Movie prime

ଏଥର ବଜାରକୁ ଆସିବ ୧୦୦୦୦/- ଟଙ୍କାରେ କାର ! ଦେଖନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଖୁବ୍ ଶୀଘ୍ର ବଜାରକୁ ଆସିବାକୁ ଯାଉଛି ତିନି ଚକିଆ କାର। ଏହାକୁ ମଧ୍ୟ ଆପଣ ୧୦ ହଜାର ଟଙ୍କାରେ ବୁକିଂ କରି ପାରିବେ । ଏହା ମାତ୍ର ଥରେ ଚାର୍ଜ ହେଲେ ୨୦୦ କିମି ଚାଲି ପାରେ। ଏହି କାର ବଜାର କୁ ଆସିବାର ମୁଖ୍ୟ ଲକ୍ଷ ହେଉଛି କି ବଜାରରେ ଦିନ କୁ ଦିନ ପେଟ୍ରୋଲ ଓ ଡିଜେଲ ର ରେଟ୍ ଏଭଳି ଭାବରେ ବଢ଼ି ଚାଲିଛି ଯାହାକି ଏକ ସାଧାରଣ ଜନତା ର ମୁଣ୍ତ ରେ ବୋଝ ହୋଇ ଯାଉଛି ।
ସେଥିପାଇଁ ମୁମ୍ବାଇର ଏକ କାର ନିର୍ମାତା କମ୍ପାନୀ ତିନି ଚକିଆ କାର ତିଆରି କରୁଥିବାର ଦାବୀ କରୁଛନ୍ତି। ଏହି କାର ର ଲକ୍ ଏବଂ ଡିଜାଇନ୍ ମଧ୍ଯ ସାଧାରଣ କାର ଠାରୁ ଭିନ୍ନ ଅଟେ। ଏହି କାର ରେ ତିନୋଟି ଚକ ଥିବା ସତ୍ତ୍ବେ ଏହା ଅଟୋ ରିକ୍ସା ଠାରୁ ମଧ୍ୟ ବହୁତ ଭିନ୍ନ ଅଟେ। ଏବେ ଏହି କାର ର ବୁକିଙ୍ଗ ମଧ୍ୟ ଯୋର୍ ସୋର ରେ ଚାଲିଛି। ଏହି କାର ର ପ୍ରଥମ ବୁକିଂ ରେ,
ଆପଣ ମାନେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଅପଗ୍ରେଡ ର ଲାଭ ପାଇ ପାରିବେ। ଆପଣ ମାନେ ଜାଣିଥିବେ କି ଭାରତ ରେ ଏଭଳି ଅନେକ ଇଲେକ୍ଟ୍ରିକାଲ କାର ଅଛି । ମାତ୍ର ଏହି କାର ର ମୂଲ୍ୟ ଅନ୍ୟ ସବୁ କାର ଠାରୁ ଭିନ୍ନ ଅଟେ। ଏହି କାର ର ମୂଖ୍ୟ ଲକ୍ଷ୍ୟ ହେଉଛି କିଭଳି ଭାବରେ ଦେଶରେ ପ୍ରଦୂଷଣ ର ହାର କମ କରିବା। ସେଥି ପାଇଁ କେନ୍ଦ୍ର ସରକାର ଏହାକୁ ଲଞ୍ଚ କରିଛନ୍ତି।
ତେବେ ଆପଣ ଯଦି ଏହି ତିନି ଚକିଆ କାର ବୁକୀଙ୍ଗ କରିବାକୁ ଚାହୁଛନ୍ତି ତେବେ ଏଥି ପାଇଁ ଆପଣଙ୍କୁ କେବଳ ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ବର୍ତ୍ତମାନ୍ ଏହି କାର କେବଳ ମୁମ୍ୱାଇ ଓ ଦିଲ୍ଲୀରେ ବାସ କରୁଥିବା ଲୋକ ମାନଙ୍କ ପାଇଁ ଉପଲବ୍ଧ ଅଟେ। ଷ୍ଟୋମ ମୋଟରସ୍ ର ଅଫିସିଆଲ୍ ସାଇଟ କୁ ଯାଇ ଆପଣ ଏହି କାର କୁ ଅତିସହଜରେ ବୁକ୍ କରି ପାରିବେ।