Movie prime

ଯିଏ ଦେଖୁଛି ସିଏ ଆଶ୍ଚର୍ୟ୍ଯ ହେଉଛି ଭାବୁଚି ଏଟା କେଉଁ ଜିନିଷ କେଉଁଠୁ ଆସିଲା ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
rfgfdgb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ମଧ୍ୟ ଦୁନିଆ ରେ ଏଭଳି କିଛି ରହସ୍ୟ ମୟ ଜିନିଷ ଅଛି ଯାହାକୁ କି ଆଜି ପର୍ଯ୍ୟନ୍ତ କୌଣସି ବିଜ୍ଞାନୀକ କିମ୍ବା ଅନ୍ୟ କେହି ମହାପୁରୁଷ ମାନେ ତାହାର ଉତ୍ତର ଆଜି ପର୍ଯ୍ୟନ୍ତ ମଧ୍ଯ ପାଇ ନାହାଁନ୍ତି। ଆମେ ଆଜି ସେହି ସମ୍ପର୍କିତ କିଛି ତଥ୍ୟ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

The cape intruder ୨୦୦୫ ରେ ଏକ ବ୍ୟକ୍ତି ରାତି ସମୟରେ ଲୋକଙ୍କ ଘରକୁ ଯାଉଥିଲା ଓ ତାଙ୍କ ଘରୁ ଚୋରି କରୁନଥିଲା କି ତାଙ୍କର କୌଣସି ପ୍ରକାରର କ୍ଷତି ମଧ୍ୟ କରୁନଥିଲା ସେ କେବଳ ରାତ୍ରୀ ନସମୟରେ ଲୋକଙ୍କ ଆଖିକୁ ଟ୍ରଚ ମାରି ଦେଖୁଥିଲା ଓ ଦେଖିବା ପରେ ସେଠାରୁ ପାଳଇ ଯାଉଥିଲା। କୌଣସି ଲୋକ ମାନେ ତାଙ୍କୁ ଧରି ପାରି ନଥିଲେ ଓ ପୋଲିସ୍ ମଧ୍ୟ ତାର କିଛି ପତା ମଧ୍ୟ ପାଇନଥିଲେ।

The green children of woolpit ଏହା ହେଉଛି ଇଂଲଣ୍ଡ ର ଇତିହାସର ଏକ କଥା । ସେଠାର ଏକ woolpit ନାମକ ଏକ ଗ୍ରାମରେ ସେଠାରେ ଜଙ୍ଗଲି ପଶୁ ଦ୍ବାରା ଘେରି ହୋଇ ରହିଥିବା ଦୁଇଟି ପିଲା ଦେଖା ଦେଲେ ଓ ସେ ଦୁହିଁଙ୍କର ରଙ୍ଗ ମଧ୍ୟ ସବୁଜ ରଙ୍ଗର ଥିଲା।  ସେମାନେ କେବଳ ସବୁଜ ରଙ୍ଗର ପ୍ରାକୃତିକ ଶସ୍ୟ ହିଁ ଖାଉଥିଲେ ଏହାପରେ ଯେତେବେଳେ ବଡ଼ ହେବାରୁ ସାଧାରଣ ଖାଦ୍ୟ ଖାଇଲେ ସେତେବେଳେ ସେମାନଙ୍କର ରଙ୍ଗ ପରିବର୍ତ୍ତନ ହୋଇ ଗଲା।

Ningens ଏହା ଅଣ୍ଟଲେକ୍ଟିକ ସମୁଦ୍ରରେ ଦେଖିବାକୁ ମିଳିଥିଲା ଏହା ପ୍ରାୟ ୨୦ ରୁ ୩୦ ମିଟର ଲମ୍ବା ହୋଇଥିବା ବେଳେ ଧଳା ରଙ୍ଗ ଓ ମଣିଷ ଭଳି ଦେଖା ଯାଉଥିଲା।The tromp family ଏହି ପରିବାରର ସଦସ୍ୟ ମାନେ ଏକ ରୋଡ ଟ୍ରିପ ରେ ସାତ ଦିନ ପାଇଁ ଯାଇଥିଲେ ହେଲେ ତାପରେ ସେମାନେ କୁଆଡେ଼ ଗାଏବ ହୋଇଗଲେ ତାଙ୍କ ପତା କେହି ମଧ୍ୟ ପାଇଲେ ନାହିଁ।