାହିଁ।ସେ ତାଙ୍କ ଶିଶୁ ଙ୍କ ସହିତ ବହୁତ ଖୁସିରେ ଅଛନ୍ତି।ଏହି ବିଷୟରେ ଚାରିଆଡ଼େ ସମାଲୋଚନା ହେବାରେ ଲାଗିଛି।