Movie prime

ଆଶ୍ଚର୍ଯ୍ୟ ଏହି ଉଡାଜାହାଜ ଉଡୁଛି ମାତ୍ର ଗୋଟେ ଡେଣା ରେ, ଭିଡିଓ ଦେଖନ୍ତୁ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ସ୍ଥାନର ଘଟଣା ଦେଖିପାରିବେ ।
ଏହି ସୋସିଆଲ ମିଡ଼ିଆ ଲୋକମାନଙ୍କୁ ସବୁ ପ୍ରକାରର ଖବର ଦେଇଥାଏ । ଏହି ସୋସିଆଲ ମିଡ଼ିଆ ଯୋଗୁଁ ଅନେକ ଲୋକ ଅନେକ ପ୍ରକାରର କଥା ଆଉ ଅନେକ ସ୍ଥାନର ଘଟଣା ବିଷୟରେ ଜାଣିପାରିବେ । ଏବେ ଏରୋପ୍ଲେନ୍ ଘଟଣାକୁ ନେଇ ଏକ ଖବର ଆସିଛି । 
ଆପଣମାନେ ତ ସମସ୍ତେ ଏରୋପ୍ଲେନକୁ ନେଇ ଅନେକ ପ୍ରକାରର ଖବର ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏରୋପ୍ଲେନକୁ ନେଇ ଅନେକ ଖବର ଶୁଣିଥିବେ କିନ୍ତୁ ଏହି ଖବର ସବୁଠାରୁ ଅଲଗା ।
ଆପଣମାନେ ସମସ୍ତେ ଜାଣିଥିବେ ଉଡାଜାହାଜ ତାର ଦୁଇଟି ପଙ୍ଖାକୁ ଧରି ଉଡାଣ ଭରିଥାଏ । କିନ୍ତୁ ଏହି ଭିଡିଓରେ ଆପଣମାନେ ଶୁଣିପାରିବେ କି ଏହି ଉଡାଜାହାଜ ଗୋଟିଏ ପଙ୍ଖାରେ ଉଡାଣ ଭରୁଛି । ଏହି ଘଟଣା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । 
ଏହି ଘଟଣା ହେଉଛି ୨୭ ଡିସେମ୍ବର ୧୯୯୧ ମସିହାର । ଏହି ଉଡାଜାହାଜ ସ୍ଵିଡେନ ଠାରୁ ପୋଲାଣ୍ଡକୁ ଉଡାଣ ଭରିବା ପାଇଁ ଯାଉଥିଲା । ଏହି ଉଡାଜାହାଜ ପୁରା ନୂଆ ଥିଲା । ଏହି ପ୍ଲେନ ୨୭ ଡିସେମ୍ବର ପୂର୍ବଦିନ ଉଡାଣ ଭରିଥିଲା ।
ଆଉ ସାରା ରାତି ପ୍ଲେନ୍ ଏମିତି ବାହାରେ ରହିଥିଲା । ଆଉ ଏହାପରେ ସେ ଉଡାଣ ଭରିଥିଲା । ସେତେବେଳେ ତାପମାତ୍ରା ବହୁତ କମ୍ ଥିଲା । ଏହି ସମୟରେ ତାପମାତ୍ରା '୦' ଡିଗ୍ରୀ ଠାରୁ କମ୍ ଥିଲା । ସେଥିପାଇଁ ଏହି ଉଡାଜାହାଜର ଦୁଇଟି ୱିଙ୍ଗରେ ବରଫ ଜମି ଯାଇଥିଲା । 
ଶୀତଦିନେ ଏହା ହୋଇଥାଏ । ଆଉ ବିମାନରେ ବରଫ ଜମିଲେ ଏହାକୁ ସଫା କରାଯାଏ । ଏହି ପ୍ଲେନର ୱିଙ୍ଗକୁ ସଫା କରାଗଲା । ଏହାପରେ ଏହା ଉଡାଣ ଭରିବାକୁ ରେଡ୍ଡୀ ହୋଇଗଲା । ପ୍ଲେନ ବହୁତ ଭଲରେ ଚାଲୁଥିଲା ।
ପ୍ଲେନ ଉଡ଼ିବାର ୩୯ ସେକେଣ୍ଡ ପରେ ଏହି ପ୍ଲେନରେ ତ୍ରୁଟି ଦେଖାଗଲା ଆଉ ଏହା ପାଇଲଟ ଜାଣିପାରିଲେ । ପ୍ଲେନର ବାମ ପାଖ ଇଞ୍ଜିନରେ ତ୍ରୁଟି ଦେଖାଗଲା । ୭୮ ସେକେଣ୍ଡ ପରେ ଏହାର ଦୁଇଟି ଆଡଜଷ୍ଟ କରିବା ବନ୍ଦ କରିଦେଲେ । ସେତେବେଳକୁ ପ୍ଲେନ ୩୨୦୦ ଫୁଟ ଉପରେ ଉଡୁଥିଲା । 
ଏଥିରେ ଅସୁବିଧା ଦେଖା ଯିବାରୁ ବସିଥିବା ଯାତ୍ରୀ ଏବଂ ଚଲାଉଥିବା ପାଇଲଟ ବହୁତ ଭୟ କରିଲେ ଆଉ ଚିନ୍ତା କରିଲେ । ଏହାପରେ ଏହି ବିମାନକୁ ଲ୍ୟାଣ୍ଡ କରିବା ପାଇଁ ଅନୁମତି ମାଗିଲେ ।
ଆଉ ଏହାପରେ ଆଖପାଖରେ ଥିବା ଏମିତି ଏକ ସ୍ଥାନ ପାଇଲଟ ଦେଖିଲେ ଆଉ ସେଠାରେ ଏହି ବିମାନକୁ ଲ୍ୟାଣ୍ଡ କରିବା ପାଇଁ ଭାବିଲେ । ସେହି ଜଙ୍ଗଲରେ ଅନେକ ଗଛ ଥିଲା ।
ଆଉ ପ୍ଲେନ କ୍ରାସ୍ ବି ହୋଇଯାଇ ଥାନ୍ତା କିନ୍ତୁ ସେଠାରେ ଏହି ପାଇଲଟ ମାନେ ସେଠାରେ ଲ୍ୟାଣ୍ଡ କରିଲେ । ଆଉ ସମସ୍ତ ଯାତ୍ରୀ ସୁରକ୍ଷିତରେ ଥିଲେ ।