Movie prime

Russia Ukraine ଯୁଦ୍ଧରେ ଆହୁରି ଦରକାର ହତିଆର ହତିଆର୍ ଦିଅ ଯୁଦ୍ଧ କରିବି zelenskyy

 
HTHRFTGH

ନମସ୍କାର ପାଠକ ବନ୍ଧୁ ଗଣ। ୟୁକ୍ରେନ କୁ ଦରକାର ଆହୁରି ହତିଆର। ଆମେରିକା, ଜର୍ମାନୀ, ପୋଲାଣ୍ଡ,
Uk, କ୍ୟାନେଡ଼ା ଭଳି ଦେଶ ସମେତ ଋଷ୍ ଓ ୟୁକ୍ରେନ ଯୁଦ୍ଧ ବିପକ୍ଷ ରେ ୟୁକ୍ରେନ କୁ ସହଯୋଗ ଯୋଗାଇ ଆସୁଛନ୍ତି। ରାଇଫଲ ଓ ଆତ୍ରିଲାରି ଯୋଗାଇଛି ଆମେରିକା ଏବଂ ୟୁକ୍ରେନ କୁ ୫୦ ମିଲି ର  ଗୁଳି ପଠାଇଛି କ୍ୟାନେଡ଼ା।

ଗ୍ରୀସ, ପୋଲାଣ୍ଡ, ପର୍ତ୍ତୁଗାଲ, ନେଦରଲାଣ୍ଡ, ରୋମାନିଆ ଏବଂସ୍ଲୋଭେନିଆ ମଧ୍ୟ ସାମରିକ ସହାୟତା ଯୋଗାଇ ଦେଉଛନ୍ତି। ଯୁଦ୍ଧ ଲମ୍ବା ଚାଲିଛି
ଏପଟେ ଜି ୭ରେ ଅପିଲ କରିଛନ୍ତି ଜେଲନିସ୍କ ଏପଟେ ଅସ୍ତ୍ର ଶସ୍ତ୍ର ପାଇଁ ସହଯୋଗ ମାଗିଛନ୍ତି ଏବଂ ସେ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଯୁଦ୍ଧ ଶେଷ କରିବା ପାଇଁ ଅପିଲ କରିଛନ୍ତି।

G7 ରାଷ୍ଟ୍ର  ସମୂହ ୟୁକ୍ରେନ କୁ ଦୁଇ ଲକ୍ଷ ୨୫ ହଜାର  କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି ସେପଟେ ୟୁକ୍ରେନ ର ରାଜଧାନୀ କିଭ ଏବଂ କାର୍କିଭ୍ ଓଡ଼ିଶା ଉପରେ ୬୨ ଟି ମିଶାଇଲ ମାଡ କରିଛି ଋଷ ସେବୋଡୋନସ୍କ ମାଡ ପରେ ଆଗକୁ ଅଗ୍ରସର ହେଉଛି ଋଷ ସେନା। ସହର ବାସୀ ଙ୍କୁ ସୁରକ୍ଷା ସ୍ଥାନ କୁ ଯିବା ପାଇଁ ଅପିଲ କରିଛନ୍ତି।

ଏପଟେ ଋଷ ସେନା କୁ ଜବାବ ଦେବା ପାଇଁ ୟୁକ୍ରେନ  ଅସ୍ତ୍ର ଶସ୍ତ୍ର ପାଇଁ ଅପିଲ କରିଛନ୍ତି। ଋଷ ସେନା କୁ ମୁଁହ ତୋଡ ଜବାବ ଦେଉଛି ୟୁକ୍ରେନ। ପୁର୍ବ ୟୁକ୍ରେନ ରେ ଜର୍ମାନୀ ର ମିଶାଇଲ୍ ବ୍ଯବହାର ହେଉଛି। ଏବଂ ଗୋଟେ ଦିନ ରେ ହିଁ ୧୫୦ ଜଣ ଋଷ ସୈନ୍ୟ ନିହତ ହୋଇ ଛନ୍ତି। ତେବେ ବନ୍ଧୁଗଣ ଦେଖା ଯାଉ ଆଗକୁ ଏହି ଯୁଦ୍ଧ କେଉଁ ମୋଡ ନେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.