Movie prime

ଯିଏ ଦେଖୁଛି ହେଉଛି ଆଶ୍ଚର୍ୟ୍ଯ ଏହି ରହସ୍ୟମୟ ଫୁଲ ଏହାର ଓଜନ ୧୧ Kg ଆପଣ ଆଖିରେ ନ ଦେଖିଲେ ବିଶ୍ୱାସ କରିବେନି

 
World's biggest flower

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଫୁଲକୁ ଭଲପାଆନ୍ତି । ଆଉ ପ୍ରକୃତିର ସୌନ୍ଦର୍ଯ୍ୟକୁ ଏହି ଫୁଲ ବଢ଼ାଇଥାଏ ।

ଫୁଲ ଦେଖିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଭାବନା ଜାଗ୍ରତ ହୁଏ । ଆଉ ସମସ୍ତେ ବହୁତ ଖୁସି ହୋଇଯାଇଥାନ୍ତି । ଆଉ ଫୁଲ ଦେଖିଲେ ମନରେ ଏକ ଖୁସି ଭାବନା ଜାଗ୍ରତ ହୁଏ । ଆଉ ସମସ୍ତେ ବହୁତ ଆତ୍ମହରା ହୋଇ ଫୁଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । 

ଆଉ ଫୁଲର ଓଜନ ବହୁତ କମ୍ ଆଉ ସେଥିପାଇଁ ଛୋଟ ପିଲାଟିଏ ବି ଏହାକୁ ନେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସହଜରେ ଯାଇପାରେ । ଆଉ ଏହା ଦୁଇଟି ହାତରେ ଆପଣ ତୋଳି ପାରିବେ ।
ଆଉ ଏହା ବହୁତ କମ୍ ଓଜନର ଅଟେ । ବିଭିନ୍ନ ପ୍ରଜାତିର ଫୁଲ ସବୁ ଭିନ୍ନ ଭିନ୍ନ ଦେବଦେବୀଙ୍କ ପାଖରେ ସମର୍ପିତ ହୋଇଥାଏ । କିନ୍ତୁ ଆପଣ ଏହି ଭିଡିଓ ମାଧ୍ୟମରେ ଏପରି ଏକ ଫୁଲ ଦେଖିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଦୁନିଆରେ ଏମିତି କିଛି ଫୁଲ ଅଛି ଯାହାର ଓଜନ ୧୧ କେଜି ଅଟେ । ଆଉ ଏହି ଫୁଲକୁ ଆପଣମାନେ ଟେକି ପାରିବେ ନାହିଁ । ଏହି ଫୁଲର ନାମ ହେଉଛି, ରଫ୍ଲେଶିଆ ।
ଏହାର ଗୋଟିଏ ଗୋଟିଏ ପାଖୁଡ଼ା ଇଞ୍ଚର ବହଳ ବୋଲି କୁହାଯାଏ । କେହି ଏହି ଫୁଲକୁ ଜାଣନ୍ତି ଆଉ କେହି କେହି ଏହି ଫୁଲକୁ ଜାଣନ୍ତି ନାହିଁ । ଏହା ବିଶ୍ଵର ବୃହତ୍ତମ ଫୁଲ ଅଟେ । ଆଉ ଏହା ବୃହତ୍ତମ ଫୁଲର ମାନ୍ୟତା ମଧ୍ୟ ପାଇଛି ।
ସୁମାତ୍ରା ଏବଂ ବର୍ଣ୍ଣିଓର ବର୍ଷା ବଣ ଭିତରେ ଏହି ଫୁଲ ଦେଖାଯାଏ । ଏହାର ବ୍ୟାସ ୩.୩ ଫୁଟ । ଆଉ ଏହାର କଢି ମଧ୍ୟ ଓଜନ ହୋଇଥାଏ । ଆଉ ଏହା ଏକ ପରଜୀବୀ ଫୁଲ ଅଟେ ।
ଏହା କଢିରୁ ଫୁଲ ହେବାକୁ ବହୁତ ମାସ ଲାଗିଥାଏ।ଏହାର ବିଶାଳତା ପାଇଁ ଏହାକୁ ରାକ୍ଷସ ପଦ୍ମ ବୋଲି କୁହାଯାଏ । ଏହା ଭିତରୁ ପଚା ସଢ଼ା ଗନ୍ଧ ମଧ୍ୟ ଆସିଥାଏ । ଏହା ବହୁତ ବିଶାଳ ଅଟେ । ଆଉ ଏହାକୁ ବହୁତ୍ କମ୍ ଲୋକମାନେ ଜାଣିଛନ୍ତି।