Movie prime

ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ କରିଦେବା ଭଳି ଘଟଣା କଣ ସତରେ ସାମ୍ପୋ ରେ ....!

 
Viral News

ବର୍ତ୍ତମାନ ସାମ୍ପୁ କୁ ନେଇ ଏକ ବଡ଼ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।ଆପଣମାନେ ସାମ୍ପୁ ବ୍ୟବହାର କରୁଛନ୍ତି କି?ଯଦି ଆପଣ ସାମ୍ପୁ ବ୍ୟବହାର କରୁଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ।

କାରଣ ଯେଉଁ ମାନେ ସାମ୍ପୁ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି।ସାମ୍ପୁ ବ୍ୟବହାର ଦ୍ଵାରା ହୋଇପାରେ କ୍ୟାନସର ରୋଗ।ଏହା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି କଥା ଶୁଣିବା ପରେ ସମସ୍ତେ ଭୟଭୀତ ହୋଇ ପଡିଛନ୍ତି।କିନ୍ତୁ ଆଉ କିଛି ବ୍ୟକ୍ତି ଏହି ଖବର ଶୁଣିବା ପରେ ହସି କରି ଉଡାଇ ଦେଉଛନ୍ତି।ସାମ୍ପୁ ରେ ଥିବା ବେଞ୍ଜିନ୍ ଦ୍ଵାରା ମଣିଷ କୁ କ୍ୟାନସର ହୋଇପାରେ ବୋଲି ସୂଚନା ମିଳିଛି।
ଏହି କଥା ଜଣାଶୁଣା କମ୍ପାନୀ ୟୁନିଲିଭର ଏକାଧିକ ସାମ୍ପୁ ରେ କ୍ୟାନସର ସୃଷ୍ଟି କରି କେମିକାଲ ଥିବା ଜଣାପଡିଛି।ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଛନ୍ତିୟୁନିଲିଭର କମ୍ପାନୀ।
ରିପୋର୍ଟ୍ ଅନୁସାରେ ଏଥିରେ ବେଞ୍ଜିନ୍ ଥିବା ଜଣାପଡିଛି।୨୦୨୧ ମସିହାରେ ଏହି ସାମ୍ପୁ ଗୁଡ଼ିକ ତିଆରି ହୋଇଥିଲା।ଏବଂ ସମଗ୍ର ଦେଶକୁ ବିକ୍ରୟ ପାଇଁ ଦିଆଯାଇଥିଲା।
ବେଞ୍ଜିନ୍ ଦ୍ଵାରା ମଣିଷ ଙ୍କୁ କ୍ୟାନ୍ସର ହୋଇପାରେ।ବେଞ୍ଜିନ୍ ଅନେକ ଉପାୟରେ ମଣିଷ ଙ୍କ ଶରୀରରେ ପ୍ରବେଶ କରିପାରେ।ଏହା ଚର୍ମ, ନାକ ଓ ପାଟି ଦେଇ ଯାଇ ପାରିବ ବୋଲି କୁହାଯାଇଛି।ଏଥିରେ ବ୍ଲଡ଼ କ୍ୟାନ୍ସର ହୋଇପାରେ ବୋଲି ସମ୍ଭାବନା ରହିଛି।
ଲୋକମାନେ ଏଭଳି ଉତ୍ପାଦ ବଜାରରେ ବନ୍ଦ କରିବା ଦରକାର। ଏବଂ ସମସ୍ତେ ନିଜ ଟଙ୍କା ଫେରସ୍ତ ପାଇବା ପାଇଁ ୟୁନିଲିଭର ୱେବ୍ ସାଇଟ୍ ର ସହାୟତା ନେଇ ପାରିବେ।
କିନ୍ତୁ ଏନେଇ ୟୁନିଲିଭର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।ବର୍ତ୍ତମାନ ସମୟରେ ଏହି ଘଟଣାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଦର୍ଶକ ମାନେ ଏହି ଖବର ଦେଖିବା ପରେ ଭୟଭୀତ ହୋଇ ପଡିଛନ୍ତି।ସତର୍କ ରହିବାକୁ କୁହାଯାଇଛି।