Movie prime

୨ କୋଟିରେ ବିକ୍ରି ହେବ ଏହି ସମ୍ପୂର୍ଣ ଗାଁ ଦେଖନ୍ତୁ କାହିଁକି କାରଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Special Report
ଗାଁ ର ଦାମ୍ ୨ କୋଟି।ଏହାଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ମଧ୍ୟ ଏହା ବାସ୍ତବରେ ସତ ଅଟେ।ଜନଶୂନ୍ୟ ଗାଁ କୁ ସୁନ୍ ସାନ୍ ଅଞ୍ଚଳ। ତିନି ଦଶନ୍ଧି ରୁ ଏହି ଗାଁ ଟି ସୁନ୍ ସାନ୍ ହୋଇ ପଡ଼ିଛି।ଏହି ଗାଁ ରେ କେହି ବି ରହୁ ନାହାନ୍ତି।ଆଉ କାହାକୁ ଦେଖିବାକୁ ମଧ୍ୟ ମିଳୁନାହିଁ।ଏଠାରେ କାହାର କଥା ମଧ୍ୟ ଶୁଣା ଯାଉ ନାହିଁ।ଚାରିଆଡ଼େ କେବଳ ନିର୍ଜନ ହିଁ ନିର୍ଜନ। ଯୁଆଡେ ନଜର ପକାଇବେ ସିଆଡେ ଖାଁ ଖାଁ ହିଁ ଲାଗୁଛି।
ସମସ୍ତ ଅଞ୍ଚଳ କୁ ଯିଏ ଦେଖିବେ ସେ ଭୟଭୀତ ହୋଇ ପଡିବେ।୧୯୫୦ ମସିହାରେ ଏକ ବିଜୁଳି କମ୍ପାନୀ ଏହି ଗାଁ କୁ ନିର୍ମାଣ କରିଥିଲେ।ନିକଟବର୍ତ୍ତୀ ଡ୍ୟାମ ରେ କାମ କରୁଥିବା ଶ୍ରମିକ ମାନଙ୍କର ପରିବାର ବସବାସ କରିବା ଉଦ୍ଦେଶ୍ୟ ରେ ଏହି ଗାଁ ତିଆରି କରାଯାଇଥିଲା।ତେବେ ବିଗତ ତିନି ଦଶନ୍ଧି ରୁ ଅଧିକ ସମୟ ହେଲା ଗାଁ ଟି ଜନଶୂନ୍ୟ ହୋଇ ପଡ଼ି ରହିଛି। ସ୍ପେନ ର ଏକ ଗାଁ ଦୁଇ ଦଶମିକ ଏକ କୋଟି ଟଙ୍କାରେ ବିକ୍ରି ହେବ।
ଏହି ଗ୍ରାମଟି ସ୍ପେନ ର ପର୍ତ୍ତୁଗିଜ୍ ସୀମାରେ ଅବସ୍ଥିତ। ସ୍ପେନ ର ରାଜଧାନୀ ଠାରୁ ତିନି ଘଣ୍ଟାର ଯାତ୍ରା କରିବା ପରେ ଏହି ଗ୍ରାମଟି ପଡିବ।ଏହି ଗ୍ରାମରେ ୪୪ ଟି ଘର,ଗୋଟିଏ ହୋଟେଲ୍,ଗୋଟିଏ ଚର୍ଚ୍ଚ,ଗୋଟିଏ ସ୍କୁଲ୍ ଓ ସ୍ପୋର୍ଟସ ଏରିଆ ରହିଛି।କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଯେ ଏହି ଗ୍ରାମରେ ଏତେ ଘର ଥାଇ ମଧ୍ୟ କେହି ବସବାସ କରୁ ନାହାନ୍ତି।କିନ୍ତୁ ଏହି ଗ୍ରାମଟି ବର୍ତ୍ତମାନ ବିକ୍ରି କରାଯିବ।
ଦୁଇ କୋଟି ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡ଼ିଛି।ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଲୋକମାନେ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।କିନ୍ତୁ ସେହି ଗ୍ରାମର ଅବସ୍ଥା ଭଲ ନାହିଁ।ମରାମତି ହୋଇ ନଥିବା କାରଣରୁ କେତେବେଳେ ବି ଭାଙ୍ଗି ଯାଇପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.