Movie prime
ବଦଳିବ ଯୁଗ ଚନ୍ଦ୍ରରୁ ମଙ୍ଗଳ ଯିବାପାଇଁ ହେବ ଟ୍ରେନ ମାଧ୍ୟମରେ ବ୍ୟବସ୍ଥା ଦେଖନ୍ତୁ କେତେ ଉନ୍ନତି କଲାଣି ଯୁଗ Special Report
 
Special report
ସାଧାରଣ ଭାବରେ ଆପଣମାନେ ଅନ୍ତରାଜ୍ୟ ଟ୍ରେନ ଏବଂ ଟ୍ରେନ ଚଳାଚଳ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ ବିଷୟରେ ଜାଣିଥିବେ।ଯେତେବେଳେ ଆମେ କୌଣସି ଜିଲ୍ଲା କି ରାଜ୍ୟ କୁ ଯାଇଥାନ୍ତି ତାହେଲେ ଟ୍ରେନ କି ବସ୍ ରେ ଯିବା ଆସିବା କରୁଥାନ୍ତି।ଏମିତି କି ଅନ୍ୟ ରାଜ୍ୟକୁ ଗଲେ ବିମାନ ରେ ମଧ୍ୟ ଯାଇଥାନ୍ତି।କିନ୍ତୁ ଯଦି ବିଦେଶ କୁ ଯାତ୍ରା କରିବାର ଥାଏ ତାହେଲେ ସାଧାରଣ ଭାବରେ ଆମେ ବିମାନ ରେ ହିଁ ଯାତ୍ରା କରିଥାଉ।
କିନ୍ତୁ ଏଠାରେ ଆପଣ ମାନେ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ କିମ୍ବା ଅନ୍ୟ ରାଜ୍ୟକୁ ଯିବେ ନାହିଁ।ଗୋଟିଏ ଗ୍ରହ ରୁ ଅନ୍ୟ ଗ୍ରହ କୁ ଯିବେ।ତାହା ପୁଣି ଟ୍ରେନ ହିଁ ଯିବେ।ଏହିକଥା ଶୁଣି ଆପଣମାନେ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହୋଇଥିବେ।ପୃଥିବୀ,ଚଦ୍ର ଆଉ ମଙ୍ଗଳ ଏହି ତିନୋଟି ଗ୍ରହ ଭିତରେ ଆନ୍ତଗ୍ରହ
ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଅଛି।ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।
ଜାପାନ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ପୃଥିବୀ ପରି ବାସ ଯୋଗ୍ୟ ପରିବେଶ ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।ଏହାସହିତ ପୃଥିବୀ,ଚଦ୍ର ଆଉ ମଙ୍ଗଳ ଏହି ତିନୋଟି ଗ୍ରହ କୁ ସଂଯୋଗ କରିବାକୁ ଆନ୍ତଗ୍ରହ ଟ୍ରେନ ମଧ୍ୟ ଚଳାଚଳ କରିବାକୁ ସେବା ଆରମ୍ଭ କରିବେ ବୋଲି ଯୋଜନା କରାଯାଇଛି। ଏହି ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ବାସ୍ତବରେ ସତ ଅଟେ।
ଏହି ପ୍ରୋଜେକ୍ଟ ପାଇଁ ଜାପାନ ର କିୟୁଟୋ ୟୁ ନି ଭର ସିଟି ର ଅନୁସନ୍ଧାନ କାରୀ ମାନେ ଏକ କମ୍ପାନୀ ସହିତ ହାତ ମିଳାଇଛନ୍ତି।ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଏହି ଘଟଣା ଶୁଣିବା ପରେ ଅନେକ ଲୋକ ଆଲୋଚନା ମଧ୍ୟ କରୁଛନ୍ତି।ଏହା ଆରମ୍ଭ ହେବାକୁ ଯାଉଅଛି।ଗୋଟିଏ ଗ୍ରହ ରୁ ଅନ୍ୟ ଗ୍ରହ କୁ ଯିବେ ତାହା ପୁଣି ଟ୍ରେନ ରେ।