Movie prime

ବୈଜ୍ଞାନିକ ଙ୍କୁ ମିଳିଲା ବଡ ସଫଳତା ଖୋଜି ବାହାର କରିଦେଲେ Hastinapura ଦେଖନ୍ତୁ ସେତେବେଳେ ଥିଲା କେମିତି

 
VDSFV

୧୯୫୦ ମସିହାରେ ଅନୁସନ୍ଧାନ କାରୀ ମାନେ ଭାରତରେ ଏକ ଐତିହାସିକ ସ୍ଥାନରେ ଖୋଳା ଖୋଳି ଆରମ୍ଭ କରିଥିଲେ।ତାଙ୍କର ଅନୁମାନ ଥିଲା ଯେ ଏଠାରେ ପ୍ରାଚୀନ ଭାରତର ଇତିହାସର କିଛି ପ୍ରମାଣ ମିଳିପାରେ।ସେହି ସ୍ଥାନରେ ଏମିତି କିଛି ଜିନିଷ ବାହାରିଥିଲା ଯେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ସେହି ଜିନିଷ ଗୁଡ଼ିକ ବହୁତ ପ୍ରାଚୀନ ହୋଇଥିଲା।

ଏହାପରେ ବୈଜ୍ଞାନିକ ମାନେ ଏହାର ଯାଞ୍ଚ କରିଥିଲେ।ଭାରତର ଗ୍ରନ୍ଥର ସେହି ଜିନିଷ ମିଶାଇ ଦେଖିଲେ ସେତେବେଳେ ବୈଜ୍ଞାନିକ ମାନଙ୍କର ପୁରା ଟିମ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।କାରଣ ସେ ଖୋଜୁ ଖୋଜି ହସ୍ତିନାପୁର ଦେଖିଥିଲେ।କିନ୍ତୁ ହଠାତ୍ ଅନୁସନ୍ଧାନ କାରୀ ମାନେ ଆଉ କିଛି ଯାଞ୍ଚ କରିଲେ ନାହିଁ।କାମ ସେହିଠାରେ ହିଁ ଅଟକାଇ ଦେଇଥିଲେ।ଏମିତି କଣ ପାଇଁ ହେଲା କାହାକୁ ଜଣାନାହିଁ।

ବୈଜ୍ଞାନିକ ମାନେ ଆଉ ଥରେ ୧୭ ବର୍ଷ ପରେ ହସ୍ତିନାପୁର କୁ ଖୋଜିବା ପାଇଁ ପ୍ରୟାସ କରିଥିଲେ।ଯେତେବେଳେ ସେ ତାଙ୍କ ଟିମ୍ କୁ ଧରି ସେଠାରେ ପହଞ୍ଚିଲେ ଏବଂ ଆଉ ଥରେ କାମ ଆରମ୍ଭ କରିଥିଲେ।ଏହାପରେ ସେ ଯାହା ଦେଖିଲେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ।ହସ୍ତିନାପୁର କୌରବ ଙ୍କ ର ରାଜଧାନୀ ଥିଲା।ଏଯାଏଁ ମଧ୍ୟ ପାଣ୍ଡବ ମାନଙ୍କର କିଲ୍ଳ, ମହଲ ସବୁ ମାଟି ତଳେ ରହିଛି।

ତେଣୁ ୧୯୫୦ ମସିହାରେ ଅନୁସନ୍ଧାନ କାରୀ ମାନେ ବର୍ତ୍ତମାନ ଉତ୍ତର ପ୍ରଦେଶର ସହରରେରେ ୨୨ ମିଲ ଉତ୍ତର ପୂର୍ବରେ ଗଙ୍ଗାର ପ୍ରାଚୀନ ଧାରାରେ କୂଳରେ ପ୍ରାଚୀନ ହସ୍ତିନାପୁର ଖୋଜି କି ବାହାର କରିଥିଲେ।ସେଠାରେ ସେହି ସ୍ଥାନରେ ଆଉ ସେହି ଜିନିଷ ହିଁ ମିଳିଥିଲା।ଯାହା ଉଲ୍ଲେଖ କରାଯାଇଛି।ପୂର୍ବରୁ ଯେଉଁ ମହାଭାରତ ହୋଇଛି ତାହା କଳ୍ପନିକ ନୁହେଁ ଏହା ସତ ବୋଲି ପ୍ରମାଣ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.