Movie prime

ଏଥର UPI ରେ ଲାଗିବ ଲିମିଟ! ଦେଖନ୍ତୁ କଣ ଆସିଲା ନୂଆ ଅପଡେଟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ଖବର ପାଇଥିବେ ।
ଆଜିକା ଦୁନିଆରେ ଲୋକମାନେ ଯେଉଁ ଆଡ଼େ ଯାଉଛନ୍ତି ବା ଯାହା କିଣାକିଣି କରିଥାନ୍ତି ସେ ଯଦି ଘରୁ ପଇସା ନେଇ ନଥିବେ ମୋବାଇଲ୍ ନେଇଥିଲେ ସେ ସବୁକିଛି ସପିଙ୍ଗ କରିପାରିବେ । ଆଜିକା ସମାଜରେ ମୋବାଇଲ୍ ଥିଲେ ଲୋକମାନେ ସବୁ ଜିନିଷ ଆଣିପାରିବେ ।
ଆପଣମାନେ ସମସ୍ତେ ତ ମୋବାଇଲ୍ ମାଧ୍ୟମରେ ଫୋନ ପେ, ଗୁଗଲ ପେ, ପେଟିଏମ, ଆଦି ଅନେକ ଆପ ମାଧ୍ୟମରେ ଆମେ ଆମ ବ୍ୟାଙ୍କ୍ ଆକାଉଣ୍ଟ ସେଥିରେ ଲିଙ୍କ୍ କରି ଯେଉଁଠି ଟଙ୍କା ଦରକାର ଯଦି ପାଖରେ ପଇସା ନାହିଁ
 ତାହେଲେ ଏହା ସାହାଯ୍ୟରେ ଆମେ ସବୁକିଛି କରିପାରିବା । ଏବେ ଏହି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ଏହି UPI ବିଷୟରେ ଅନେକ କଥା ଜାଣିପାରିବେ । 
ଲୋକମାନେ ମୋବାଇଲ୍ ଫୋନ ଧରି ସବୁଆଡେ ଯାଇଥାନ୍ତି । ଆପଣ ଯଦି ଏହି UPI ଆପ ଗୁଡ଼ିକ ବ୍ୟବହାର କରୁଛନ୍ତି ତାହେଲେ କିଛି କଥା ଜାଣି ରଖନ୍ତୁ । UPI ପେମେଣ୍ଟରେ ଅତିଶୀଘ୍ର ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।
ଏହାର ପ୍ରଭାବ ଅନେକ ୟୁଜର୍ସମାନଙ୍କ ଉପରେ ପଡ଼ିବ । ଆଜିକା ସମୟରେ ପ୍ରାୟ ସମସ୍ତ ଲୋକ UPI ଆପ୍ ଦ୍ଵାରା ସବୁ କିଛି କାମ କରୁଛନ୍ତି ।
ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବା NPCI ଥାର୍ଡ ପାର୍ଟି ଆପ୍ଲିକେସନ୍ ପ୍ରୋଭାଇଡରେ ଭଲ୍ୟୁମ୍ କ୍ୟାବକୁ ୩୦% ଫିକ୍ସ କରାଯାଇଛି ।
ଯାହାଦ୍ଵାରା UPI ପେମେଣ୍ଟ ଆଉ ଆପଣମାନେ ମନ ଇଚ୍ଛା ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ । ଆଗରୁ ଆପଣମାନେ ଯେଭଳି ମନ ଇଚ୍ଛା ଏହି ଆପ ମାଧ୍ୟମରେ ଟ୍ରାଞ୍ଜାକ୍ସନ୍ କରୁଥିଲେ କିନ୍ତୁ ଏହା ଏବେ ଲିମିଟ କରିଦେଇଛି ।
ଏକ ଲିମିଟ୍ ଅନୁସାରେ ଆପଣ ଏହି ଆପ ବ୍ୟବହାର କରିପାରିବେ । ଏବେ ଏହାର ନିଷ୍ପତ୍ତି ହୋଇନାହିଁ । RBI ବ୍ୟାଙ୍କ୍ ସହ କଥା ହୋଇ ଏହି ଲିମିଟ୍ ତିଆରି କରାଯିବ ।
ଏବେ ଏହି ବିଷୟରେ ଆଉ କିଛି ସୂଚନା ଆସିନାହିଁ । ଏହା ଲାଗୁ ହେବା ପରେ ଲିମିଟ ଅନୁସାରେ ଆପଣ ଏହି UPI ଆପ ବ୍ୟବହାର କରିପାରିବେ ।