Movie prime

ଯିଏ ଦେଖୁଛି ହେଉଛି ଆଶ୍ଚର୍ୟ୍ଯ ବିଶ୍ବର ସବୁଠୁ ଡେଙ୍ଗା ପୋଲିସ ବଡ ବଡ ପହିଲମାନ ବି ଏହାଙ୍କ ଆଗରେ ଫିକା ଉଚ୍ଚତା ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

 
Worlds tallest police

ବିଶ୍ଵର ସବୁଠାରୁ ଡେଙ୍ଗା ପୋଲିସ୍ ଗ୍ରେଟ ଖଲି। ସେ ହେଉଛନ୍ତି ଜଣେ ପୋଲିସ୍ ଅଧିକାରୀ। ସମସ୍ତ ପୋଲିସ୍ ଅଧିକାରୀମାନଙ୍କ ଠାରୁ ଡେଙ୍ଗା ବୋଲି ତାଙ୍କୁ ବିବେଚିତ କରାଯାଇଛି।

ସବୁ ମଣିଷଙ୍କର ଇଚ୍ଛା ଥାଏ ସେ ଦେଖିବାକୁ ସୁନ୍ଦର ହୋଇଥାଉ। ଓଜନ ଯେମିତି ଥାଉ ଉଚ୍ଚତା ମଧ୍ୟ ସେମିତି ରହିବା ଦରକାର। କିନ୍ତୁ ବେଳେ ବେଳେ ଏମିତି କିଛି ମଣିଷଙ୍କ ସହିତ ଘଟିଥାଏ। ଯାହା ସମସ୍ତଙ୍କଠାରୁ ଭିନ୍ନ ବୋଲି ତାକୁ ଦର୍ଶାଇଥାଏ।

ଆମେ ସେହିପରି ଜଣେ ବ୍ୟକ୍ତିଙ୍କ କଥା କହୁଛୁ ସେ ହେଉଛନ୍ତି ଡବ୍ଲୁଡବ୍ଲୁଇ ଭାରତୀୟ ରେସ୍ଲର୍ ଗ୍ରେଟ ଖଲିଙ୍କ ସଂପର୍କରେ କାହାକୁ ଅଜଣା ନୁହେଁ। ତାଙ୍କର ଉଚ୍ଚତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। କିନ୍ତୁ ପଞ୍ଜାବର ଜଣେ ପୋଲିସ୍ ଅଧିକାରୀଙ୍କ ଉଚ୍ଚତା ଗ୍ରେଟ୍ ଖଲିଙ୍କଠାରୁ ମଧ୍ୟ ପାଞ୍ଚ ଇଞ୍ଚ୍ ଅଧିକ।
ଜଗଦୀପ ସିଂ ନାମକ ଏହି ବ୍ୟକ୍ତି ଏବେ ବିଶ୍ବର ସବୁଠାରୁ ଉଚ୍ଚ ପୋଲିସ୍ ଅଧିକାରୀ ବୋଲି କୁହାଯାଉଛି। ତେବେ ଖଲିଙ୍କ ଉଚ୍ଚତା ସାତ ଫୁଟ୍ ଏକ ଇଞ୍ଚ୍ ଥିବା ବେଳେ ଜଗଦୀପଙ୍କର ଉଚ୍ଚତା ସାତ ଫୁଟ୍ ଛଅ ଇଞ୍ଚ୍ । ଜଗଦୀପଙ୍କ ବୟସ ୩୭ ବର୍ଷ ଏବଂ ତାଙ୍କର ଓଜନ ୧୯୦ କିଲୋଗ୍ରାମ। 
ସବୁଠାରୁ ରୋଚକ କଥା ହଉଛି ଯେ ଜଗଦୀପଙ୍କ ଉଚ୍ଚତା ଅଧିକ ଯୋଗୁଁ ସେ ସହଜରେ ତାଙ୍କ ଛାତ ଉପରକୁ ଆରମ୍ ରେ ଚଢ଼ିଯାଆନ୍ତି। ସେ ବିଗତ ୨୦ ବର୍ଷ ଧରି ପଞ୍ଜାବ ପୋଲିସ୍ ରେ ହେଡ୍ କନେଷ୍ଟବଳ ଭାବରେ କାମ କରୁଛନ୍ତି। ଜଗଦୀପଙ୍କ ଉଚ୍ଚତା ଯୋଗୁଁ ଏବେ ପୋଲିସ୍ ବିଭାଗ ପକ୍ଷରୁ ତାଙ୍କୁ ଅମିର୍ତସର୍ରେ ଟ୍ରଫିକ୍ ପୋଲିସ୍ ଭାବାରେ ମଧ୍ୟ ନିୟୋଜିତ କରଯାଇଛି।
ଲୋକଙ୍କୁ ଜଗଦୀପଙ୍କର ଉଚ୍ଚତା ବେଶ୍ କୌତହଳ ଲାଗୁଛି ଏବଂ ଅନେକ ମଧ୍ୟ ତାଙ୍କ ସହିତ ସେଲ୍ଫି ନେଇଥାନ୍ତି । ଏହି କାରଣରୁ , ଅନ୍ୟ ପକ୍ଷରେ ତାଙ୍କ ଉଚ୍ଚତା ଯୋଗୁଁ ଅନେକ ସମସ୍ୟା ଭୋଗୁଛନ୍ତି ବୋଲି କହିଛନ୍ତି । ତାଙ୍କ ମାପର ଜୋତା ଓ ପୋଷାକ ବଜାରରେ ମିଳେ ନାହିଁ। 
ତାଙ୍କ ଜୋତାର ମାପ ୧୯ ନମ୍ବର୍। ତେଣୁ ତାଙ୍କ ସାଙ୍ଗମାନଙ୍କ ଦ୍ୱାରା ବିଦେଶରୁ ପୋଷାକ ଓ ଜୋତା ମୋଗାଇ ଥାଆନ୍ତି। ଏହା ବାଦ୍ ଅନ୍ୟ ସାଧାରଣ ଲୋକଙ୍କପରି ସେ ଅଟୋ , ରିକ୍ସା , ବସ୍ ରେ ମଧ୍ୟ ବସିପରାନ୍ତି ନାହିଁ।
ଜଗଦୀପ ଆମେରିକାର ଗୋଡ୍ ଟାଲେଣ୍ଟରେ ଭାଗ ନେବା ସହିତ ଅନେକ ଫିଲ୍ମରେ ମଧ୍ୟ କଳାକାର ରୂପେ ଅଭିନୟ କରଛନ୍ତି। ସେ ରଙ୍ଗଦେ ବାସନ୍ତୀ , ଫିର୍ ହେରା ଫେରି , ତିଁ ଥେ ଭାଇ ଭଳି ଫିଲ୍ମ ରେ ମଧ୍ୟ ଅଭିନୟ କରିସାରିଛନ୍ତି। କିନ୍ତୁ ବର୍ତ୍ତମାନ୍ ସମୟରେ ଜଗଦୀପଙ୍କ ଉଚ୍ଚତାକୁ ନେଇ ଚାରିଆଡେ ଚର୍ଚ୍ଚା।