Movie prime

ଘରେବସି Online ରେ ରୋଜୋଗାର କରନ୍ତୁ ଏହି ଆପ ରେ ଦେଖନ୍ତୁ କେମିତି କରିବେ ଆରମ୍ଭ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ ବେକାରୀ ମାନଙ୍କ ସମସ୍ୟା କେତେ ମାତ୍ରାରେ ବଢ଼ିବାରେ ଲାଗିଲାଣି। ଲୋକ ମାନେ ଦୁଇ ପଇସା କମେଇବା ପାଇଁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖିନ କରୁଛନ୍ତି। ହାତରେ ବଡ଼ ବଡ଼ ଡିଗ୍ରୀ ସାର୍ଟିଫିକେଟ ଧରି ମଧ୍ୟ ଚାକିରୀ ଖଣ୍ଡେ ପାଇ ପାରୁ ନାହାଁନ୍ତି। ଏବଂ ଏଭଳି ସମୟରେ ଆମେ ଆପଣଙ୍କୁ ଏକ ୱେବସାଇଟ ବିଷୟରେ କହିବାକୁ ଯାଉଛୁ।
ଯାହାଦ୍ଵାରା ଆପଣ ମାନେ ଅତି କମ୍ ରେ ମାସକରେ ଆଠ ରୁ ଦଶ ହଜାର ଟଙ୍କା କମେଇ ପାରିବେ। ସେହି ସାଇଟ ର ନାମ ହେଉଛି ସୋସିଆଲ କ୍ୟାସ କ୍ଳବ୍। ଏଥିରେ ପ୍ରଥମେ ଆପଣ ନୂଆ ଯଦି ତେବେ ନୂଆ ଆକାଉଣ୍ଟ ତିଆରି କରି ପାରିବେ ନଚେତ୍ ଆପଣଙ୍କ ପୁରୁଣା ଆକାଉଣ୍ଟ ରେ ଲଗି ଇନ୍ କରି ପାରିବେ। ଏହାପରେ ସେଠାରେ ଦିଆ ଯାଇଥିବା ଆପଣଙ୍କ ପ୍ରୋଫାଇଲ୍ ର ସମସ୍ତ ତଥ୍ୟ ଫିଲ ଅପ କରିଦେବେ।
ଏହାପରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ର ସମସ୍ତ ଡିଟେଲ ମଧ୍ଯ ଆପଣ ଏଣ୍ଟର କରିବେ। ଏବଂ ଏହାପରେ ରେଫରେନ୍ସ ଦ୍ବାରା ଆପଣ ମାନେ ଆପ ଇନଷ୍ଟଲ କରି ଅନେକ ଟଙ୍କା ମଧ୍ଯ ପାଇ ପାରିବେ। ଏଥିରେ ପାଖା ପାଖି ୨୪ ଟି ଟାସ୍କ ଅଛି ଯାହାକି ଆପଣଙ୍କୁ ଡେଲି ଆସିବ ଓ ଏହାଦ୍ବାରା ଆପଣ ମାନେ ମଧ୍ୟ ପଇସା ଇନ୍କମ କରି ପାରିବେ। ଏଭଳି ଅନେକ ୟୁଟୁବ ଚ୍ୟାନେଲ ଲିଙ୍କ୍ ମଧ୍ଯ ଅଛି। ଯାହାକୁ ଆପଣ ମାନେ ସସକ୍ରାଇବ କରି ପଇସା ପାଇ ପାରିବେ।
ଏହାପରେ ଏକ ପ୍ରିମିୟମ ଅପ୍ସନ୍ ମଧ୍ଯ ଅଛି ଏହା ଦ୍ବାରା ଆପଣ ମାନେ ବ୍ଲଗ୍ ଯଦି ଚାହିଁବେ ଲେଖି ପାରିବେ ଓ ତାହା ଦ୍ବାରା ଆପଣଙ୍କୁ ପେ ଆଉଟ୍ ମଧ୍ଯ ମିଳି ପାରିବ। ଏଭଳି ଆପଣ ମାନେ ଅନେକ ସୁବିଧା ଓ ସୁଯୋଗ ପାଇ ପାରିବେ। ଏହି ଭିଡ଼ିଓ କୁ ସଂପୂର୍ଣ୍ଣ ଭାବରେ ଦେଖିଲେ ହିଁ ଆପଣ ଙ୍କ ମନ ରେ ଥିବା ସମସ୍ତ ଡ଼ାଉଟ ଦୂର ହୋଇ ପାରିବ।