Movie prime

ବିଶ୍ୱାସ ନହେଲେ ବି ସତ ଚୋର ଧରାଇ ଦେଲା ମଲା ମଶା ଦେଖନ୍ତୁ କେମିତି ସତ ଜାଣିଲେ ହୋସ ଉଡ଼ିଯିବ

 
Special report
ନମସ୍କାର ପାଠକ ବନ୍ଧୁ ଗଣ। ବନ୍ଧୁ ଗଣ ଚୋର ଯେତେ ବି ଚାଲାକ୍ ହେଉ ନା କାହିଁକି କିଛି ସବୁତ୍ ଛାଡି ଯାଇ ଥାଏ ଯାହାକି ତାକୁ ଧରା ପକାଇ ଥାଏ।
ତେବେ ସାଧାରଣ ଚୋର ଚୋରି କରି ସାରିବା ପରେ ଜନ ସାଧାରଣ ପୋଲିସ ର ଦ୍ବାରସ୍ଥ ହୋଇ ଥାଆନ୍ତି
ଆଶା ଥାଏ ଯେ ପୋଲିସ ଚୋର ଧରିବ। 
ସେମାନଙ୍କର ଚୋରି ହେଇ ଯାଇ ଥିବା ସାମଗ୍ରୀ ସେମାନେ ଫେରି ପାଇବେ। ଏ ଭଳି ଏକ ଅଜିବ ଘଟଣା କୁ ନେଇ ବର୍ତ୍ତମାନ ସମୟ ରେ ଚର୍ଚ୍ଚା କରା ଯାଉଛି କେଉଁ ଭଳି ଭାବ ରେ ଏକ ମଲା ମଶା ଚୋର କୁ ଧରାଇ ଦେଉଛି। କାରଣ ପୋଲିସ ଚୋର ଧରିଛନ୍ତି ଯେଉଁ ଷ୍ଟାଇଲ ରେ ଧରିଛନ୍ତି ତାହା ସମ୍ପୂର୍ଣ୍ଣ ନିଆରା।
ପୋଲିସ ଚୋର କୁ ଏକ ଅନୋଖା ତରିକା ରେ ଗିରଫ କରିଛି ଦୁଇ ମରି ଯାଇଥିବା ମଶା ପାଇଁ ପୋଲିସ ଚୋର କୁ ଧରିବା ରେ ସଫଳ ହୋଇଛି।
ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ କିନ୍ତୁ ଘଟଣା ଟି ସତ ଘଟଣା ଟି ହେଉଛି ଚୀନ ର ପୋଲିସ
ମରି ଯାଇ ଥିବା ଦୁଇ ଟି ମଶା ର ରକ୍ତ ର ଡି ଏନ୍ ଏ
ଟେଷ୍ଟ ଦ୍ବାରା ଚୋର ଧରିବା ପାଇଁ ସକ୍ଷମ ହୋଇଛି।
୧୧ ଜୁନ ରେ ଚୀନ ର ଗୋଟେ ଘରେ ଚୋରି ହେଇ ଥିଲା ଘଟଣା କୁ ଅଞ୍ଜମ ଦେଇ ଥିବା ଚୋର ଘରେ ବୁଲୁ ଥିବା ଦୁଇ ଟି ମଶା କୁ ମାରି ଦେଇ ଥିଲା। ପୋଲିସ୍ ଏହି ମଶା ର ରକ୍ତ କୁ କାନ୍ତ ରୁ ସଂଗ୍ରହ କଲା ଏବଂ ଡି ଏନ୍ ଏ ଯାଞ୍ଚ ପାଇଁ ପଠାଇ ଦେଲା ରେପୋର୍ଟ ରେ ଚୋର ର ଡି ଏନ୍ ଏ ସହ ମଶା ର ସମ୍ପଲ ମ୍ୟାଚ୍ କଲା ଓ ପୋଲିସ ଚୋର କୁ ଧରିବା ରେ ସଫଳ ହୋଇ ଥିଲା।