Movie prime

କଣ ହେଲା ଯେତେବେଳେ ଅଲଗା ଦୁନିଆକୁ ଚାଲିଗଲା ପ୍ଲେନ ଦେଖନ୍ତୁ ମଣିଷ ବିଶ୍ୱାସ ବାହାରେ ସତ

 
Viral news
ନମସ୍କାର ପାଠକ ବନ୍ଧୁ ଗଣ। କୌଣସି ସାଧାରଣ ପ୍ଲ୍ୟେନ୍ ପରି ବ୍ରିଟିଶ ଏୟାର ପ୍ଲେନ ମଧ୍ୟ ସେହି ସାଧାରଣ ରୁଟ ରେ ୨୪ ଜୁନ୧୯୮୨ ୩୭ ହଜାର ଫିଟ୍ ଉପରେ ଉଡୁ ଥିଲା। ବିଲକୁଲ ସଫା ପାଗ ଅନୁକୂଳ ଥିଲା କିନ୍ତୁ ଅଚାନକ ରେ ପ୍ଲେନ ଚାରି ପଟେ ଅଜବ ଆଲୁଅ ଜଳୁଥିଲା।
ଯେମିତି ଲାଗୁଥିଲା ଯେ ପ୍ଲେନ ଟି ଅଲଗା ଏକ ଦୁନିଆ ରେ ପହଁଚି ଯାଇଥିଲା । ଯେମିତି ଲାଗୁଥିଲା ଯେ ପ୍ଲେନ ଟି ତାରା ଗୁଡ଼ିକ ମଧ୍ୟ ଦେଈ ସ୍ପେସ ରେ ଯାଉଛି । ତ କଣ ସତରେ ସେହି ପ୍ଲେନ ଟି ଅଲଗା ଦୁନିଆ ର ସଫର କରିବାକୁ ଯାଉଥିଲା । ଆଉ କେମିତି ସେହି ପ୍ଲେନ ର ପାଇଲଟ୍ ସେହି ପ୍ଲେନ କୁ ଭୂମି କୁ ଆଣି ଥିଲା। ଆସନ୍ତୁ ଜାଣିବା।
ବ୍ରିଟିଶ ଏୟାର ଲାଇନ 9 ପ୍ଲେନ୍ ମୁମ୍ବାଇ ରୁ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିଲା ଯେଉଁ ଥିରେ ୨୪୮ ଲୋକ ଆଉ ୧୫ ଜଣ ମେମ୍ବର ସାମିଲ ଥିଲେ ପ୍ଲେନ ୩ ଜଣ କ୍ୟାପଟେନ ଥିଲେ ପ୍ଲେନ ଟି ସମୁଦ୍ର ଉପରେ ଦେଈ ଭାରତ ର ସୀମା ଅତି କ୍ରାନ୍ତ କରୁ ଥିଲେ।
କ୍ୟାପେଟେନ କିଛି ସମୟ ପାଇଁ ଖାଇବା ପାଇଁ ଗଲା ସମୟ ରେ ଏଭଳି ଘଟଣା ଘଟିଲା ଯାହା ସେମାନେ କେବେ ବି କଳ୍ପନା କରି ନ ଥିଲେ। ସେମାନେ ଆସିଲା ବେଳକୁ ଦେଖିଲେ ପ୍ଲେନ ସାଇଡ ରେ ଧୁଆଁ ବାହାରୁଛି ଏବଂ ସ୍କ୍ରିନ୍ ରେ ଅଜବ ଆଲୋକ ଚମକୁଚି ସତେ ଯେମିତି ଆତିଶ ବାଜି ହେଉଛି ଯେମିତି ପ୍ଲେନ ଟି ସ୍ପେସ ରେ ପହଁଚି ଯାଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.