Movie prime

ସୂର୍ଯ୍ୟଙ୍କୁ ଚାହିଁଛି କାନ୍ଧି ଏହା ହେଉଛି ଅପୂର୍ବ ରାମ କଦଳୀ ପଦ୍ମ ପାଖୁଡ଼ା ପରି ହୋଇଛି ଫୁଲ

 
ertr

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସାରା ଦୁନିଆରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଆଉ ଐତିହାସିକ ଘଟଣା ସବୁ ଦେଖିଥିବେ । ଯାହାକି ଆପଣ ଏବେ ସୋସିଆଲ ମିଡ଼ିଆ ସାହାଯ୍ୟରେ ବିଶେଷ ଭାବରେ ଦେଖିବାକୁ ପାଉଥିବେ । ଆଉ ଏମିତି କିଛି ଘଟଣା ଆମ ଓଡ଼ିଶାରେ ମଧ୍ୟ ଅଛି । ଆଉ ଏମିତି କିଛି ଜିନିଷ ଅଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଭାବିବେ ଏହା କିପରି ସମ୍ଭବ ହେଲା । ଆଉ ଏହା କଣ ସତରେ ଏମିତି । ଆପଣଙ୍କ ମନରେ ଏହିପରି ଅନେକ ପ୍ରକାରର ଭାବନା ଆସିବ । ଆଉ ପୃଥିବୀରେ ଏମିତି କିଛି ଆଶ୍ଚର୍ଯ୍ୟ ଜନକ ଏବଂ ଐତିହାସିକ ସ୍ଥାନ ଆଉ ଜିନିଷ ଅନେକ ଅଛି । 


ଆଉ ସେଥିରୁ କିଛି କିଛି ଲୋକଙ୍କ ପାଖରେ ପହଞ୍ଚାଇବାକୁ ମିଡ଼ିଆ ଭାଇମାନେ ବହୁତ କଷ୍ଟ କରୁଛନ୍ତି । ଫେସବୁକ୍ ହେଉ ବା ୟୁଟ୍ୟୁବ ସାରା ଦୁନିଆରେ କୌଣସି ନା କୌଣସି ଏମିତି ଜିନିଷ ଅଛି ଯାହା ପଛରେ କିଛି ବିଶେଷ କାରଣ ଅଛି । ଆଉ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଆପଣମାନେ ଏହି ଭିଡିଓରେ ଦେଖିବାକୁ ପାଇବେ ଯେ ଏକ ଅଦ୍ଭୁତ ପ୍ରକାରର କଦଳୀ ଗଛ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଯାଇଛି । ଆଉ ଏହି ସ୍ଥାନରେ ଆହୁରି ମଧ୍ୟ ଦର୍ଶନୀୟ ସ୍ଥାନ ବା ବିଭିନ୍ନ ପ୍ରକାରର ଐତିହାସିକ ସ୍ଥାନ ମଧ୍ୟ ଅଛି ।


ଆଉ ଆପଣମାନେ ଏହି କଦଳୀ ଗଛକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କଦଳୀ ଗଛଟି ଉପରକୁ ଉଠିଛି ଆଉ ଏଥିରେ କଦଳୀ କଷି ହୋଇଛି । ଆଉ ଏହାସହ ଏହାର ପାଖୁଡ଼ା ଉପରକୁ ଅଛି ସତେ ଯେମିତି ଏହା ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ ଜଣାଉଛି । ଆଉ ଏହା ପଛରେ କିଛି କଥା ମାନ୍ୟତା ଅଛି । ଆଉ ମାନ୍ୟତା ଅଛି କି ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବନବାସ ପାଇଁ ଆସିଥିଲେ । ସେତେବେଳେ ଏହି ସ୍ଥାନରେ କଦଳୀ ଖାଇଥିଲେ । ଆଉ ସେ ମୁଞ୍ଜି ମଧ୍ୟ ରୋପଣ କରିଥିଲେ । ଆଉ ଏହାପରେ ଏହି ସ୍ଥାନରେ କଦଳୀ ଫଳିଥିଲା ।


ଆଉ ଏହି କଦଳୀକୁ ରାମ କଦଳୀ ବୋଲି ସେଠାକାର ଲୋକେ କୁହନ୍ତି । ଆଉ ଏହା ପାଖରେ ଏକ ସୁନ୍ଦର ଗୁମ୍ଫା ଆଉ ଏହାସହ ଝରଣା ମଧ୍ୟ ଅଛି । ଆଉ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଆଉ ଏଠାକୁ ବହୁତ୍ କମ୍ ପର୍ଯ୍ୟଟକ ଆସନ୍ତି । ଆଉ ସେଠାକାର ବାସିନ୍ଦା ଅନୁରୋଧ କରିଛନ୍ତି କି, ଏହି ପର୍ଯ୍ୟଟନ ସ୍ଥଳୀକୁ ଭଲ ରାସ୍ତାର ଉପାୟ କରିଲେ ଆହୁରି ଅନେକ ପର୍ଯ୍ୟଟକ ଆସିପାରନ୍ତି ।