Movie prime

Nepala ରେ ପ୍ରସିଦ୍ଧ ଏହି ୫ ଟି ମନ୍ଦିର ଯେଉଁଠାରେ ହୁଏ ସବୁଦିନ ଚମତ୍କାର ସେହି ଚମତ୍କାର ବିସୟ ରେ ଆପଣ ଜାଣିଲେ ଆଜି ହିଁ ନେପାଳ ବୁଲି ବାହାରିବେ

 
dfgf

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହିନ୍ଦୁ ଧର୍ମ ରେ ମନ୍ଦିର ମାନଙ୍କର ସ୍ଥାନ ସବୁ ଠାରୁ ଉଚ୍ଚରେ ରହିଥାଏ। ଲୋକମାନେ ମନ୍ଦିରରେ ତାଙ୍କର ପରମ ପୂଜ୍ୟ ଭଗବାନ ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନେପାଳ ହେଉଛି ଏକ ହିନ୍ଦୁ ରାଷ୍ଟ୍ର ଯେଉଁଠାରେ କି ହିନ୍ଦୁ ଧର୍ମ ର ସମସ୍ତ ଭଗବାନ ମାନଙ୍କୁ ପୂଜା କରାଯାଇଥାଏ। ତେବେ ନେପାଳରେ ଉପସ୍ଥିତ ୫ ଟି ଦିବ୍ୟ ହିନ୍ଦୁ ମନ୍ଦିର ସମ୍ପର୍କ ରେ ଚାଲନ୍ତୁ ଜାଣିବା।

ପ୍ରଥମ ଟି ହେଉଛି ପଶୁପତିନାଥ ମନ୍ଦିର କୁହାଯାଏ ଯେ ଏଠାରେ ଆଜି ମଧ୍ଯ ଭଗବାନ ଶିବଙ୍କ ଉପସ୍ଥିତି ଅଛି। ଏହି ପଶୁପତିନାଥ ମନ୍ଦିରକୁ କେଦାର ନାଥ ମନ୍ଦିରର ଅଧା ବୋଲି ମାନି ଥାଆନ୍ତି। ଏହି ମନ୍ଦିରରେ ଥିବ ଶିବ ଲିଙ୍ଗ ର ୪ ଦିଗରେ ୪ ଟି ମୁଖ ଅଛି ବୋଲି କୁହା ଯାଇଥାଏ।

ଦ୍ଵିତୀୟ ଟି ହେଉଛି ମୁକ୍ତିନାଥ ମନ୍ଦିର। ମୁକ୍ତିନାଥ ବୈଷ୍ଣବ ସଂପ୍ରଦାୟର ପ୍ରମୁଖ ମନ୍ଦିର ରୁ ଗୋଟେ ମନ୍ଦିର ଅଟେ। ଏହି ତୀର୍ଥ ସ୍ଥାନ ଟି ଶାଳଗ୍ରାମ ପଥର ପାଇଁ ପ୍ରସିଦ୍ଧ ଅଟେ। ଏହି ଶାଳଗ୍ରାମ ନେପାଳରେ ପ୍ରବାହିତ ହେଉଥିବା ଗଣ୍ଡକି ନଦୀରୁ ମିଳିଥାଏ। ଯେଉଁଠାରେ ମୁକ୍ତିନାଥ ଙ୍କ ମନ୍ଦିର ଅଛି ତାହାକୁ ମୁକ୍ତି କ୍ଷେତ୍ର ନାମରେ ମଧ୍ୟ ମନା ଯାଇଥାଏ।

ତୃତୀୟ ଟି ହେଉଛି ଜାନକୀ ମନ୍ଦିର ଏହା ଯେଉଁ ସହରରେ ଅଛି ତାହା ରାଜା ଜନକ ଙ୍କ ନାମ ଅନୁସାରେ ଜନକ ପୁରୀ ରଖା ଯାଇଥିଲା। ତାଙ୍କ ପୁତ୍ରୀ ଜାନକୀ ଙ୍କ ନାମରେ ଏହି ମନ୍ଦିରର ନାମ ଜାନକୀ ହୋଇଥିଲା। ସୁର ଦାସ୍ ଏହି ଆଧୁନିକ ଜନକ ପୁରୀ ର ସଂସ୍ଥାପକ ଥିଲେ। ଏହି ସ୍ଥାନରେ ରାଜା ଜନକ ମଧ୍ଯ ଶିବ ଧନୁ ପାଇଁ ତପସ୍ୟା କରିଥିଲେ।

ଚତୁର୍ଥ ଟି ହେଉଛି ଚଙ୍ଗୁ ନାରାୟଣ ମନ୍ଦିର । ନେପାଳର ଉଚ୍ଚ ପାହାଡ଼ ଉପରେ ଏହି ମନ୍ଦିର ଉପସ୍ଥିତ ଅଟେ। ଏହି ମନ୍ଦିରକୁ ଭଗବାନ ବିଷ୍ଣୁ ଙ୍କ ସବୁ ଠାରୁ ପ୍ରାଚୀନ ମନ୍ଦିର ଭାବରେ ଜଣା ଯାଇଥାଏ। ଏହି ମନ୍ଦିରରେ ଚିର ଶଯ୍ୟା ରେ ସୋଇଥିବା ଭଗବାନ ବିଷ୍ଣୁ ଙ୍କ ମୂର୍ତ୍ତି ମଧ୍ୟ ଅଛି। ଏହି ମନ୍ଦିରକୁ UNESCO ବିଶ୍ଵ ଧର୍ମ ସୂଚୀ ରେ ମଧ୍ୟ ସାମିଲ୍ କରିଛି।

ପଞ୍ଚମ ଟି ହେଉଛି ବୁଦ୍ଧନିଲକଣ୍ଠା ମନ୍ଦିର। ଏହି ମନ୍ଦିର ମଧ୍ୟ ଭଗବାନ ବିଷ୍ଣୁ ଙ୍କ ମନ୍ଦିର ଅଟେ। ଏହି ମନ୍ଦିରରେ ସବୁ ମାନସିକ ମଧ୍ଯ ପୂର୍ଣ୍ଣ ହୋଇଥାଏ। ଏହି ମନ୍ଦିରରେ ଏକ ପାଣି କୁଣ୍ଡ ଅଛି ଓ ସେଥିରେ ଭଗବାନ ବିଷ୍ଣୁ ଙ୍କ ବିଶାଳ କଳା ରଙ୍ଗର ମୂର୍ତ୍ତି ଅଛି। ବର୍ଷ କୁ ଥରେ ଏପରି ହୁଏ କି ଭଗବାନ ବିଷ୍ଣୁ ଙ୍କ ଛାଇ ରେ ଭଗବାନ ଶିବ ନଜର ଆସିଥାନ୍ତି।

ତେବେ ବନ୍ଧୁଗଣ ଏହି ମନ୍ଦିର ଗୁଡ଼ିକର ମହିମା ସମ୍ପର୍କ ରେ ଜାଣି ଆପଣଙ୍କୁ କିଭଳି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ