Movie prime

ସୌରମଣ୍ଡଳ ସ୍ୱର ରେକର୍ଡ କରି ବୈଜ୍ଞାନିକ ହେଇଗଲେ ଆବା କାବା ଏହା କେମିତି ସମ୍ଭବ ଆଜିବି ହୋଇପାରୁନି ସ୍ପଷ୍ଟ

 
trgrethg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହି ଭିଡିଓ ଅନେକ ପ୍ରକାରର କଥା ବିଷୟରେ ହୋଇଥାଏ । ଏହା କୌଣସି ରହସ୍ୟମୟୀ କଥା ହେଉ ବା କୌଣସି ମନ୍ଦିରର ପୁରୁଣା କଥା ହେଉ ବା କୌଣସି ମହାପୁରୁଷଙ୍କ କଥା ହେଉ ବା କୌଣସି ଭଗବାନଙ୍କ ବିଷୟରେ ହେଉ ବା କମେଡି ବା ମଜାଳିଆ କଥା ଉପରେ ହେଉ ବା ଅନ୍ୟାନ୍ୟ କୌଣସି ବିଷୟରେ ହେଉ ଆମେ ଏହାକୁ ଏହି ସୋସିଆଲ ମିଡ଼ିଆରେ ଅପଲୋଡ଼ ହେଉଥିବା ଭିଡିଓ ଦ୍ଵାରା ଆମେ ମାନେ ଜାଣିପାରିବା । 


ଆଉ ଏହି ଭିଡିଓ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାରର ଘଟଣା ବିଷୟରେ ଜାଣିପାରିବା । ଆସନ୍ତୁ ଜାଣିବା ସୂର୍ଯ୍ୟମଣ୍ଡଳରେ ଥିବା ସମସ୍ତ ଗ୍ରହ ମାନଙ୍କର ଆବାଜ୍ ବା ଶବ୍ଦ ବିଷୟରେ ।  ସୂର୍ଯ୍ୟ - ଏହା ସୌରମଣ୍ଡଳର ସବୁଠାରୁ ବଡ ତଥ୍ୟ । ଆଉ ଏହା ବାହାରକୁ ଶାନ୍ତ ଦେଖାଯାଉଥିଲେ ଏହା ଶାନ୍ତ ନୁହେଁ । ଆଉ ଏହାର ଶବ୍ଦ ବହୁତ ଅଧିକ ଅଟେ । ଆଉ ଏହା ଦୂରରେ ଥିବାରୁ ଆମେ ଏହାର ଶବ୍ଦ ଶୁଣି ପାରୁନନାହେଁ । ଏହା ବହୁତ ଗରମ ଅଟେ । ଏହାର ଶବ୍ଦ ପୋଲିସ ସାଇରନ ଭଳି ଆଉ ବହୁତ ଅଧିକ ଅଟେ । ଚନ୍ଦ୍ର ଗ୍ରହର କୌଣସି ଶବ୍ଦ ନଥାଏ । ସୌରମଣ୍ଡଳର ଶବ୍ଦ ବହୁତ ରହସ୍ୟମୟୀ ଅଟେ । 


ଆଉ ବୁଧ ଆଉ ୟୁରେନ୍ସ ଗ୍ରହର ଶବ୍ଦ ବହୁତ ଅଲଗା ଅଟେ । ସବୁ ଗ୍ରହର ଶବ୍ଦ ଅଲଗା ଅଲଗା ଅଟେ । ପୃଥିବୀର ଶବ୍ଦ ଶୁଣିବାକୁ ମିଳିନଥାଏ । କିନ୍ତୁ ଏହା ଯେତେବେଳେ ସୂର୍ଯ୍ୟ ଚାରିପଟେ ବୁଲିଥାଏ ତାହା ଶବ୍ଦ ଦେଇଥାଏ ଆଉ ଏହାର ଶବ୍ଦ ଅଧିକ ହୋଇଥାଏ । ଆଉ ପୃଥିବୀ ଗ୍ରହର ଶବ୍ଦ ସମୁଦ୍ରର ଶବ୍ଦ ଭଳି ହୋଇଥାଏ । ଆଉ ମଙ୍ଗଳ ଗ୍ରହର ଶବ୍ଦ ବହୁତ କମ୍ ହୋଇଥାଏ । ଆଉ ଏହା ସୀମିତ ସ୍ଥାନ ପର୍ଯ୍ୟନ୍ତ ଶୁଭୁଥାଏ । ଏହାର ଶବ୍ଦ ଗଡଗଡ ହୋଇଥାଏ । ଏଥିରେ ଭୂମିକମ୍ପ ହୋଉଥାଏ । ଆଉ ବୃହସ୍ପତି ଗ୍ରହର ଶବ୍ଦ ଆଲୋକ ଶବ୍ଦ ଭଳି ଆଉ ଗଡ ଗଡ ଶବ୍ଦ ହୋଇଥାଏ । 


ଆଉ ଏହା ରେକର୍ଡ କରାଯାଇଛି । ଏହାର ଶବ୍ଦ ଅଜବ ଆଉ ଭୟଙ୍କର ଅଟେ । ଆଉ ଏହିଭଳି ସବୁ ଗ୍ରହର ଶବ୍ଦ ରେକର୍ଡ କରାଯାଇଛି । ଆଉ ରହି ଶବ୍ଦ ରେକର୍ଡ କରି ଏହାକୁ ଶବ୍ଦରେ ପରିଣତ କରାଯାଇଛି । ଆଉ ସବୁ ଗ୍ରହର ଅଲଗା ଅଲଗା ପ୍ରକାରର ଶଦ୍ଦ ଅଛି । ଆଉ କେଉଁ ଗ୍ରହର ଶବ୍ଦ ଭୟାନକ ତ ଆଉ କୌଣସି ଗ୍ରହର ଶବ୍ଦ ଆଲୋକ ଶବ୍ଦ ଭଳି ତ ଆଉ କୌଣସି ଗ୍ରହର ଶବ୍ଦ ଭୟାନକ ହୋଇଥାଏ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.