Movie prime

ତାଜମହଲ ଭିତରେ କାହିଁକି ନାହିଁ ଲାଇଟ ଜାଣିଛନ୍ତି କି ? ଏହା ମଧ୍ୟ ଏକ ରହସ୍ୟର ଭରପୁର ଜାଣିଲେ ଆଶ୍ଚର୍ୟ୍ଯ ହେବେ

 
tytyt

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ ଦୁନିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଦୁନିଆରେ ଏମିତି କିଛି ଅଛି ଯାହାକୁ ଜାଣିବା ପାଇଁ ସୋସିଆଲ ମିଡ଼ିଆ ଆମକୁ ସାହାଯ୍ୟ କରିଥାଏ । ଆଉ ତାଜମହଲ ବିଷୟରେ ଆପଣମାନେ ସମସ୍ତେ ଜାଣିଥିବେ । କିନ୍ତୁ ତାଜମହଲ ଉପରେ ଏମିତି କିଛି ତଥ୍ୟ ଅଛି ଯାହାକୁ ଆପଣମାନେ ଜାଣିନାହାନ୍ତି । ତାଜମହଲ ହେଉଛି ପ୍ରେମର ପ୍ରତୀକ । ଆଉ ଏହା ଜଣେ ରାଜା ତାଙ୍କ ରାଣୀଙ୍କ ଭଲପାଇବାରେ ଏହି ତାଜମହଲ ନିର୍ମାଣ କରିଛନ୍ତି ।


ଏହି ତାଜମହଲ ରାଜା ଶାହାଜାହାନ ନିର୍ମାଣ କରିଥିଲେ । ସେ ସାତୋଟି ବିବାହ କରିଥିଲେ । ଆଉ ଏହି ତାଜମହଲ ସେ ତାଙ୍କର ଚତୁର୍ଥ ସ୍ତ୍ରୀ ମମତାଜଙ୍କ ପାଇଁ ନିର୍ମାଣ କରିଥିଲେ । ଆଉ ସେ ତାଙ୍କୁ ବହୁତ ଭଲ ପାଉଥିଲେ । ମମତାଜଙ୍କ ଦେହାନ୍ତ ଶାହାଜାହାନଙ୍କର ଚତୁର୍ଥ ସନ୍ତାନକୁ ଜନ୍ମ ଦେବା ବେଳେ ହୋଇଥିଲା । ରାଜା ଶାହାଜାହାନ ମମତାଜଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ଭଉଣୀକୁ ମଧ୍ୟ ବିବାହ କରିଦେଲେ । ଏହା ପୃଥିବୀର ସାତ ଅଜବ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଭିତରୁ ଗୋଟିଏ ।  


ଏହି ତାଜମହଲକୁ ବନାଇବା ପାଇଁ ୨୦ ହଜାର ଶ୍ରମିକ ଲାଗିଥିଲେ । ଆଉ ଏହି ତାଜମହଲ ୧୬୩୨ ମସିହାରେ ନିର୍ମାଣ କରାଯାଇଥିଲା । ଆଉ ଏହି ତାଜମହଲ ବନାଇ ସାରିଲା ପରେ ଶାହାଜାହାନ ସେହି ୨୦ ହଜାର ଶ୍ରମିକଙ୍କର ହାତ କାଟି ଦେଇଥିଲେ ବୋଲି ସୂଚନା ମିଳିଛି । କିନ୍ତୁ ଏହା ମିଛ ଅଟେ । ଆଉ ରାଜା ସମସ୍ତ ଶ୍ରମିକ ମାନଙ୍କୁ ପେନସନ ଦେଇଥିଲେ । କାରଣ ସେ ଚାହୁଁନଥିଲେ କି ଏଭଳି ଜିନିଷ ଆଉ ଥରେ ବନାଯାଉ । ସେତେବେଳେ ତାଜମହଲ ନିର୍ମାଣ କରିବା ପାଇଁ ୨କୋଟି ଟଙ୍କା ଲାଗିଥିଲା । 


ଏହି ତାଜମହଲ ଭିତରେ ଅନେକ ଘର ଅଛି ଯାହା ବନ୍ଦ ହୋଇଛି । ଆଉ ମାନ୍ୟତା ଅଛି କି ବା ସୂଚନା ଅଛି କି ତାଜମହଲ ତଳେ ବହୁତ ଘର ଆଉ ବଙ୍ଗଳା ଅଛି । ଆଉ ତାଜମହଲରେ ବିଦ୍ୟୁତ୍ ବଲ ନାହିଁ । କାରଣ ଯେତେବେଳେ ଏହି ତାଜମହଲ ତିଆରି ହେଲା ସେତେବେଳେ ବିଦ୍ୟୁତର ଖୋଜ ହୋଇନଥିଲା । ଆଉ ଏଥିରେ ବିଦ୍ୟୁତ୍ ବଲ ଲଗାଇବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଏହା ବିଫଳ ହୋଇଥିଲା । 


ଆଉ ତାପରେ ଆଉ ଥରେ ମଧ୍ୟ ବିଦ୍ୟୁତ୍ ବଲ ସଂଯୋଗ କରାଯାଇଥିଲା । କିନ୍ତୁ ଏହା କୌଣସି ଫଳପ୍ରଦ ହେଲା ନାହିଁ । କାରଣ କେହି କେହି କୁହନ୍ତି କି ଏହି ତାଜମହଲ ଭିତରେ ରାଣୀ ମମତାଜଙ୍କର ଆତ୍ମା ଅଛି ଆଉ ସେ ତାଜମହଲରେ କୌଣସି ଛେଡକାନି କରିବାକୁ ଚାହାଁନ୍ତି ନାହିଁ ।