Movie prime

ଝିଅ ପସନ୍ଦ କରୁଛି କି ନାହିଁ ଜାଣନ୍ତୁ କେବଳ ଏହି ଉପାୟରେ

 
Viral News

ଯୁବତୀ ମାନେ ଯଦି କାହାକୁ ଭଲ ପାଇଥାନ୍ତି ତାହେଲେ ତାଙ୍କୁ କହି ନଥାନ୍ତି।ସେ ଯାହା ଅନୁଭବ କରିଥାନ୍ତି ଲୁଚେଇ ଥାନ୍ତି।ତେଣୁ ଝିଅ ମାନେ ଯେତେବେଳେ କାହାକୁ ପସନ୍ଦ କରିବାକୁ ଲାଗିବେ ତାହେଲେ ସେ ଏମିତି କିଛି କରିଥାନ୍ତି ଯେଉଁଥିରେ ଆପଣମାନେ ଜାଣି ପାରିବେ ଯେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି।

ଏପରି ହେଲେ ଆପଣମାନେ ଝିଅ ମାନଙ୍କୁ ବହୁତ ଭଲରେ ଜାଣିବେ,ସେ ଆପଣକଂ ପ୍ରତି ଆଗ୍ରହୀ ଅଛନ୍ତି କି ନାହିଁ ଜାଣି ପାରିବେ।

ପ୍ରଥମ କାମ ହେଉଛି ଆପଣ ଯେଉଁ ଝିଅକୁ ଭଲ ପାଉଥିବେ ସେ ଆପଣଙ୍କ କାମରେ ସବୁବେଳେ ଦଖଲ ଦେଉଥିବେ,ତାଙ୍କର ବ୍ୟବହାର ଯେତେବେଳେ ଟିକେ ଅଜବ ଲାଗିବ,ନଚେତ ଅଧିକରୁ ଅଧିକ କାମ କରିବେ,ସାଙ୍ଗଙ୍କ ସହିତ କଥା ହେଉଥିବା ବେଳେ ମଧ୍ୟ ଆପଣଙ୍କ ପାଖରେ ଆସି ଛିଡା ହୋଇଯିବେ।
ଅଥଵା ଫୋନ ରେ କାହା ସହିତ କଥା ହେଉଥିବା ବେଳେ ଆପଣ କାହା ସହିତ କଥା ହେଉଛନ୍ତି ଜାଣିବାକୁ ଚେଷ୍ଟା କରିଥାନ୍ତି।
ଯଦି ଗୋଟିଏ ଝିଅକୁ ଏଭଳି ଦେଖିବେ ତାହେଲେ ଆପଣମାନେ ଜାଣି ଯିବେ ଯେ ସେ ଆପଣଙ୍କୁ ଲାଇକ କରୁଛନ୍ତି। କାରଣ ଗୋଟିଏ ଝିଅ ଯେତେବେଳେ ଜଣଙ୍କୁ ପସନ୍ଦ କରିବାକୁ ଲାଗିଥାଏ ସେତେବେଳେ ତାଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଚାହିଁଥାନ୍ତି।
ତାଙ୍କ ସୁଖ ଦୁଃଖରେ ରହିବାକୁ ଚାହିଁଥାନ୍ତି।ସେ କଣ କରନ୍ତି କଣ ନାହିଁ ତାଙ୍କର ବ୍ୟକ୍ତିଗତ ବିଷୟରେ ସବୁକିଛି ଜାଣିବାକୁ ଚାହିଁଥାନ୍ତି।କାରଣ ଏପରି ହେଲେ ଯାହାକୁ ଭଲ ପାଉଛନ୍ତି ସେ କେମିତି ଜାଣିପାରିବେ।
ଯଦି ଗୋଟିଏ ଝିଅ ଯେତେବେଳେ ଆପଣକଂ ସହିତ ଥିବା ବେଳେ ଫୋନ ବ୍ୟବହାର କରୁ ନଥିବେ ତାଙ୍କ ଫୋନ ସାଇଡ ରେ ରଖି ଦେଇଥିବେ ତାହେଲେ ଆପଣମାନେ ଜାଣିବେ ଯେ ଝିଅଟି ଆପଣଙ୍କୁ ପସନ୍ଦ କରୁଛି ଏବଂ ଆପଣଙ୍କ ସହିତ ସମୟ ବିତାଇବାକୁ ଚାହୁଁଛନ୍ତି।
କାରଣ ଆଜିକାଲି ଦୁନିଆରେ ସମସ୍ତେ ବେଶି ଫୋନ ବ୍ୟବହାର ହିଁ କରୁଛନ୍ତି।ତେଣୁ ଯଦି ଗୋଟିଏ ଝିଅ ଲାଇକ କରିବେ ତାହେଲେ ଆପଣକଂ ସହିତ ରହିଲେ ଫୋନ ବହୁତ କମ୍ ବ୍ୟବହାର କରିବେ।