Movie prime

ଧ୍ଵଂସ ହେବାରେ ଲାଗିଛି Ukrain ସାହାର୍ଯ୍ୟ ଅପେକ୍ଷାରେ ୟୁକ୍ରେନ ଦେଶ ବିନା ଦୋଷରେ ଯାଉଛି ନିରୀହ ଜୀବନ

 
Ukraine
ବଢୁଛି ଋଷ ଓ ୟୁକ୍ରେନ ଯୁଦ୍ଧ ର ବର୍ବରତା। ଥମିବାରନାଁ ନାଉନି ଏହି ଆତଙ୍କର ଭୟ।ବିଶ୍ଵ କୁ ସ୍ତବ୍ଧ କରୁଛି ୟୁକ୍ରେନ ର ନର ସଂହାର। ଗ-ଣ- ହ- ତ୍ୟା ର ଦେଖିବାକୁ ମିଳୁଛି ଲୋମ ଟଙ୍କୁରା ଦୃଶ୍ୟ। ଏବେ ମୃତ୍ୟୁ ର ଇଲାକା ପାଲଟିଛି ମାରିୟୁପୂଲ୍।ରୁଷ ସେନାର ଆକ୍ରମଣରେ ୧୦ ହଜାରରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ।
ସପ୍ତାହ ରୁ ଅଧିକା ଦିନ ହେବା ମାରିୟୁପୁଲ ଉପରେ
ଆକ୍ରମଣ ଜାରି ରଖିଛି ରୁଷ ସେନା । ମୃ- ତ୍ୟୂ ସଂଖ୍ୟା ୨୦ ହାଜର ମଧ୍ୟ ଟପି ପରେ ବୋଲି ଆଶଂକା କରିଛନ୍ତି ମାରିପୂଲ୍ ମେୟର। ଏବେବି ଏକ ଲକ୍ଷ କୋଡିଏ ହଜାର ନାଗରିକ ମରିପୂଲ୍ ରେ ଫସି ରହିଛନ୍ତି। ମୃ-ତ୍ୟୁ ସଂଖ୍ୟା ଲୁଚାଇବାକୁ ନୁଆ ଚାଲ୍ କରିଛି ପୁଟିନ ସେନା। ମୃ-ତ ଦେହ କୁ ସପିଂ ମଲ୍ ର ଷ୍ଟୋରେଜ ରେ ଲୁଚେଇ ରଖା ଯାଉଛି।
ଷ୍ଟକ୍ ରେ ମୋବାଇଲ ସେମେସନ୍ ପ୍ରୋଗ୍ରାମ କରାଯାଇ ମୃତ ଦେହ କୁ ପୋଡ଼ା ଯାଉଅଛି। ମିଶାଇଲ ଏବଂ ବୋମା ମାଡ଼ ରେ ଛାରଖାର ହେଉଛି। ଏହି ହତ୍ୟା ର ବିଭିନ୍ନ କାରଣ ଅଛି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ କର୍ନେଲ ପ୍ରଶାନ୍ତ ସିଂହ। ମାରୀୟାପୂଲ୍ ହେଉଛି ଏକ ବୋଟ ସିଟୀ ଋଷୀୟା ଚାହୁଁଚି ମାରୀୟପୂଲ୍ ଦେଇ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ।
ତେଣୁ ସେ ମରୀୟପୂଲ୍ କୁ ଆଗ ଧ୍ଵଂସ କରିବାକୁ ଚାହୁଁଚି। ସାଧାରଣ ଲୋକ ଙ୍କ ହ-ତ୍ୟା ପଛର କାରଣ ବହୁତ ଗୁଡାଏ ରହିଛି। କିନ୍ତୁ ଏହି ସାଧାରଣ ଲୋକ ମାନଙ୍କ ମୃ-ତ୍ୟୁ ରଏକ ମାତ୍ର ଦୟୀ ହେଉଛି ଋଷ। ପୂର୍ବରୁ ମଧ୍ୟ ଧନସମ୍ପତି ଅନେକ ନଷ୍ଟ ହେଉଥିବା ବେଳେ ବର୍ତ୍ତମାନ ସାଧାରଣ ନାଗରିକ ଙ୍କ ମୃ-ତ୍ୟୁ ସମସ୍ତଙ୍କୁ ଚିନ୍ତା ରେ ପକାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.