Movie prime

ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ବୈଜ୍ଞାନିକ ମାନେ ମଧ୍ୟ ଦେଖି ଚିନ୍ତାରେ ଏହାର ନିରାକରଣ ପାଇଁ ସମସ୍ତେ ଦେଇଦେଲେଣି ମୁଣ୍ଡରେ ହାତ

 
rte4

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରାକୃତିକ ବିପର୍ଯ୍ୟୟ କେତେ ମାତ୍ରା ରେ କ୍ଷତି କାରକ ଅଟେ ଏହା କ୍ଷଣିକ ମଧ୍ୟରେ ସବୁ ନଷ୍ଟ ଭ୍ରଷ୍ଟ କରି ଦେଇ ଥାଏ। କୋଟି କୋଟି ଟଙ୍କାର କ୍ଷତି ମଧ୍ୟ କରିଦେଇ ଥାଏ। ଜନ ସାଧାରଣ ମାନେ ନାହିଁ ନଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାଆନ୍ତି। ତେବେ ଚାଲନ୍ତୁ ବନ୍ଧୁଗଣ ଚାଲନ୍ତୁ ଜାଣିବା ୭ ଟି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଯାହାକି ଅନେକ କ୍ଷୟ କ୍ଷତି ଘଟାଇ ଥିଲା।

Water spout ଏହି ନାମ ଆପଣ ମାନେ ପ୍ରଥମ ଥର ଶୁଣୁ ଥିବେ ଏହା Tarnado ଭଳି ହୋଇଥାଏ। ଏହା ମଧ୍ୟ ପାଣି ମଧ୍ୟରେ ସୃଷ୍ଠି ହୋଇଥାଏ। ଏହା ଅନେକ ସମୟ ପାଣି ମଧ୍ୟରେ ଦେଖା ଯାଇଥାଏ ଓ ବେଳେ ବେଳେ ଏହା ସ୍ଥଳ ଭାଗ ଛୁଇଁଲେ ଅନେକ କ୍ଷୟ କ୍ଷତି କରିଥାଏ।

Typhoon ଏହା ଏତେ ଶକ୍ତି ଶାଳୀ ହୋଇଥାଏ କି ଏହା ସାମ୍ନାରେ ଆସିବା ସମସ୍ତ ଜିନିଷକୁ ଏହା ଧ୍ଵଂସ କରିଦେଇ ଥାଏ। ଇଣ୍ଡୋନେସିଆ ରେ ଏଭଳି ଏକ Typhoon ଦେଖିବାକୁ ମିଳିଥିଲା।

ଏହାପରେ ଆସୁଛି Tarnado ଗୋଟିଏ Tarnado ୧.୫ କିମି ଚଉଡ଼ା ହେବା ସହ ୮୦ କିମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଆମେରିକା ର ମିଆମି ରେ ଏଭଳି ଏକ Tarnado ଆସିଥିଲା ଯାହାକି ସମୁଦ୍ର ରୁ ସୃଷ୍ଠି ହୋଇଥିଲା ଓ ଧୀରେ ଧୀରେ ସହର ଆଡ଼କୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା।

ଏହାପରେ ଆସୁଛି land slides ଏହା ପ୍ରବଳ ବର୍ଷା ଯୋଗୁଁ ହୋଇଥାଏ ଅତ୍ୟଧିକ ବର୍ଷା ଯୋଗୁଁ ଏପରି ହୋଇଥାଏ। ଏଥି ଯୋଗୁଁ ମାଟି ଅତଡା ମଧ୍ୟ ଖସି ଥାଏ ଯାହାକି ଅତ୍ୟନ୍ତ କ୍ଷୟ କାରୀ ହୋଇଥାଏ।

Volcano ଯେତେବେଳେ ଟେକ୍ଟନିକ ପ୍ଲେଟ ରେ ପରିବର୍ତନ ଘଟିଥାଏ ସେତେବେଳେ ଏଭଳି ପରିସ୍ଥିତି ଦେଖା ଦେଇଥାଏ। ଏଥି ଦ୍ବାରା ସୁରଙ୍ଗ ରୁ ନିଆ ଅଚାନକ ବାହାରି ଥାଏ ଏହା ଅତ୍ୟନ୍ତ ଖତରନାକ୍ ହୋଇଥାଏ।

Tsunami ଭୂମିକମ୍ପ ର ତୀବ୍ରତା ଅଧିକା ହେଲେ ସମୁଦ୍ରରେ ଜୋରେ ଢେଉ ଉଠିବାକୁ ଲାଗେ ଓ ଏଥି ଯୋଗୁଁ Tsunami ଦେଖିବାକୁ ମିଳେ ଏହା ଅତ୍ୟନ୍ତ ଭୟଙ୍କର ହୋଇଥାଏ। ଏହାପରେ ଆସୁଛି Earth quake ଏହା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ସର୍ବ ପ୍ରଥମେ ହୋଇଥାଏ। ଏଥି ଯୋଗୁଁ ମଧ୍ୟ ସମସ୍ତ ଧନ ଜୀବନ ନଷ୍ଟ ଭ୍ରଷ୍ଟ ହୋଇଯାଇ ଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.